ଅନଲାଇନ ଜୁଆ ଖେଳରୁ ୧୪ ହଜାର କୋଟି ଟଙ୍କା ଜିଏସଟି ଆଦାୟ ଲକ୍ଷ୍ୟରେ ସରକାର: ରିପୋର୍ଟ
ନୂଆଦିଲ୍ଲୀ,୩।୨: ଆସନ୍ତା ଆର୍ଥିକ ବର୍ଷରେ ସରକାର ଅନଲାଇନ୍ ଜୁଆ କମ୍ପାନୀଗୁଡିକ ଠାରୁ ୧୪ ହଜାର କୋଟି ଟଙ୍କାର ଦ୍ରବ୍ୟ ଏବଂ ସେବା କର(ଜିଏସଟି) ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏନେଇ ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ଶନିବାର ରଏଟର୍ସକୁ କହିଛନ୍ତି।...
ଖୁସି ଖବର: ସୁନା-ରୁପା ଦାମ କମିଲା, ଘରେ ବସି ଏହି ନମ୍ବରରେ ମିସ କଲ କରି ଜାଣନ୍ତୁ ଦାମ…
ନୂଆଦିଲ୍ଲୀ,୩।୨ : ଫେବୃଆରୀ ୩ ଶନିବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ସୁନାର ମୂଲ୍ୟ ଦଶ ଗ୍ରାମ ପିଛା ୨୨୦ ଟଙ୍କା ଏବଂ ରୂପା ମୂଲ୍ୟ କିଲୋଗ୍ରାମ ପିଛା ହଜାରେ ଟଙ୍କା ହ୍ରାସ ପାଇଛି। ଶନିବାର...
ଓଡ଼ିଶାରେ ଏନ୍ଏଲ୍ସି ଇଣ୍ଡିଆର ୨୭,୨୧୨ କୋଟି ନିବେଶ
ଭୁବନେଶ୍ୱର,୩।୨: ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ୨୪୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଶୁକ୍ରବାର ସମ୍ବଲପୁରଠାରେ...
ଜାନୁଆରୀରେ ହୋଣ୍ଡାର ୪,୧୯,୩୯୫ ୟୁନିଟ୍ ବିକ୍ରି
ଭୁବନେଶ୍ୱର, ୩।୨: ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦୨୪ ଜାନୁଆରୀ ମାସର ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ଜାନୁଆରୀରେ କମ୍ପାନୀ ମୋଟ ୪,୧୯,୩୯୫ ୟୁନିଟ୍ ଯାନ ବିକ୍ରି...
ଆଜି ଉଦ୍ଘାଟନ ହେବ ଏମ୍ସିଏଲ୍ର ୨୧୪୫ କୋଟିର ପ୍ରକଳ୍ପ
ଭୁବନେଶ୍ୱର,୩।୨ (ଅଭୟ ଦାଶ): ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍)ର ବହୁ ପ୍ରତୀକ୍ଷିତ ତଥା ୨୧୪୫କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ୪ଟି ପ୍ରମୁଖ ପ୍ରକଳ୍ପକୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍ଘାଟନ ସହ ଦେଶ ଉଦ୍ଦେଶ୍ୟ୍ରେ ଉତ୍ସର୍ଗ କରିବେ...
ଆର୍ବିବିଏଲ୍ ସହ ସିୟୁର ବୁଝାମଣା
ଭୁବନେଶ୍ୱର,୩।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ସେଞ୍ଚୁରିଆନ ୟୁନିଭର୍ସିଟି (ସିୟୁ) ଏବଂ ନେପାଳର ରାଷ୍ଟ୍ରୀୟ ବାଣିଜ୍ୟ ବ୍ୟାଙ୍କ ଲିମିଟେଡ୍ (ଆର୍ବିବିଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆର୍ବିବିଏଲ୍ କର୍ମଚାରୀଙ୍କର ଦକ୍ଷତା ଓ କ୍ଷମତା ବୃଦ୍ଧି...
ଅନ୍ତରୀଣ ବଜେଟ ଉତ୍ପାଦନ କ୍ଷେତ୍ରକୁ ଆଗକୁ ବଢ଼ାଇବ
ଭୁବନେଶ୍ୱର,୩।୨: ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ପକ୍ଷରୁ ୨୦୨୪-୨୦୨୫ ଆର୍ଥିକ ବର୍ଷ ଅନ୍ତରୀଣ ବଜେଟକୁ ଅଭିବୃଦ୍ଧିଭିତ୍ତିକ ବଜେଟ ଭାବେ ସ୍ବାଗତ କରାଯାଇଛି। ବିଶେଷକରି ଉକ୍ତ ବଜେଟରେ ପୁଞ୍ଜି ବିନିଯୋଗ, ଭିତ୍ତିଭୂମି ବିକାଶ, ରେଳ, ପ୍ରତିରକ୍ଷା ଏବଂ ବିମାନ ଚଳାଚଳ ଉପରେ...
ଶେୟାର ବଜାର କାରବାରରେ ଉତ୍ସାହ
ଭୁବନେଶ୍ୱର,୩।୨: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷ କରି...
କେନ୍ଷ୍ଟାର୍ର ନୂତନ ଅଭିଯାନ
ଭୁବନେଶ୍ୱର,୩।୨: ଦେଶର ପ୍ରମୁଖ ତଥା ଲୋକପ୍ରିୟ ଏୟାର କୁଲର୍ସ (ଏସି) ବ୍ରାଣ୍ଡ ‘କେନ୍ଷ୍ଟାର୍’ର ବ୍ୟୟବହୁଳ ମଲ୍ଟିମିଡିଆ କ୍ୟାମ୍ପେନିଂ ତଥା ବ୍ରାଣ୍ଡ୍ର ନୂତନ ଅଭିଯାନ ‘ଏସି ଓ୍ବାଲି ଥଣ୍ଡକ, ଅବ୍ କେନ୍ଷ୍ଟାର୍ କୁଲର୍ସ ମେଁ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...
ଏବେ ଇ-କମର୍ସ ସାଇଟ୍ରେ ମିଳିବ ‘ଭାରତ ଚାଉଳ’, ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାରଙ୍କ ବଡ ଘୋଷଣା
ନୂଆଦିଲ୍ଲୀ,୨।୨:ଦେଶରେ ସାଧାରଣ ଲୋକଙ୍କୁ ଦରବୃଦ୍ଧିରୁ ମୁକୁଳିବା ପାଇଁ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେଜି ପିଛା ମାତ୍ର ୨୯ ଟଙ୍କା ମୂଲ୍ୟରେ ଉପଲବ୍ଧ ସରକାରୀ ଚାଉଳ ‘ଭାରତ ଚାଉଳ’ ବର୍ତ୍ତମାନ ନିକଟସ୍ଥ ରିଟେଲ ଦୋକାନଗୁଡ଼ିକରେ ଲୋକଙ୍କ ପାଇଁ ଉପଲବ୍ଧ...
ଏବେ କେବଳ ସ୍ମୃତିରେ ରହିବ ନୋକିଆ ଫୋନ୍, HMD ଗ୍ଲୋବାଲର ଏହି ନିଷ୍ପତ୍ତି ଭାଙ୍ଗିଲା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ
ନୂଆଦିଲ୍ଲୀ,୨ା୨: ବଜେଟ୍ ସ୍ମାର୍ଟଫୋନ୍ ବର୍ଗରେ ନୋକିଆ ନିଜର ସ୍ଥାନ ହରାଇଛି। ଗତ ଆଠ ବର୍ଷ ଧରି ନୋକିଆ ଫୋନ୍ ତିଆରି କରୁଥିବା କମ୍ପାନୀ ଏଚଏମଡି ଗ୍ଲୋବାଲ ଗୁରୁବାର ଏକ ବଡ଼ ଘୋଷଣା କରିଛି। ଭବିଷ୍ୟତରେ ଏହା ଆଉ ନୋକିଆ ନାମ...
Paytm ର ବଢ଼ିଲା ସଙ୍କଟ, ଆରବିଆଇ କଟକଣା ପରେ ଦୁଇ ଦିନରେ ଖସିଲା ୪୦% ଶେୟାର
ମୁମ୍ବାଇ,୨।୨: ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମର ସଙ୍କଟ ହ୍ରାସ ହେବାର ସଙ୍କେତ ଦେଖାଯାଉନାହିଁ। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା ପରେ ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା ଏବଂ ଷ୍ଟକ୍...
Archives


