ବାଣିଜ୍ୟ

ପ୍ରଜ୍ଞାନନ୍ଦ ପୁଣି ଦେଶର ନମ୍ବର ଓ୍ବାନ୍‌

ପ୍ରାଗ୍‌, ୨୯।୨: ପ୍ରାଗ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟ ବୁଧବାର ଏଠାରେ ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରି ଭାରତର ଆର. ପ୍ରଜ୍ଞାନନ୍ଦ ଜର୍ମାନୀର ଭିନସେଣ୍ଟ କେମେରଙ୍କୁ ହରାଇ ଦେଇଛନ୍ତି। ଏଥିସହ ସେ ଲାଇଭ୍‌ ରେଟିଂରେ ପୁଣି ଦେଶର…

ପଟିଆଠାରେ ଖୋଲିଲା କୃତିି କଫିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୨୯।୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ରିଟେଲ ଷ୍ଟାର୍ଟଅପ୍‌ ୟୁନିଟ୍‌ ତଥା ଲୋକପ୍ରିୟ କଫି ବ୍ରାଣ୍ଡ୍‌ ‘କୃତି କଫି’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ବୁଧବାର ଭୁବନେଶ୍ୱରର ପଟିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା କୃତି କଫିର ସ୍ବତନ୍ତ୍ର…

ଜେଭିରେ ୧୧,୫୦୦ କୋଟି ବିନିଯୋଗ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୨୯।୨: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌, ଭାୟାକମ୧୮ ମଡିଆ ପ୍ରାଇଭେଟ ଲିମିଟେଡ୍‌ ଏବଂ ୱାଲ୍ଟ ଡିଜ୍‌ନି ପକ୍ଷରୁ ଭାୟାକମ୧୮ ଓ ଷ୍ଟାର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବ୍ୟବସାୟକୁ ଏକାଠି କରି ଏକ ମିଳିତ ଉଦ୍ୟୋଗ(ଜେଭି) ଗଠନ କରିବା ନେଇ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା…

ଅସ୍ବାଭାବିକତା ବିରୋଧରେ କହିବା ଲାଗି ବୃତ୍ତି ସୁଯୋଗ ଦେଇଛି

ପୁରୀ ଜିଲା ଅସ୍ତରଙ୍ଗର ଅଶୋକ ସ୍ବାଇଁ। ସ୍ବିଡେନ୍‌ର ଉପସଲା ବିଶ୍ୱବିଦ୍ୟାଳୟର ‘ପିସ୍‌ ଆଣ୍ଡ୍‌ କନ୍‌ଫ୍ଲିକ୍ଟ ରିସର୍ଚ୍ଚ’ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ। ଅନ୍ତର୍ଜାତୀୟ ସ୍ତରର ବୁଦ୍ଧିଜୀବୀ ଭାବେ ସେ ଜଣାଶୁଣା। ନିକଟରେ ଭାରତ ସରକାର ତାଙ୍କ ଦରିଆପାରି ଭାରତୀୟ ନାଗରିକତ୍ୱ (ଓସିଆଇ)…

ରିଲାଏନ୍ସ ଓ ଡିଜ୍‌ନୀ ମଧ୍ୟରେ ଜଏଣ୍ଟ ଭେଞ୍ଚର ଘୋଷଣା, ୧୧,୫୦୦ କୋଟି ନିବେଶ କରିବ ମୁକେଶଙ୍କ କମ୍ପାନୀ

ନୂଆଦିଲ୍ଲୀ,୨୮ା୨: ଭାରତରେ ମିଡିଆ ବ୍ୟବସାୟକୁ ମିଶ୍ରଣ କରିବା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ଆନୁଷ୍ଠାନିକ ଭାବରେ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଯାହା ୮.୫ ବିଲିୟନ ଡ଼ଲାର (୭୦,୩୫୨ କୋଟି ଟଙ୍କା) ମିଡିଆ ଏବଂ ମନୋରଞ୍ଜନ…

FASTag KYC: ଫେବୃଆରୀ ୨୯ ପୂର୍ବରୁ ଅପ୍‌ଡେଟ୍‌ କରି ନିଅନ୍ତୁ ଫାଷ୍ଟଟ୍ୟାଗ୍‌ କଓ୍ବୋଇସି, ନଚେତ ଟୋଲ୍‌ରେ ଅସୁବିଧାରେ ପଡ଼ିବେ…

ନୂଆଦିଲ୍ଲୀ,୨୮।୨: ନ୍ୟାଶନାଲ ହାଇଓ୍ବେ ଅଥୋରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ସ୍ପଷ୍ଟ କରିଛି ଯେ ଯେଉଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକାରୀ କଓ୍ବୋଇସି ଅପ୍‌ଡେଟ୍‌ କରିନାହାନ୍ତି, ତାଙ୍କର ଟ୍ୟାଗ୍‌କୁ ଫେବୃୟାରୀ ୨୯ ପରଠାରୁ ବ୍ଲାକ୍‌ଲିଷ୍ଟ କରିଦିଆଯିବ। ଏଥିପାଇଁ ଆପଣ ଯଦି ନିଜର ଯାନକୁ ଫାଷ୍ଟଟ୍ୟାଗ୍‌ ବ୍ୟାଙ୍କରୁ କଓ୍ବୋଇସି…

ମହିନ୍ଦ୍ରା ଥର୍‌ ସ୍ପେଶାଲ ଏଡିଶନ ଲଞ୍ଚ୍‌: ଦାମ୍‌ ରହିଛି…

ନୂଆଦିଲ୍ଲୀ,୨୮।୨: ଗାଡି ନିର୍ମାତା ମହିନ୍ଦ୍ରା ନିଜ ଥର ଲାଇଫ୍‌ଷ୍ଟାଇଲ୍‌ ଏସୟୁଭିର ଏକ ନୂତନ ସ୍ପେଶାଲ ଏଡିଶନ ଲଞ୍ଚ କରିଛି, ଯାହାର ନାମ ମହିନ୍ଦ୍ରା ଥର ଆର୍ଥ ଏଡିଶନ। ଡିଜର୍ଟ ଦ୍ୱାରା ଅନୁପ୍ରାଣିତ ଏହି ନୂତନ ଥର SUV 4 ଭାରିଆଣ୍ଟରେ ଉପଲବ୍ଧ…

ଯାତ୍ରୀଙ୍କ ପାଇଁ ଖୁସି ଖବର: କମିଲା ଟ୍ରେନ୍‌ ଟିକେଟ୍‌ ମୂଲ୍ୟ

ନୂଆଦିଲ୍ଲୀ,୨୮।୨: ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଖବର। ଭାରତୀୟ ରେଳବାଇ ଟିକେଟ ମୂଲ୍ୟକୁ ହ୍ରାସ କରିଛି। ଯାତ୍ରୀବାହୀ ଟ୍ରେନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଯୋଗୁ ଟିକେଟ୍‌ ମୂଲ୍ୟ ୪୦ ରୁ ୫୦ ପ୍ରତିଶତ ହ୍ରାସ ପାଇଛି। କୋଭିଡ -୧୯…

ଭିଡିଓ କଲ୍‌ରେ କଥା ହେଉଥିଲେ ସାବଧାନ, ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୨୮।୨: ଆଜିର ଯୁଗରେ ଭିଡିଓ କଲିଂ ସାଧାରଣ ହୋଇଗଲାଣି। ସାଧାରଣ ଭଏସ କଲ୍‌ ଅପେକ୍ଷା ଭିଡିଓ କଲ୍‌ ଅଧିକ କରାଯାଏ। ଭିଡିଓ କଲ୍‌ ମାଧ୍ୟମରେ ଆପଣ ଅନ୍ୟ ଜଣକୁ ସିଧାସଳଖ ଦେଖିପାରିବେ, କିନ୍ତୁ ଆପଣ ଜାଣନ୍ତି କି ଭିଡିଓ କଲ୍‌ ଆପଣଙ୍କ…

ଟିପିସିଓଡିଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୨୮।୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)ର ନୂତନ ଅଭିଯାନ ‘ଆଭାଶକ୍ତି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ମହିଳା ସଶକ୍ତୀକରଣ ଉପରେ କମ୍ପାନୀ ସର୍ବଦା ଦୃଢ଼ ଗୁରୁତ୍ୱାରୋପ କରିଥାଏ। ସମାଜର ରୂପାନ୍ତରଣରେ ମହିଳାମାନେ ନିର୍ବାହ କରୁଥିବା ଗୁରୁତ୍ୱପୂର୍ଣ୍ଣ…

ଅର୍ଥନୈତିକ ବିକାଶରେ ମାତୃଭାଷାର ଭୂମିକା ଅତୁଳନୀୟ

ଭୁବନେଶ୍ୱର,୨୮।୨: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମାତୃଭାଷା ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଇଓବିର ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ ମନୀଷ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର କ୍ଷେତ୍ରୀୟ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…

ୟୁବିଆଇ ବାଲେଶ୍ୱର ପକ୍ଷରୁ ରିଟେଲ ଏକ୍ସପୋ

ଭୁବନେଶ୍ୱର,୨୮।୨ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ବାଲେଶ୍ୱର ପକ୍ଷରୁ ଏକ ଦିନିକିଆ ଖୁଚୁରା ପ୍ରଦର୍ଶନୀ ବା ରିଟେଲ ଏକ୍ସପୋ-୨୦୨୪ ବାଲେଶ୍ୱରର ହରିପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri