ବାଣିଜ୍ୟ

ରାମଲଲାଙ୍କ ଦର୍ଶନ ପାଇଁ ଆଉ ବୁକିଂ କରିବାକୁ ପଡିବନି ହୋଟେଲ, ଅତିଥିଙ୍କୁ ଘରେ ରଖିବେ ଅଯୋଧ୍ୟାବାସୀ

ଅଯୋଧ୍ୟା,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ନେଇ ରୀତିନୀତି ଆରମ୍ଭ ହୋଇ ଯାଇଛି। ଜାନୁଆରୀ ୨୨ରେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ତେବେ ଆପଣ ମନ୍ଦିର ଦର୍ଶନ କରିବାକୁ ଆସୁଥିଲେ ଆପଣଙ୍କ…

କ’ଣ ଏହି ଥାଲିନୋମିକ୍ସ? ଭାରତୀୟଙ୍କ ଖାଇବା ଥାଳିରୁ କରାଯାଏ ଦେଶ ଅର୍ଥନୀତିର ଆକଳନ

ନୂଆଦିଲ୍ଲୀ,୧୮।୧: ଦେଶର ବଜେଟ ଆସିବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଅର୍ଥନୈତିକ ସର୍ଭେ ସର୍ବଦା ବଜେଟ ପୂର୍ବରୁ ଆସିଥାଏ। କିନ୍ତୁ ଅଧିକାଂଶ ଲୋକ…

ଇପିଏଫଓର ବଡ଼ ଘୋଷଣା: Aadhaar Card ହେବନି ଜନ୍ମର ପ୍ରମାଣ ପତ୍ର …

ନୂଆଦିଲ୍ଲୀ,୧୮।୧ : ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଏ । ଭାରତରେ, ଏହା ମୁଖ୍ୟତଃ ଅନେକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, କିନ୍ତୁ ଇପିଏଫଓର ଜନ୍ମ ଅପଡେଟ ପ୍ରକ୍ରିୟାରେ ଆଧାର କାର୍ଡକୁ ଏକ ଉପଯୁକ୍ତ ପ୍ରମାଣପତ୍ର ଭାବେ ବିଚାର…

ଶୃଙ୍ଖଳା, ପରିଶ୍ରମର ବିକଳ୍ପ ନାହିଁ: କିଶୋର

ଭୁବନେଶ୍ବର, ୧୮ା ୧: କଳିଙ୍ଗ ଷ୍ଟାଡିୟମର ଟେନିସ ସେଣ୍ଟର ପରିସରରେ ବୁଧବାର ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)ର ୭ମ ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜାଭେଲିନ୍‌ ଥ୍ରୋ ତାରକା କିଶୋର ଜେନାଙ୍କୁ ୨୦୨୩ର ଶ୍ରେଷ୍ଠ କ୍ରୀଡ଼ାବିତ୍‌…

ବିଓବିର ନୂଆ ଯୋଜନା

ଭୁବନେଶ୍ୱର,୧୮।୧: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା ଏକ ସ୍ବଳ୍ପ ମିଆଦି ଖୁଚୁରା ଜମା ଯୋଜନା ‘ବବ୍‌-୩୬୦ ଡିପୋଜିଟ୍‌ ସ୍କିମ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଯୋଜନା ୩୬୦ ଦିନ ପାଇଁ ୭.୬୦% ପର୍ଯ୍ୟନ୍ତ ସର୍ବାଧିକ…

ବେଦାନ୍ତ ଆଲୁମିନିୟମର ନୂତନ ପ୍ରୟାସ

ଭୁବନେଶ୍ୱର,୧୮।୧: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳିତ ହୋଇଯାଇଛି। ଏପରିକି ବୁଧବାର କମ୍ପାନୀର ସମସ୍ତ ୟୁନିଟ୍‌ରେ ମଧ୍ୟ ଜାତୀୟ ଷ୍ଟାର୍ଟଅପ୍‌ ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ନୂତନ ପ୍ରୟାସ ‘ଡିଜିଟାଲ ଅଭିନବତା ପ୍ରଦର୍ଶନ’ର ଆୟୋଜନ କରାଯାଇଥିଲା।…

ଜିଓ ଏୟାରଫାଇବର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୮।୧: ବିଶ୍ୱର ସର୍ବବୃହତ୍‌ ଘରୋଇ ମୋବାଇଲ ଡାଟା ନେଟ୍‌ୱର୍କ ରିଲାଏନ୍ସ ଜିଓର ଓଡ଼ିଶା ୟୁନିଟ୍‌ ପକ୍ଷରୁ ସାରା ଓଡ଼ିଶାରେ ୩୦ରୁ ଊଦ୍ଧର୍‌ବ ସହର ଓ ନଗରକୁ ବିଶ୍ୱମାନର ସର୍ବାଧୁନିକ ଜିଓ ଏୟାରଫାଇବର ସେବା ସମ୍ପ୍ରସାରଣ କରାଯାଇଛି। ଏପରିକି ପ୍ରାରମ୍ଭିକ ଭାବେ ୨୦୨୩…

ବଜାରରେ ମହିନ୍ଦ୍ରାର ଅଲ୍‌ ଇଲେକ୍ଟ୍ରି ଏକ୍ସୟୁଭି ୪୦୦ ପ୍ରୋ ରେଞ୍ଜ

ଭୁବନେଶ୍ୱର,୧୮।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଅଗ୍ରଣୀ ଏସ୍‌ୟୁଭି ମଡେଲର ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌-ଇଲେକ୍ଟ୍ରି ଏକ୍ସୟୁଭି ୪୦୦ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ…

ଡିଏସ୍‌ପି ମଲ୍‌ଟି କ୍ୟାପ୍‌ ଫଣ୍ଡର ଶୁଭାରମ୍ଭ

ଭୁବନେଶ୍ୱର,୧୮।୧: ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘ଡିଏସ୍‌ପି ମଲ୍‌ଟି କ୍ୟାପ୍‌ ଫଣ୍ଡ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଏହା ଏକ ଓପନ ଏଣ୍ଡେଡ୍‌ ସ୍କିମ୍‌ ହୋଇଥିବାରୁ ନିବେଶକ ଲାର୍ଜ କ୍ୟାପ୍‌, ମିଡ୍‌ କ୍ୟାପ୍‌ ଏବଂ ସ୍ମଲ କ୍ୟାପ୍‌ ଷ୍ଟକ୍‌ଗୁଡ଼ିକ…

ଓଡ଼ିଶା ବଜାରରେ ‘ଦି ନ୍ୟୁ ହ୍ୟୁଣ୍ଡାଇ କ୍ରେଟା’

ଭୁବନେଶ୍ୱର,୧୮।୧ (ଅଭୟ ଦାଶ): ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଦି ନ୍ୟୁ ହ୍ୟୁଣ୍ଡାଇ କ୍ରେଟା’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଉତ୍କଳ ହ୍ୟୁଣ୍ଡାଇ…

ତନିସ୍କ ‘ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡସ୍‌’ ଆରମ୍ଭ

ଭୁବନେଶ୍ୱର,୧୮।୧(ଅନୁରାଧା ମହାରଣା): ଗହଣା ରିଟେଲ ବ୍ରାଣ୍ଡ୍‌ ତନିସ୍କ ‘ଫେଷ୍ଟିଭାଲ ଅଫ୍‌ ଡାଏମଣ୍ଡସ୍‌’ ଆରମ୍ଭ କରିଛି। ସୂକ୍ଷ୍ମ କାରୂକାର୍ଯ୍ୟପୂର୍ଣ୍ଣ ହରୀର ଗହଣାର ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିବାବେଳେ ପୁରୁଣା ସୁନା ବଦଳାଇ ମଧ୍ୟ ଗ୍ରାହକ ହୀରା ଗହଣା କିଣିପାରିବେ। ବର୍ତ୍ତମାନ…

ଶକ୍ତିଶାଳୀ ମୁଦ୍ରା ତାଲିକାରେ ବହୁତ ପଛରେ ଡଲାର, ଟପ୍ ୧୦ ବାହାରେ ଭାରତୀୟ ଟଙ୍କା

ନୂଆଦିଲ୍ଲୀ,୧୭।୧: ଦୁନିଆରେ ସବୁଠାରୁ ଅଧିକ ଲୋକପ୍ରିୟ ହେବା ପରେ ମଧ୍ୟ ଡଲାର ସବୁଠାରୁ ଶକ୍ତିଶାଳୀ ମୁଦ୍ରା ନୁହେଁ। ସେହିପରି ଶକ୍ତିଶାଳୀ ମୁଦ୍ରା ଦୃଷ୍ଟିରୁ ଭାରତର ମୁଦ୍ରା ବିଶ୍ୱର ଶ୍ରେଷ୍ଠ ୧୦ ମୁଦ୍ରା ବାହାରେ ରହିଛି। ଫୋର୍ବସ୍ ଶକ୍ତିଶାଳୀ ମୁଦ୍ରାର ର଼୍ୟାଙ୍କିଙ୍ଗ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri