ଓଜେଜିୟୁର ନୂତନ ଗିନିଜ୍ ୱାଲର୍ଡ ରେକର୍ଡ
ଭୁବନେଶ୍ୱର,୨୨।୩: ଦେଶର ପ୍ରମୁଖ ସାମାଜିକ ପ୍ରତିଷ୍ଠାନ ତଥା ଫ୍ଲାଗ୍ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ)ର ସହଯୋଗରେ ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି (ଓଜେଜିୟୁ) ସର୍ବବୃହତ୍ ମାନବ ଜାତୀୟ ପତାକା ତିଆରିକରି ନୂତନ ଗିନିଜ୍ ୱାଲର୍ଡ ରେକର୍ଡ ସ୍ଥାପନ କରିଛି। ଉକ୍ତ...
ବ୍ରହ୍ମପୁର ନରାକାସ୍ କମିଟିର ଦ୍ୱିତୀୟ ଅର୍ଦ୍ଧବାର୍ଷିକ ବୈଠକ
ଭୁବନେଶ୍ୱର,୨୨।୩: (ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ବା ଏସ୍ବିଆଇ ବ୍ରହ୍ମପୁର ସଂଯୋଜନାରେ ବ୍ରହ୍ମପୁରସ୍ଥିତ ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ)ର ଦ୍ୱିତୀୟ ଅର୍ଦ୍ଧବାର୍ଷିକ ବୈଠକ ବୁଧବାର ଏସ୍ବିଆଇ ବ୍ରହ୍ମପୁର ପ୍ରଶାସନିକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ନଗର ରାଜଭାଷା...
ବେଦାନ୍ତ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ
ଭୁବନେଶ୍ୱର,୨୨।୩: (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଛତିଶଗଡ଼ ଏବଂ ଓଡ଼ିଶା ୟୁନିଟ୍ଗୁଡ଼ିକରେ ମଧ୍ୟ ବିଶ୍ୱ ବନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଛତିଶଗଡ଼ର କୋର୍ବା ଜିଲାରେ...
‘ଗତାନୁଗତିକ ପନ୍ଥା ନ ଆପଣେଇ ନିଜେ ସୃଜନଶୀଳ ହେବା’
ବ୍ରହ୍ମପୁରସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟ ଦେଶର ଅଗ୍ରଣୀ ଅନୁଷ୍ଠାନ ମଧ୍ୟରୁ ଗୋଟିଏ। ନିଷ୍ଟ ବିଶ୍ୱବିଦ୍ୟାଳୟ ପରିଚାଳନା କରୁଥିବା ଏସ୍ଏମ୍ ଚାରିଟେବଲ ଟ୍ରଷ୍ଟର ପ୍ରତିଷ୍ଠାତା ଡ. ସୁକାନ୍ତ କିଶୋର ମହାପାତ୍ର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସୁପରିଚିତ। ସେ ଏନ୍ଆଇଟି ରାଉରକେଲାରୁ ଇଞ୍ଜିନିୟରିଂ...
IPLରେ କେଉଁଠୁ ଆସେ ଏତେ ଟଙ୍କା? କିଭଳି ମାଲାମାଲ ହୁଏ ବିସିସିଆଇ-ଫ୍ରାଞ୍ଚାଇଜ୍; ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୩: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ ଚକାଚକ୍ ରଙ୍ଗ, ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ...
ଏଲ୍ଜିର ନୂତନ ଉତ୍ପାଦ ‘ଏଲ୍ଜି ମୁଡ୍ ଅଫ୍ ଟିମ୍’ ଉନ୍ମୋଚିତ
ଭୁବନେଶ୍ୱର,୨୧।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ କଞ୍ଜୁମର ଡୁରାବେଲ ବ୍ରାଣ୍ଡ୍ ‘ଏଲ୍ଜି ଇଲେକ୍ଟ୍ରୋନିକ୍ସ’ର ନୂତନ ଉତ୍ପାଦ ଏଲ୍ଜି ମୁଡ୍ ଅଫ୍ ଟିମ୍ ରେଫ୍ରିଜରେଟରର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଲାକ୍ମୀ ଫ୍ୟାଶନ ଉଇକ୍ ଅବସରରେ ବ୍ରାଣ୍ଡ୍ର...
ଚଳିତ ବର୍ଷର ଶିକ୍ଷା ବୃତ୍ତି ଘୋଷଣା କଲା ଆକାଶ, ପୂରଣ କରିବ ଆଶାୟୀଙ୍କ ସ୍ବପ୍ନ
ବ୍ରହ୍ମପୁର,୨୧ା୩(ସ୍ମୃତି ରଞ୍ଜନ ମହାଲିକ): ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ ଆକାଶ ଏଜୁକେଶନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ଆସନ୍ତା ଏପ୍ରିଲ ମାସରେ ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଡାକ୍ତର ଓ ଇଞ୍ଜିନିୟର ହେବା ନିମନ୍ତେ...
ଟାଟା ଷ୍ଟିଲ୍କୁ ଉତ୍କର୍ଷ ପୁରସ୍କାର
ଭୁବନେଶ୍ୱର,୨୧।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍ର ଅନ୍ୟତମ ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ୍କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ସହ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, କନ୍ଫେଡେରେଶନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଆଇଟିସି...
ରବିବାର ହୋଇଥିଲେ ବି ୩୧ରେ ଖୋଲାରହିବ ବ୍ୟାଙ୍କ
ଭୁବନେଶ୍ୱର,୨୧।୩ (ଅନୁରାଧା ମହାରଣା): ମାର୍ଚ୍ଚ ୩୧ ରବିବାର ହୋଇଥିଲେ ମଧ୍ୟ ସମସ୍ତ ବ୍ୟାଙ୍କ ଖୋଲା ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ନିଷ୍ପତ୍ତି ନେଇଛି। ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ସୋସିଆଲ ମିଡିଆ ପ୍ଲାଟ୍ଫର୍ମ...
୨୦୩୦ ସୁଦ୍ଧା ୧୦ଲକ୍ଷ ଇଭି ବିକ୍ରି ଲକ୍ଷ୍ୟ
ନୂଆଦିଲ୍ଲୀ,୨୧।୩ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ‘ଜେଏସ୍ଡବ୍ଲ୍ୟୁ ଗ୍ରୁପ୍’ ଏବଂ ଅନ୍ତଃ ରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ‘ଏମ୍ଜି ମୋଟର୍ସ ଇଣ୍ଡିଆ’ର ମିଳିତ ସହଯୋଗ (ଜଏଣ୍ଟ ଭେଞ୍ଚର ବା ଜେଭି)ରେ ଏକ ସର୍ବବୃହତ୍ ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ...
ମାର୍ଚ୍ଚ ୩୧ ରେ ଖୋଲା ରହିବ ସମସ୍ତ ବ୍ୟାଙ୍କ: ରିଜର୍ଭ ବ୍ୟାଙ୍କ
ଭୁବନେଶ୍ୱର,୨୦।୩: ମାର୍ଚ୍ଚ ୩୧ ତାରିଖରେ ଭାରତର ବ୍ୟାଙ୍କଗୁଡିକର ସମସ୍ତ ଶାଖା ଖୋଲା ରଖିବାକୁ ଅନୁରୋଧ କରିଛନ୍ତି ଭାରତ ସରକାର। ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ବିଭିନ୍ନ ସରକାରୀ କାରବାର ସମ୍ପୂର୍ଣ୍ଣ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ରିଜର୍ଭ...
ଭୋଟର ଆଇଡି କାର୍ଡ ପାଇଁ ଅନ୍ଲାଇନ୍ରେ କିଭଳି କରିବେ ଆବେଦନ, ଜାଣନ୍ତୁ ଉପାୟ…
ନୂଆଦିଲ୍ଲୀ,୨୦।୩: ଭୋଟ ଦେବା ସମସ୍ତ ଭାରତୀୟ ନାଗରିକଙ୍କ ଅଧିକାର। ୧୮ ବର୍ଷ ନଚେତ ତା’ଠାରୁ ଅଧିକ ବୟସର ନାଗରିକ ଦେଶରେ ଭୋଟ୍ ଦେବାର ଅଧିକାର ରହିଛି। ତେବେ ଭୋଟ ଦେବା ଲାଗି ଭୋଟର ଆଇଡି କାର୍ଡର ଆବଶ୍ୟକତା ପଡ଼ିଥାଏ। ଦେଶରେ...
Archives


