ବାଣିଜ୍ୟ

ଟାଇମ ମାଗାଜିନର ୧୦୦ ପ୍ରଭାବଶାଳୀ କମ୍ପାନୀରେ ଭାରତର ଦବଦବା, ସାମିଲ ହେଲେ ରିଲାଏନ୍ସ, ଟାଟା, ସିରମ

ନୂଆଦିଲ୍ଲୀ,୩୦।୫: ଆମେରିକାର ଟାଇମ ମାଗାଜିନ ୨୦୨୪ର ବିଶ୍ୱର ସବୁଠାରୁ ପ୍ରଭାବଶାଳୀ କମ୍ପାନୀଗୁଡିକର ତାଲିକା ପ୍ରକାଶ କରିଛି। ତିନୋଟି ଭାରତୀୟ କମ୍ପାନୀ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଟାଇମର ଶ୍ରେଷ୍ଠ ୧୦୦ପ୍ରଭାବଶାଳୀ କମ୍ପାନୀରେ ପରିଣତ ହୋଇଥିବା ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ରିଲାଏନ୍ସ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ପରାମର୍ଶ ଯୋଗୁ ବଦଳିଯାଇଛି ଏୟାରଟେଲର ଭାଗ୍ୟ, ମାଲିକ କହିଲେ କିଭଳି…

ନୂଆଦିଲ୍ଲୀ,୩୦।୫: ଏସିଆର ପ୍ରମୁଖ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଜିଓ ଲଞ୍ଚ ହେବା ପରେ ଟେଲିକମ୍‌ ଦୁନିଆରେ ଝଡ଼ ସୃଷ୍ଟି ହୋଇଥିଲା। ଏହାଦ୍ୱାରା ଅନେକ ଟେଲିକମ୍‌ କମ୍ପାନୀ ମାର୍କେଟରୁ ବାଦ୍‌ ପଡ଼ିଥିଲେ। ଭାରତୀ ମିତ୍ତଲଙ୍କ ‘ଏୟାରଟେଲ୍‌’ ମଧ୍ୟ ବିପଦରେ ପଡ଼ିଥିଲା। ହେଲେ ପ୍ରଧାନମନ୍ତ୍ରୀ…

ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ‘ତତ୍କାଳ ଋଣ’ ସେବା,ପଲିସି ବଦଳରେ ଋଣ ନେଇପାରିବେ…

ଭୁବନେଶ୍ୱର,୩୦।୫: ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ବହୁ ପ୍ରତୀକ୍ଷିତ ‘ତତ୍କାଳ ଋଣ’ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ପଲିସିଧାରକମାନେ ଜରୁରିକାଳୀନ ପାଣ୍ଠି ଆବଶ୍ୟକତା ଥିବା ସମୟରେ ସେମାନଙ୍କ ବୀମା ପଲିସି ବଦଳରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ଋଣ ନେଇପାରିବେ।…

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ନିଯୁକ୍ତି

ଭୁବନେଶ୍ୱର,୩୦।୫ (ଅଭୟ ଦାଶ): ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡ୍‌ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ‘ଦକ୍ଷ’ ଜରିଆରେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଉଛି। ଏପରିକି କମ୍ପାନୀର ଦକ୍ଷ କାର୍ଯ୍ୟକ୍ରମ ଅନୁଯାୟୀ ଜାତୀୟ ଦକ୍ଷତା ବିକାଶ ନିଗମ…

ଆଇଆର୍‌ଡିଏଆଇ ସ୍ବାସ୍ଥ୍ୟବୀମା ସମ୍ପର୍କିତ ମାଷ୍ଟର ସର୍କୁଲାର ଜାରି,ବୀମାଧାରୀଙ୍କ ସ୍ବାର୍ଥ ପ୍ରତି ବିଶେଷ ଧ୍ୟାନ

ଭୁବନେଶ୍ୱର,୩୦।୫(ଅନୁରାଧା ମହାରଣା): ବୀମା ନିୟାମକ ଆଇଆର୍‌ଡିଏଆଇ ସ୍ବାସ୍ଥ୍ୟବୀମା ସମ୍ବନ୍ଧରେ ଏକ ମାଷ୍ଟର ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବୀମାଧାରୀଙ୍କ ସ୍ବାର୍ଥ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସର୍କୁଲାର ଅନୁସାରେ ଯଦି ପଲିସି ଧାରକ ବର୍ଷ ସାରା କୌଣସି ଔଷଧ ଗ୍ରହଣ…

ବଜାରରେ ମେଡ୍‌ ଇନ୍‌ ଇଣ୍ଡିଆ ରେଞ୍ଜ ରୋଭର ମଡେଲ୍‌

ଭୁବନେଶ୍ୱର,୩୦।୫: ଅନ୍ତରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ ରେଞ୍ଜ ରୋଭର ନୂତନ ରେଞ୍ଜଗୁଡିକୁ ଘରୋଇ ବଜାରରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ନିକଟରେ ମେଡ ଇନ ଇଣ୍ଡିଆ ରେଞ୍ଜ ରୋଭରର ଆକର୍ଷଣୀୟ ଟିଜର ରିଲିଜ ହୋଇଯାଇଛି। ଅପରପକ୍ଷରେ ରେଞ୍ଜ…

ଏହି ୫୪ଟି ଷ୍ଟକ୍ ତାଲିକା କଲେ ପ୍ରସ୍ତୁତ କଲେ ବ୍ରୋକର, ଭାଜପା ଜିତିଲେ ମିଳିବ ଫାଇଦା

ନୂଆଦିଲ୍ଲୀ,୨୯।୫: କେନ୍ଦ୍ରରେ ମୋଦି ସରକାର ପୁଣିଥରେ କ୍ଷମତାକୁ ଫେରିଲେ କେଉଁ କମ୍ପାନୀ ସବୁ ଲାଭାନ୍ବିତ ହେବେ ଏବଂ ସେମାନଙ୍କର ଷ୍ଟକ ମୂଲ୍ୟ ବୃଦ୍ଧି ପାଇବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାରି ମଧ୍ୟରେ ବ୍ରୋକରମାନେ ୫୪ ଟି କମ୍ପାନୀର ଷ୍ଟକ୍…

ସାରା ଓଡ଼ିଶାରେ ବିଏର ୫ଜି ନେଟ୍‌ଓ୍ବର୍କ

ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ(ବିଏ)ର ଓଡ଼ିଶା ୟୁନିଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ସାରା ଓଡ଼ିଶାରେ ୫ଜି ନେଟଓ୍ବର୍କ ଉପଲବ୍ଧ କରାଇବା ସହ ରାଜ୍ୟରେ ମୋଟ ୧୯…

ମେ’୩୧ ସୁଦ୍ଧା ଆଧାର-ପାନ୍‌ ଲିଙ୍କ୍‌ କରିବାକୁ ପରାମର୍ଶ

ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ମେ’ ୩୧ ତାରିଖ ସୁଦ୍ଧା ଲୋକଙ୍କୁ ସେମାନଙ୍କର ପ୍ୟାନ୍‌ ଏବଂ ଆଧାରକୁ ଲିଙ୍କ୍‌ କରିବାକୁ ପଡ଼ିବ। ଏନେଇ ଆୟକର(ଆଇଟି) ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି। ଆଇଟି ବିଭାଗ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ ରେ ଲେଖିଛି…

ବେଦାନ୍ତ ମୋବାଇଲ ହେଲ୍‌ଥ ୟୁନିଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୯।୫: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧାଭିତ୍ତିକ ମେଡିକାଲ ସେବା ‘ମୋବାଇଲ ହେଲ୍‌ଥ ୟୁନିଟ୍‌ ବା ଏମ୍‌ଏମ୍‌ୟୁ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। କମ୍ପାନୀ ଏହି ସେବାକୁ ଓଡ଼ିଶାର ରାୟଗଡ଼ା ଏବଂ କଳାହାଣ୍ଡି ଜିଲାର ସିଜିମାଳି ଖଣି ପରିସର ଅଞ୍ଚଳରେ…

ପରମେଶ୍ୱର ପୂର୍ବତଟ ରେଳପଥର ମହାପ୍ରବନ୍ଧକ

ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆର୍‌ଏମ୍‌ଏସ୍‌ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଆଇଆଇଟି କାନପୁରର ଛାତ୍ର ଥିଲେ ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା ୧୯୮୮ ବ୍ୟାଚ୍‌ ଅଧିକାରୀ । ସେ ଡିଆର୍‌ଏମ୍‌ଏସ୍‌, ଅହମ୍ମଦାବାଦ ଏଡିଆର୍‌ଏମ୍‌,…

ଦୈନିକ ୫୧,୦୦୦ ଖାଦ୍ୟ ପ୍ୟାକେଟ ବିତରଣ କରିବ ମାଲାବାର

ଭୁବନେଶ୍ୱର,୨୯।୫ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲାବାର ଗ୍ରୁପ୍‌ର ଗୋଆସ୍ଥିତ ମାଲାବାର ହେଡ୍‌କ୍ୱାର୍ଟର୍ସ ପରିସରରେ ବିଶ୍ୱ କ୍ଷୁଧା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଗ୍ରୁପ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ହଙ୍ଗର-ଫ୍ରି ୱାଲର୍ଡ’ ଜରିଆରେ ଦୈନିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri