ବାଣିଜ୍ୟ

ଗୁଗୁଲ ପେ’ ୟୁଜର୍ସଙ୍କ ପାଇଁ ଖୁସି ଖବର, ଆକାଉଣ୍ଟରୁ କଟିବନି ଟଙ୍କା ଆଉ କରିପାରିବେ ପେମେଣ୍ଟ

ନୂଆଦିଲ୍ଲୀ,୨୪।୫: ଆପଣ ‘ଗୁଗୁଲ ପେ’ ବ୍ୟବହାର କରନ୍ତି କି? ଯଦିି ଆପଣ ଗୁଗୁଲ ପେ’ ବ୍ୟବହାରକାରୀ, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି ଆପଣ ଆକାଉଣ୍ଟରୁ ଟଙ୍କା ନ କଟିବନି ଆଉ ଆପଣ ଗୁଗୁଲ ପେ’ରେ ପେମେଣ୍ଟ କରିପାରିବେ…

ପେଟ୍ରୋଲ-ଡିଜେଲରେ ଲାଗିବ ଜିଏସଟି! ମୋଦି ୩.o ରେ ଏପରି ହେବ ବୋଲି ଦାବି କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୪।୫: ଶେଷ ପର୍ଯ୍ୟାୟରେ ୨୦୨୪ ଲୋକ ସଭା ନିର୍ବାଚନ। ଜନତା ଏବେ ୪ ଜୁନର ଫଳାଫଳକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ରେଜଲ୍ଟ ଆସିବା ପୂର୍ବରୁ ଦେଶ-ବିଦେଶର ଅନେକ ବିଶେଷଜ୍ଞ ଏନେଇ ଅନେକ ଭବିଷ୍ୟବାଣୀ କରୁଛନ୍ତି । ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ…

୫୦୦୦-୬,୩୦୦ କର୍ମଚାରୀ ଛଟେଇ କରିପାରେ ପେଟିଏମ: ରିପୋର୍ଟ

ମୁମ୍ବାଇ,୨୪ା୫: ଫାଇନାନସିଆଲ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ଅନୁଯାୟୀ ପେଟିଏମ ପ୍ୟାରେଣ୍ଟ କମ୍ପାନୀ ଓ୍ବାନ୍‌ ୯୭ କମ୍ୟୁନିକେସନ ଚଳିତ ଆର୍ଥିକ ବର୍ଷରେ କର୍ମଚାରୀଙ୍କ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରିବାକୁ ଚାହୁଁଛି। ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ହୁଏତ ପ୍ରାୟ ୧୫-୨୦ ପ୍ରତିଶତ କର୍ମଜୀବୀକୁ…

ପ୍ରଥମଥର ୨୩,୦୦୦ ଅତିକ୍ରମ କଲା ନିଫ୍ଟି, ସର୍ବକାଳୀନ ଉଚ୍ଚରେ ସେନସେକ୍ସ

ମୁମ୍ବାଇ, ୨୪ା୫: ଦେଶରେ ନିର୍ବାଚନ ଜାରି ରହିଥିଲା ବେଳେ ସକାରାତ୍ମକ ଫଳାଫଳ ଆଶାରେ ଶେୟାର ବଜାରରେ ଉତ୍ସାହ ଲାଗି ରହିଛି। ଏହି କ୍ରମରେ ଶୁକ୍ରବାର ସେନସେକ୍ସ ଏବଂ ନିଫ୍ଟି ବେଞ୍ଚମାର୍କ ସର୍ବକାଳୀନ ଉଚ୍ଚ ସ୍ତରକୁ ଛୁଇଁଛି। ଗୁରୁବାର ନିଫ୍ଟି ନୂତନ ଉଚ୍ଚତାକୁ…

ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୪ା୫: ଦେଶର ପ୍ରମୁଖ ଘରୋଇ ଇ-କମର୍ସ ମାର୍କେଟ ପ୍ଲେସ୍‌ ଫ୍ଲିପ୍‌କାର୍ଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ସହ ଗ୍ରୋସରି ବ୍ୟବସାୟରେ ଉଲ୍ଲେଖନୀୟ ସଫଳତା ପାଇଛି। ଏପରିକି ପ୍ଲାଟ୍‌ଫର୍ମ ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି ହାସଲ କରିଛି। ଏକ ଗ୍ରାହକ-ପ୍ରଥମ ସଂସ୍ଥା…

କ୍ଲିନ୍‌ ଆଣ୍ଡ କ୍ଲିୟରର ନୂତନ ଅଭିଯାନ

ନୂଆଦିଲ୍ଲୀ,୨୪ା୫: ଦେଶର ପ୍ରମୁଖ ସ୍କିନ୍‌କେୟାର ବ୍ରାଣ୍ଡ୍‌ ‘କ୍ଲିନ୍‌ ଆଣ୍ଡ କ୍ଲିୟର’ର ନୂତନ ଅଭିଯାନ ‘ପିମ୍ପଲ ହି ତୋ ହୈ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହାର ନୂଆ ଡିଜିଟାଲ ଫିଲ୍ମ ମଧ୍ୟ ନିକଟରେ ଉନ୍ମୋଚିତ ହୋଇଯାଇଛି। ବ୍ରାଣ୍ଡ୍‌ର ପ୍ରତିଶ୍ରୁତିକୁ ସୁଦୃଢ଼କରି…

ଫ୍ରିଡମ ଅଏଲର ନ୍ୟୁ କ୍ୟାମ୍ପେନିଂ

ନୂଆଦିଲ୍ଲୀ,୨୪ା୫: ଜେମିନୀ ଏଡିବେଲ୍ସ ଆଣ୍ଡ ଫାଟ୍ସ ଇଣ୍ଡିଆ ଲିମିଟେଡ୍‌(ଜେମିନୀ ଇଣ୍ଡିଆ)ର ଅଗ୍ରଣୀ ବ୍ରାଣ୍ଡ୍‌ ଫ୍ରିଡମ ହେଲ୍‌ଦି କୁକିଂ ଅଏଲର ନୂତନ ଅଭିଯାନ (ନ୍ୟୁ କ୍ୟାମ୍ପେନିଂ) ‘ଆର୍‌ ୟୁ ବାଇଂ ରାଇଟ୍‌?’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପୂର୍ବ କ୍ୟାମ୍ପେନିଂ ‘ଧ୍ୟାନ୍‌-ସେ-ଲିଜିୟେ’ର…

ଏନ୍‌ଟିପିସିକୁ ଏଟିଡି ବେଷ୍ଟ ଆୱାର୍ଡ

ଭୁବନେଶ୍ୱର,୨୪ା୫: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ତଥା ମହାରତ୍ନ କମ୍ପାନୀ ନ୍ୟାଶନାଲ ଥର୍ମାଲ ପାୱାର କର୍ପୋରେଶନ(ଏନ୍‌ଟିପିସି) ଲିମିଟେଡ୍‌କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏନ୍‌ଟିପିସିକୁ ଏଟିଡି…

ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଓଡ଼ିଶା ବଜାର, ଗୋଦ୍‌ରେଜ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୨୪ା୫: କ୍ରମାଗତ ଭାବେ ଘରୋଇ ଆପ୍ଲାଏନ୍‌ସେସ୍‌ ଶିଳ୍ପ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବା ବେଳେ ଜାତୀୟସ୍ତରରେ ମଧ୍ୟ ଓଡ଼ିଶା ବଜାରର ଅଂଶ ପ୍ରାୟ ୬% ରହିଛି ବୋଲି ଗୋଦ୍‌ରେଜ ୍‌ ଆପ୍ଲାଏନ୍‌ସେସ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ବିଜ୍‌ନେସ୍‌ ହେଡ୍‌ କମଲ ନନ୍ଦୀ…

ପତ୍ନୀ-ସନ୍ତାନଙ୍କଠାରୁ ଆରମ୍ଭ କରି ମା’ବାପାଙ୍କ ଯାଏ…୭ ପ୍ରକାର ପେନସନ ଦେଇଥାଏ EPFO, ଜାଣନ୍ତୁ କିଭଳି ମିଳିବ ଲାଭ 

ନୂଆଦିଲ୍ଲୀ,୨୩।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ନିଜର ସଦସ୍ୟଙ୍କ ପାଇଁ ପେନସନ ସୁବିଧା ଦେଇଥାଏ, ଏହା ଅବସର ନେବା ପରେ ଆପଣଙ୍କ ନିୟମିତ ଦରମା ପାଲଟିଥାଏ। ତେବେ ଇପିଏଫ୍‌ଓ ଇପିଏସ୍‌-୧୯୯୫ ନାମରେ ଏକ ପେନସନ ଯୋଜନା ଚଳାଇଥାଏ, ଯାହାକି ଅନେକ ପ୍ରକାର…

ଭାରତ ନିଜର ସୁନା ଇଂଲଣ୍ଡରେ କାହିଁକି ରଖିଥାଏ? ଦେଶର ରାଜକୋଷରେ ଅଛି ଏତିକି ଟନ୍‌ ସୁନା…

ନୂଆଦିଲ୍ଲୀ,୨୩।୫: ଦେଶକୁ ସଙ୍କଟରୁ ମୁକ୍ତ କରିବାର ସବୁଠାରୁ ବଡ ମାଧ୍ୟମ ହେଉଛି ସୁନା। ଏଥିପାଇଁ ଗୋଲ୍ଡ ରିଜର୍ଭ(ସୁନା ସଂରକ୍ଷଣ) ପ୍ରସ୍ତୁତ କରାଯାଇଥାଏ। ଭାରତରେ ମଧ୍ୟ ସୁନା ସଂରକ୍ଷିତ ହୋଇ ରହିଛି, ଯାହା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ନିୟନ୍ତ୍ରିତ।…

ChatGPT ପ୍ରଭାବ? ସରିଲା ପ୍ଲେସମେଣ୍ଟ ସିଜିନ୍, ୭,୦୦୦ ଆଇଆଇଟି ବିଦ୍ୟାର୍ଥୀଙ୍କୁ ଏବେ ମଧ୍ୟ ମିଳିଲାନି ଚାକିରି

ନୂଆଦିଲ୍ଲୀ,୨୩।୫: ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ପ୍ଲେସମେଣ୍ଟ ସିଜିନ୍ ସମାପ୍ତ ହୋଇଥିବାରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ର ୭,୦୦୦ ରୁ ଅଧିକ ବିଦ୍ୟାର୍ଥୀ ନିଯୁକ୍ତି ପାଇ ନାହାଁନ୍ତି। ରିପୋର୍ଟ ମୁତାବକ ଚାକିରୀ ପାଇବା ପାଇଁ ସମସ୍ତ ୨୩ ଆଇଆଇଟି କ୍ୟାମ୍ପସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?