ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ଲୋକେ: ରିପୋର୍ଟ
ନୂଆଦିଲ୍ଲୀ,୨୪।୨: ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ହାରାହାରି ମାସିକ ଉପଭୋକ୍ତା ଖର୍ଚ୍ଚ ୨୦୨୨-୨୩ ରେ ୭୧.୨ ପ୍ରତିଶତକୁ ହ୍ରାସ ପାଇଛି। ଶନିବାର ପରିସଂଖ୍ୟାନ ଏବଂ ଯୋଜନା ନିୟୋଜନ ବିଭାଗ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି।ରାଜ୍ୟଗୁଡିକ ମଧ୍ୟରେ, ମୁଣ୍ଡପିଛା ହାରାହାରି ମାସିକ ଗ୍ରାମାଞ୍ଚଳ-ସହରୀ…
‘ଦେଶର ସମସ୍ୟା ବେକାରୀ ନୁହେଁ, ଆମକୁ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ପଡିବ’- ଅରବିନ୍ଦ ପାନାଗରିଆ
ନୂଆଦିଲ୍ଲୀ,୨୪।୨: ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା ୧୬ ତମ ଅର୍ଥ ଆୟୋଗର ଚେୟାରମ୍ୟାନ୍ ଅରବିନ୍ଦ ପାନଗାରିଆ କହିଛନ୍ତି ଯେ ବେକାରୀ ଦେଶର ସମସ୍ୟା ନୁହେଁ। ବର୍ତ୍ତମାନ ଭାରତ ବେକାରି ସମସ୍ୟା ସହ ସଂଘର୍ଷ କରୁଛି। ସେ କହିଛନ୍ତି ଯେ ଅର୍ଥନୀତିଜ୍ଞ…
ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଝଟକା, ବନ୍ଦ ହୋଇଯିବ Gmail, ଜାଣନ୍ତୁ କ’ଣ କହିଲା ଗୁଗଲ
ନୂଆଦିଲ୍ଲୀ,୨୪।୨: ଗୁଗଲ ଦ୍ୱାରା ଅନେକ ବଡ ପଦକ୍ଷେପ ନିଆଯାଉଛି। କିଛି ଦିନ ପୂର୍ବରୁ ଏହା ପ୍ରକାଶ ପାଇଥିଲା ଯେ ଗୁଗଲ ଆମେରିକାରେ ଏହାର ଜିପି ସେବା ବନ୍ଦ କରିବାକୁ ଯାଉଛି। ଏହି ସମୟରେ ଜିମେଲ ସମ୍ବନ୍ଧୀୟ ବଡ ସୂଚନା ମଧ୍ୟ ସାମ୍ନାକୁ…
୨ଲକ୍ଷ କୋଟି ଉପରେ ଜେଏଫ୍ଏସ୍ଏଲ୍ର ବଜାର ମୂଲ୍ୟ
ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ଜିଓ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ୍(ଜେଏଫ୍ଏସ୍ଏଲ୍) ର ବଜାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ୨ଲକ୍ଷ କୋଟି ଟଙ୍କା ଉପରେ ଜେଏଫ୍ଏସ୍ଏଲ୍ର ବଜାର ମୂଲ୍ୟ ହୋଇଥିବା…
ଭୁବନେଶ୍ୱରରେ ବିଏସ୍ଏଚ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨୪।୨: ବିଏସ୍ଏଚ୍ ହୋମ୍ ଆପ୍ଲାଏନ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ ଶୁକ୍ରବାର ଭୁବନେଶ୍ୱରର ପୁରୀ ବାଇପାସ୍ ରୋଡ୍ରେ ଉଦ୍ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜିରକନ୍-ଟେକ୍ ଆନୁକୂଲ୍ୟରେ କମ୍ପାନୀର ପ୍ରଥମ ବୋସ୍ ଆଣ୍ଡ ସିମେନ୍ସ ବ୍ରାଣ୍ଡ୍ ଷ୍ଟୋରର ଶୁଭାରମ୍ଭ କରାଯାଇଛି।…
ପାଓ୍ବାର ଗ୍ରୀଡ୍ ବିଶ୍ରାମ ସଦନର ଭିତ୍ତିପ୍ରସ୍ତର
ଭୁବନେଶ୍ୱର, ୨୪।୨: ପାଓ୍ବାର ଗ୍ରୀଡ୍ କର୍ପୋରେଶନ ଅଫ୍ ଇଣ୍ଡିଆ ଲିମିଟେଡ୍ (ପାଓ୍ବାର ଗ୍ରୀଡ୍) ର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ‘ବିଶ୍ରାମ ସଦନ’ର ଆନୁଷ୍ଠାନିକ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ହିମାଚଳ ପ୍ରଦେଶର ବିଳାସପୁର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା…
ମାଇଁ ଓଡ଼ିଶା,ଇଣ୍ଡିଆଜ୍ ପ୍ରାଇଡ୍ ଉଦ୍ଯାପିତ
ଭୁବନେଶ୍ୱର,୨୪।୨: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ଗୁଡ଼ିକ ପକ୍ଷରୁ ଆୟୋଜିତ ‘ମାଇଁ ଓଡ଼ିଶା, ଇଣ୍ଡିଆଜ୍ ପ୍ରାଇଡ୍’ ଶୀର୍ଷକ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନ ସହ ମିଶି ଆରମ୍ଭ ହୋଇଥିଲା। ଏପରିକି ବିଭିନ୍ନ…
Byju: ବାୟଜୁସ୍ ସିଇଓ ପଦରୁ ହଟିଲେ ରବୀନ୍ଦ୍ରନ୍
ନୂଆଦିଲ୍ଲୀ,୨୩ା୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନ୍ଲାଇନ୍ ଶିକ୍ଷା ପ୍ରଦାନକାରୀ ଏଡୁଟେକ୍ କମ୍ପାନୀ ବାୟଜୁସ୍ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବାୟଜୁ ରବୀନ୍ଦ୍ରନ୍ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ୪୪ ବର୍ଷୀୟ ରବୀନ୍ଦ୍ରନ୍ ଏବଂ ତାଙ୍କ ପରିବାରର…
ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଛନ୍ତି କି? ନିଜର କହି ପାରିବେନି ସ୍ତ୍ରୀ, କୋର୍ଟଙ୍କ ବଡ଼ ରାୟ
ଲକ୍ଷ୍ନୌ,୨୩।୨: ସ୍ତ୍ରୀଙ୍କ ନାମରେ ସମ୍ପତ୍ତି କିଣିଛନ୍ତି କି? ଏନେଇ ବଡ ରାୟ ଦେଇଛନ୍ତି କୋର୍ଟ। ସାଧାରଣତଃ ପୁରୁଷମାନେ କୌଣସି ଜମି କିମ୍ବା ଘରବାଡି ସମ୍ପତ୍ତି କିଣି କିମ୍ବା ସେଗୁଡିକୁ ନିଜ ପାଖରେ ଥିବା ସମ୍ପତ୍ତିକୁ ସ୍ତ୍ରୀଙ୍କ ନାଁରେ କରିଥା’ନ୍ତି। କିନ୍ତୁ ସମ୍ପତ୍ତି…
Paytm ଗ୍ରାହକଙ୍କୁ ଆଶ୍ୱସ୍ତି, UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୩।୨: ପେଟିଏମ ଗ୍ରାହକଙ୍କୁ ଆଶ୍ୱସ୍ତି। UPI ସେବା ବଜାୟ ରଖିବା ପାଇଁ NPCI କୁ ଆରବିଆଇର ନିର୍ଦ୍ଦେଶ ଦେଇଛି । ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେଶନ ଲିମିଟେଡ ଥାର୍ଡ ପାର୍ଟି ଆପ ହେବାକୁ ଅନୁରୋଧ କରିଛି। କାରଣ ଏପରି କଲେ…
Investment Scheme: ମହିଳାମାନେ ଏହି ଯୋଜନାରେ କରନ୍ତୁ ଟଙ୍କା ନିବେଶ, ହୋଇଯିବେ ମାଲାମାଲ୍
ଘରର ବିଭିନ୍ନ ଖର୍ଚ୍ଚ ଛଡା ମହିଳାମାନେ ପ୍ରତ୍ୟେକ ମାସରେ କିଛି ଟଙ୍କା ସଞ୍ଚୟ କରିଥା’ନ୍ତି। ପରେ କୌଣସି କାମରେ ଏହି ଟଙ୍କାକୁ ଖର୍ଚ୍ଚ କରିଥାନ୍ତି। କିନ୍ତୁ ସଞ୍ଚୟ କରିବା ଦ୍ୱାରା ଆପଣଙ୍କୁ ଏଥିରେ କୌଣସି ଅତିରିକ୍ତ ଲାଭ ମିଳି ନ ଥାଏ।…
ଏହି ୪ ଷ୍ଟେଶନରେ ଫୁଡ୍ ଡେଲିଭରୀ କରିବ ସ୍ବିଗି, IRCTC ସହିତ ହେଲା ଚୁକ୍ତି
ନୂଆଦିଲ୍ଲୀ,୨୩।୨: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ (ଆଇଆରସିଟିସି) କହିଛି ଯେ, ସେ ଫୁଡ୍ ଡେଲିଭରୀ ସ୍ବିଗି ସହିତ ଏକ ଚୁକ୍ତି କରିଛି। ଏହି ଚୁକ୍ତି ରେଲଓ୍ବେ ଫୁଡ୍ ଡେଲିଭରୀକୁ ନେଇ କରାଯାଇଛି। ବର୍ତ୍ତମାନ ଯାତ୍ରୀମାନେ ସହଜରେ ଇ-କ୍ୟାଟରିଂ ପୋର୍ଟାଲ…
Archives


