୧୨ରୁ ଏଏସିସିଆଇର ଗ୍ରୀନ୍ କନ୍କ୍ଲେଭ
ଭୁବନେଶ୍ୱର,୧୦।୨: ଅନ୍ତର୍ଜାତୀୟ ଶିଳ୍ପ ସଙ୍ଗଠନ ଏସିଆନ୍-ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଏକ ୩ଦିନିଆ ବିଜ୍ନେସ ସମ୍ମିଟ ଆଣ୍ଡ ଏକ୍ସପୋ ‘ଗ୍ରୀନ୍ କନ୍େକ୍ଲେଭ’ ଭୁବନେଶ୍ୱରର ଏକ ୫ତାରକା ହୋଟେଲ ପରିସରରେ ଆୟୋଜନ ହେବାକୁ ଯାଉଛି।…
କଟକରେ ଅଜନ୍ତାର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧୦।୨ (ଅଭୟ ଦାଶ): ଅଜନ୍ତା ଶୁଜ୍ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ କଟକର ବକ୍ସିବଜାରସ୍ଥିତ ବାରପଥରଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ ପୋଲିସର କଟକ ଜୋନ୍-୨ ଏସିପି ଅମିତାଭ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ।…
ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ
ଭୁବନେଶ୍ୱର,୧୦।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ଭାଲେଣ୍ଟାଇନ୍ ଡେ ଜୁଏଲେରି କଲେକ୍ସନ’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏପରିକି ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ ଡେର ପ୍ରକୃତ ଭାବନାକୁ ସାଥୀଙ୍କ ସହ ପାଳନ କରିବା ପାଇଁ ଏହି ସ୍ବତନ୍ତ୍ର କଲେକ୍ସନର…
୭ଲକ୍ଷ କୋଟି ଉପରେ ଏଲ୍ଆଇସିର ମାର୍କେଟ କ୍ୟାପ୍
ଭୁବନେଶ୍ୱର,୧୦।୨: ଭାରତୀୟ ଜୀବନ ବୀମା ନିଗମ ( ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି ଇଣ୍ଡିଆ)କୁ ନିକଟରେ ଏକ ବଡ ସଫଳତା ମିଳିଛି। ଏଲ୍ଆଇସି ୭ଲକ୍ଷ କୋଟି ଟଙ୍କାରୁ ଅଧିକ ମାର୍କେଟ କ୍ୟାପ୍ ସହ ଭାରତର ୫ମ ମୂଲ୍ୟବାନ୍ କମ୍ପାନୀ…
Salary Hike: କର୍ମଚାରୀଙ୍କ ଲାଗିବ ଲଟେରୀ, ମିଳିବ ଡବଲ ବୋନସ
ନୂଆଦିଲ୍ଲୀ,୯।୨: କର୍ମଚାରୀଙ୍କ ପାଇଁ ଖୁସି ଖବର। ମିଳିବ ଡବଲ ବୋନସ। କେନ୍ଦ୍ର ସରକାର କର୍ମଚାରୀଙ୍କୁ ବଡ ଖୁସି ଖବର ଦେବାକୁ ଯାଉଛନ୍ତି। ଯେଉଁମାନେ ମହଙ୍ଗା ଭତ୍ତା(ଡିଏ) ଓ ୧୮ ମାସର ବକେୟା ବୃଦ୍ଧି ଘୋଷଣାକୁ ଅପେକ୍ଷା କରିଛନ୍ତି ସେମାନେ ଖୁବଶୀଘ୍ର ଖୁସି…
୨୯ ଫେବୃଆରୀ ପରେ ବନ୍ଦ ହୋଇଯିବ କି ପେଟିଏମ ଆପ୍? ଆରବିଆଇ ଦେଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ,୯।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପେଟିଏମ ପେମେଣ୍ଟ ବ୍ୟାଙ୍କର କୌଣସି ଗ୍ରାହକ ଆକାଉଣ୍ଟ, ପ୍ରିପେଡ ଇନଷ୍ଟ୍ରୁମେଣ୍ଟ, ୱାଲେଟ ଏବଂ ଫାଷ୍ଟାଗ ଇତ୍ୟାଦି ୨୯ ଫେବୃଆରୀ ପରେ ଜମା କିମ୍ବା ଟପ ଅପ ଗ୍ରହଣ କରିବା ଉପରେ ରୋକ ଲଗାଇଦେଇଥିଲେ।…
ୟୁପିଆଇ ପରେ କ୍ରେଡିଟ୍ ସ୍କୋର ଲଞ୍ଚ କରିବ ଏନ୍ପିସିଆଇ, ସାଧାରଣ ଲୋକଙ୍କୁ ଏମିତି ମିଳିବ ସାହାଯ୍ୟ
ନୂଆଦିଲ୍ଲୀ,୯।୨: ୟୁପିଆଇ ପରେ ଏନ୍ପିସିଆଇ ଅର୍ଥାତ୍ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ ସାଧାରଣ ଲୋକଙ୍କୁ ଆଉ ଏକ ବଡ଼ ଉପହାର ଦେବାକୁ ପ୍ରସ୍ତୁତ ହେଉଛି । ପେମେଣ୍ଟ କର୍ପୋରେଶନ ନିଜର କ୍ରେଡିଟ ସ୍କୋର ଲଞ୍ଚ କରିବାକୁ ଯୋଜନା କରୁଛି, ଯାହା…
କେନ୍ଦ୍ର ସରକାରଙ୍କ ନୂଆ ଯୋଜନା: ମତ୍ସ୍ୟଜୀବୀ, କୃଷକଙ୍କୁ ଶସ୍ତା ଋଣ, ୧.୭ଲକ୍ଷ ଚାକିରି ସୁଯୋଗ ସହିତ ଅନେକ ଲାଭ
ନୂଆଦିଲ୍ଲୀ,୯।୨: ମତ୍ସ୍ୟ କ୍ଷେତ୍ର ପାଇଁ ନୂତନ ଯୋଜନାକୁ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର (ସିସିଇଏ) ଅନୁମୋଦନ କରିଛି। ଏହାର ନାମ ହେଉଛି ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ସହ-ଯୋଜନା (ପିଏମ-ଏମକେଏସଏସଓ୍ବାଇ) । ପ୍ରଧାନମନ୍ତ୍ରୀ ମତ୍ସ୍ୟ କିଷାନ ସମୃଦ୍ଧି ଯୋଜନା ଅଧୀନରେ ଏହା…
ଆପଲ୍ର ବଡ଼ ପ୍ରସ୍ତୁତି: ବଜାରକୁ ଆସିବ ଫୋଲ୍ଡିଂ ଆଇଫୋନ୍
ଆପଲର ପ୍ରଥମ ମିକ୍ସଡ ରିଅଲିଟି ହେଡ୍ସେଟ୍ ଭିଜନ ପ୍ରୋ ଆମେରିକାରେ ଉପଲବ୍ଧ ହୋଇଛି ଏବଂ ବର୍ତ୍ତମାନ ଫୋଲଡେବଲ ଆଇଫୋନ୍କୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଟେକ୍ ଜିଆଣ୍ଟ ଆପଲ ଦ୍ୱାରା ଅତି କମ୍ରେ ଦୁଇଟି ଆଇଫୋନ୍ ପ୍ରୋଟୋଟାଇପ…
ବଜାରରେ କାଇନେଟିକ୍ ଗ୍ରୀନ୍ର ଇ-ଲୁନା
ଭୁବନେଶ୍ୱର,୯ା୨: ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ ନିର୍ମାତା(ଇଲେକ୍ଟ୍ରି ଭେଇକିଲ ବା ଇଭି) କାଇନେଟିକ୍ ଗ୍ରୀନ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଇ-ଲୁନା’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର…
ଜିଓ-ବିପିର ସ୍ବତନ୍ତ୍ର କ୍ୟାମ୍ପେନିଂ
ଭୁବନେଶ୍ୱର,୯ା୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍ର ଅନ୍ୟତମ କମ୍ପାନୀ ଜିଓ-ବିପି ପକ୍ଷରୁ ‘ୟୁ-ଡିଜର୍ଭ-ମୋର’ଶୀର୍ଷକ ଏକ ସ୍ବତନ୍ତ୍ର କ୍ୟାମ୍ପେନିଂର ଶୁଭାରମ୍ଭ କରାଯାଇଛି। ବିଶେଷକରି ଏହି ଅଭିଯାନ ୪.୩% ପର୍ଯ୍ୟନ୍ତ ମାଇଲେଜ୍ ଏବଂ ପେଟ୍ରୋଲ ପ୍ରଦାନ କରୁଥିବା ଡିଜେଲକୁ ସ୍ପର୍ଶ…
ଖିମ୍ଜୀ ଜୁଏଲର୍ସର ନୂତନ ଅଭିଯାନ
ଭୁବନେଶ୍ୱର,୯ା୨: ଖିମ୍ଜୀ ଜୁଏଲର୍ସର ନୂତନ ଅଭିଯାନ ‘ନୋ କମ୍ପ୍ରମାଇଜ’(ସାଲିସ ବିହୀନ)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ପ୍ରତିଷ୍ଠାନର ସଦ୍ୟତମ ବ୍ରାଇଡାଲ ଜୁଏଲେରି କ୍ୟାମ୍ପେନିଂ ଆରମ୍ଭ ହୋଇଯାଇଛି। ଏକ ତାଜା ବ୍ରାଣ୍ଡ ପରିଚିତ ଏବଂ କାରିଗରିର ଏକ ଦୃଢ ପ୍ରତିବଦ୍ଧତାକୁ ନେଇ…
Archives


