ଭିଭୋ କର୍ମଚାରୀ ଭାରତରେ ଗିରଫ ହେବାରୁ ରାଗିଯାଇ ଚାଇନା ଦେଲା ଏମିତି ଉପଦେଶ
ବେଜିଂ/ନୂଆଦିଲ୍ଲୀ,୨୬।୧୨: ଗତ ସପ୍ତାହରେ ଚାଇନାର ସ୍ମାର୍ଟଫୋନ ନିର୍ମାତା ଭିଭୋ ବିରୋଧରେ ମନି ଲଣ୍ଡରିଂ ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତିନିଜଣ ଭିଭୋ-ଇଣ୍ଡିଆ ଅଧିକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଚାଇନା ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି। ଚାଇନା...
ମୋତିସନ୍ସ ଜୁଏଲର୍ସ ଶେୟାର ତାଲିକାଭୁକ୍ତ ହେବା ମାତ୍ରେ ମାଲାମାଲ ହେଲେ ନିବେଶକ
ମୁମ୍ବାଇ,୨୬।୧୨: ଶେୟାର ମାର୍କେଟରେ ଧମାକାଦାର ଏଣ୍ଟ୍ରି କରିଛି ମୋତିସନ୍ସ ଜୁଏଲର୍ସ। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ରେ କମ୍ପାନୀର ଶେୟାର ୯୮.୧୮% ପ୍ରିମିୟମ ସହିତ ୧୦୯ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା। ସେହିଭଳି ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ରେ ୧୦୩.୯୦ ଟଙ୍କାରେ ତାଲିକାଭୁକ୍ତ ହୋଇଥିଲା। ପୂର୍ବରୁ...
ଏଭିଭି ସହ ଆର୍ଏନ୍ଟିବିସିଆଇର ବୁଝାମଣା
ଭୁବନେଶ୍ୱର,୨୬।୧୨: ରେନ୍ଲଟ୍ ନିଶାନ ଟେକ୍ନୋଲୋଜି ଆଣ୍ଡ ବିଜ୍ନେସ୍ ସେଣ୍ଟର ଇଣ୍ଡିଆ ( ଆର୍ଏନ୍ଟିବିସିଆଇ) ଏବଂ ଅମ୍ରିତା ବିଶ୍ୱ ବିଦ୍ୟାପୀଠମ (ଏଭିଭି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ପ୍ଲେସ୍ମେଣ୍ଟ, ଇଣ୍ଟର୍ନଶିପ, ଇଲେକ୍ଟିଭ କୋର୍ସ, ଜଏଣ୍ଟ ରିସର୍ଚ୍ଚ ପ୍ରୋଗ୍ରାମ ଏବଂ...
ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ କରିବ ଏଚ୍ସିସିବି
ଭୁବନେଶ୍ୱର,୨୬।୧୨: ହିନ୍ଦୁସ୍ତାନ କୋକାକୋଲା ବେଭରେଜ୍ (ଏଚ୍ସିସିବି) ଓ ୱାଇ୪ଡି ଫାଉଣ୍ଡେଶନର ମିଳିତ ସହଯୋଗରେ ଖୋର୍ଦ୍ଧା ଜିଲାର ୯ଟି ଗାଁରେ ପରିବର୍ତ୍ତନଶୀଳ ବିକାଶମୂଳକ ପ୍ରକଳ୍ପ ପାଇଁ ଉଭୟ ସଂସ୍ଥା ବ୍ୟାପକ ଯୋଜନା କରିଛନ୍ତି। ବିଶେଷକରି ପ୍ରାୟ ୩୨,୦୦୦ଲୋକ ଏହା ଜରିଆରେ ବେଶ୍ ଉପକୃତ...
୧୦୦୦ ମେଗାୱାଟ୍ର ସବୁଜ ଶକ୍ତି ପ୍ରକଳ୍ପ କରିବ ଏସିଏଲ୍
ଭୁବନେଶ୍ୱର,୨୬।୧୨: ଆଦାନୀ ଗ୍ରୁପ୍ର ସହଯୋଗୀ କମ୍ପାନୀ ଅମ୍ବୁଜା ସିମେଣ୍ଟସ ଲିମିଟେଡ୍ (ଏସିଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ତଥା ୧୦୦୦ ମେଗାୱାଟ୍ର ସବୁଜ ଶକ୍ତି ପ୍ରକଳ୍ପରେ ୬,୦୦୦ କୋଟି ଟଙ୍କା ନିବେଶ କରିବାକୁ ଏସିଏଲ୍ ଘୋଷଣା କରିଛି। ବିଶେଷକରି...
କଲ୍ୟାଣର ଏଣ୍ଡ ଅଫ୍ ଦି ଇୟର ସେଲ୍ସ
ଭୁବନେଶ୍ୱର,୨୬।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘କଲ୍ୟାଣ ଜୁଏଲର୍ସ’ ପକ୍ଷରୁ କଲ୍ୟାଣର ଏଣ୍ଡ ଅଫ୍ ଦି ଇୟର ସେଲ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ୍ସ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦେଶର ସମସ୍ତ କଲ୍ୟାଣ ଜୁଏଲର୍ସ ଷ୍ଟୋରରେ...
ଉତ୍ସବମୁଖର ହୋଟେଲ ଶିଳ୍ପ
ଭୁବନେଶ୍ୱର,୨୬।୧୨ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ବଡ଼ଦିନ (ଖ୍ରୀଷ୍ଟମାସ)ଠାରୁ ଆରମ୍ଭ କରି ନବବର୍ଷ (୨୦୨୪ ବର୍ଷ)ର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ହୋଟେଲ ଶିଳ୍ପ ଉତ୍ସବ ମୁଖର ହୋଇଉଠିଛି। ଏପରିକି ଉଭୟ ବିଦେଶୀ ଓ ସ୍ବଦେଶୀ ପର୍ଯ୍ୟଟକଙ୍କ...
ଜିଓର ନ୍ୟୁୟର ପ୍ଲାନ, ମାତ୍ର ୮ ଟଙ୍କାରେ ମିଳିବ ବର୍ଷ ଯାକର ଅନଲିମିଟେଡ ୫ଜି ଇଣ୍ଟରନେଟ ସେବା
ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ରିଲାଏନ୍ସ ଜିଓ ବର୍ଷ ଶେଷ ପୂର୍ବରୁ ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ‘ନୂଆ ବର୍ଷ ଯୋଜନା’ ଆରମ୍ଭ କରିଛି । ଏହି ଯୋଜନାର ଦୈନିକ ଖର୍ଚ୍ଚ ହେଉଛି ମାତ୍ର ୮.୨୧ ଟଙ୍କା। ଶୁଭ...
୨୦୨୪ ରେ ସମସ୍ତଙ୍କୁ ମିଳିବ ୨୪ ଘଣ୍ଟା ବିଦ୍ୟୁତ୍ ସପ୍ଲାଇ, ଜାଣନ୍ତୁ କଣ ରହିଛି ସରକାରଙ୍କ ଯୋଜନା
ନୂଆଦିଲ୍ଲୀ, ୨୫।୧୨: ବିଶ୍ୱରେ ବଢୁଥିବା ଅସ୍ଥିରତା ମଧ୍ୟରେ ବଢି ଚାଲିଥିବା ଭାରତୀୟ ଅର୍ଥନୀତି ପାଇଁ ବିଭିନ୍ନ କ୍ଷେତ୍ରକୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ କରିବାକୁ କୋଇଲା ସାଙ୍ଗକୁ ଅକ୍ଷୟ ଶକ୍ତି ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାର। ଏହି ମହତକାଂକ୍ଷୀ...
ରାଜନୈତିକ ଦଳକୁ ୨୦୦ କୋଟି ଟଙ୍କା ଚାନ୍ଦା ଦେବ ବେଦାନ୍ତ, ଇଲେକ୍ଟୋରାଲ ବଣ୍ଡ ଆସିବା ଆଗରୁ ନିଷ୍ପତ୍ତି
ନୂଆଦିଲ୍ଲୀ,୨୫।୧୨: ଗୋଟିଏ ପଟେ କମ୍ପାନୀ ଋଣ ସୁଝିବାକୁ ନାଗଡ଼ ଯୋଗାଡ଼ କରୁଥିଲା ବେଳେ ରାଜନୈତିକ ଦଳ ମାନଙ୍କୁ ଚାନ୍ଦା ଦେବାକୁ କରିଛି ବେଦାନ୍ତ। ଚଳିତ ବର୍ଷ ନଭେମ୍ବର ମାସରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବେଦାନ୍ତ ଲିମିଟେଡ଼ ବୋର୍ଡ...
ଡିଜନି ହଟଷ୍ଟାରକୁ କିଣିଲେ ମୁକେଶ ଅମ୍ବାନୀ, ଜନ୍ମ ହେଲା ଦେଶର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ କମ୍ପାନୀ
ମୁମ୍ବାଇ,୨୫।୧୨: ଦେଶର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ମନୋରଞ୍ଜନ ଜଗତର ସବୁଠାରୁ ବଡ଼ ଡିଲ୍ କରିଛନ୍ତି। ଏହି ଡିଲ୍ ପୁରଣ ହେବା ପରେ ରିଲାଏନ୍ସ ଭାରତର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ କମ୍ପନୀ...
ଇନଷ୍ଟାଗ୍ରାମ ଉପରେ ଚଡ଼କ: ଆପକୁ ଡିଲିଟ କରିଛନ୍ତି ଅଧିକ ୟୁଜର,ତାଲିକାରେ ୫ ଆପ…
ଓ୍ବାଶିଂଟନ,୨୫।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ୨୦୨୩ ବର୍ଷର ସବୁଠାରୁ ଅଧିକ ଡିଲିଟ ହୋଇଥିବା ଆପ ହୋଇଛି। ଅଧିକାଂଶ ଡିଲିଟ ହୋଇଥିବା ସୋସିଆଲ ଆପ ତାଲିକାରେ ଇନଷ୍ଟାଗ୍ରାମ ଶୀର୍ଷ ସ୍ଥାନରେ ଅଛି। ଏହି ଡିଲିଟ ହେଉଥିବା ଆପ ତାଲିକାରେ...
Archives


