ବାଣିଜ୍ୟ

ଜୟଆଲୁକ୍କାସ୍‌ର ନବୀକରଣ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୬।୬ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱସ୍ତରୀୟ ଗହଣା ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ମାଲେସିଆସ୍ଥିତ କୁଆଲାଲମପୁର ଷ୍ଟୋରର ନବୀକରଣ ଆଉଟ୍‌ଲେଟ (ଶୋ’ରୁମ୍‌) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଜୟଆଲୁକ୍କାସ୍‌ର ଏମ୍‌ଡି (ଅନ୍ତର୍ଜାତୀୟ ଅପରେଶନ) ଜନ୍‌ ପଲ୍‌ ଆଲୁକ୍କାସ୍‌…

ଖିମ୍‌ଜୀ ଜୁଏଲର୍ସର ସ୍ବତନ୍ତ୍ର ସାବିତ୍ରୀ ଅଫର

ଭୁବନେଶ୍ୱର,୬।୬: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ସାବିତ୍ରୀ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଜୁନ୍‌ ୯ ପର୍ଯ୍ୟନ୍ତ ଖିମ୍‌ଜୀର ସମସ୍ତ ଷ୍ଟୋରରେ ଉପଲବ୍ଧ। ଏପରିକି ଏହି ଅଫର…

କ୍ୟାଣ୍ଡିୟରକୁ ଅଧିଗ୍ରହଣ କଲା କଲ୍ୟାଣ

ଭୁବନେଶ୍ୱର,୬।୬:ଦେଶର ପ୍ରମୁଖ ଘରୋଇ ଇ-କମର୍ସ ସଂସ୍ଥା ‘କ୍ୟାଣ୍ଡିୟର’କୁ ନିକଟରେ କଲ୍ୟାଣ ଜୁଏଲର୍ସ ଇଣ୍ଡିଆ ଲିମିଟେଡ୍‌ ସମ୍ପୂର୍ଣ୍ଣ ରୂପେ ଅଧିଗ୍ରହଣ କରିଛି। ଏପରିକି କ୍ୟାଣ୍ଡିୟରର ବଳକା ୧୫% ଅଂଶଧନ କିଣିବା ଲାଗି କମ୍ପାନୀ କ୍ୟାଣ୍ଡିୟର ଡଟ୍‌ କମ୍‌ (ଇନୋଭେଟ୍‌ ଲାଇଫ୍‌ଷ୍ଟାଇଲ ପ୍ରାଇଭେଟ୍‌ ଲିମିଡେ୍‌)ର…

ବିଶ୍ୱ ରେକର୍ଡ କଲା ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ! ଗୋଟିଏ ଦିନରେ ହେଲା ୧,୯୭୧ କୋଟିର କାରବାର

ନୂଆଦିଲ୍ଲୀ,୫।୬: ବୁଧବାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଗୋଟିଏ ଦିନରେ ୧,୯୭୧ କୋଟି ଟଙ୍କା କାରବାର କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏନ୍‌ଏସ୍‌ଇ ଏମଡି ତଥା ସିଇଓ ଆଶିଷକୁମାର ଚୌହାନ ଏକ୍ସ ପ୍ଲାଟଫର୍ମରେ ଏହା କହିଛନ୍ତି। ବୁଧବାର, ବେଞ୍ଚମାର୍କ…

ୟୁ-ଟର୍ଣ୍ଣ ମାରିଲା ସେୟାର ବଜାର, ସେନ୍‌ସେକ୍ସରେ ୨୩ ୦୦ ପଏଣ୍ଟ ବୃଦ୍ଧି

ମୁମ଼୍ବାଇ,୫ା୬: ବୁଧବାର ସେୟାର ବଜାର ପୂର୍ବାବସ୍ଥାକୁ ଫେରିଥିବା ଦେଖିବାକୁ ମିଳିଛି। ସପ୍ତାହର ତୃତୀୟ ଦିନରେ ସେନ୍‌ସେକ୍ସରେ ୨୩୦୦ ପଏଣ୍ଟରୁ ଅଧିକ ବୃଦ୍ଧି ହୋଇଛି। ଅନ୍ୟପଟେ ନିଫ୍ଟିରେ ମଧ୍ୟ ୬୦୦ ଅଙ୍କ ବୃଦ୍ଧି ପରିଲିକ୍ଷିତ ହୋଇଛି । ଫଳରେ ସେନ୍‌ସେକ୍ସ ୭୪ ହଜାର…

ନିର୍ବାଚନ ଫଳାଫଳ ପରେ ବଦଳିଲା ସେୟାର ମାର୍କେଟ୍‌ ସ୍ଥିତି

ମୁମ଼୍ବାଇ,୫ା୬: ଦେଶରେ ରାଜନୈତିକ ସ୍ଥିତିକୁ ନେଇ ବଦଳିଛି ସେୟାର ମାର୍କେଟ୍‌ ସ୍ଥିତି। ମଙ୍ଗଳବାର ନିର୍ବାଚନ ଗଣତି ସମୟରେ ଯେଉଁଭଳି ଭାବେ ସେୟାର ମାର୍କେଟ୍‌ କ୍ରାସ୍‌ କରିଥିଲା ବୁଧାବାର ଏଥିରେ ସୁଧାର ପରିଲିକ୍ଷିତ ହୋଇଛି। ସେନ୍‌ସେକ୍ସ ଏବଂ ନିଫ୍ଟିରେ ଲଗାତାର ବୃଦ୍ଧି-ହ୍ରାସ ଦେଖିବାକୁ…

ଚାଲିଥିଲା ଭୋଟ ଗଣତି, ବୁଡ଼ିଗଲା ୩୧ ଲକ୍ଷ କୋଟି

ମୁମ଼୍ବାଇ,୪|୬: ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ବୁଡ଼ି ଯାଇଛି। ୩୧ ଲକ୍ଷ କୋଟି ଟଙ୍କା । ଦେଶରେ କାହାର ସରକାର ହେବ, କିଏ ନିର୍ବାଚନ ଜିତିବ ସେ ଦ଼୍ବନ୍ଦ ଭିତରେ ସେୟାର ମାର୍କେଟ କ୍ରାସ କରିଯିବାରୁ ନିବେଶକଙ୍କୁ ବଡ଼ କ୍ଷତି…

ନିର୍ବାଚନ ଗଣତି ବେଳେ ନିବେଶକଙ୍କୁ ବଡ଼ ଝଟକା, ସେୟାର ମାର୍କେଟ୍ କ୍ରାସ୍

ମୁମ଼୍ବାଇ,୪|୬: ଦେଶରେ ଲୋକସଭା ନିର୍ବାଚନ ଭୋଟ ଗଣତି ଚାଲୁ ରହିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ସେୟାର ମାର୍କେଟ୍ ଉପରେ ପଡ଼ିଛି| ସେୟାର ବଜାର ଡାଉନ୍ ହୋଇଯାଇଛି| ଫଳରେ ନିବେଶକଙ୍କୁ ବଡ଼ ଝଟକା ଲାଗିଛି| ବମ୍ବେ ଷ୍ଟକ୍ ଏକ୍ସେଚେଞ୍ଜର ୩୦ ସେୟାର…

ଫେରିନି ୭୭୫୫ କୋଟିର ୨୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର,୪।୬,(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୦୦ ଟଙ୍କା ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାସତ୍ତ୍ୱେ ପ୍ରାୟ ୭୭୫୫ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍‌ ବର୍ତ୍ତମାନ ସୁଦ୍ଧା ଫେରସ୍ତ କରାଯାଇ ନାହିଁ। ଆରବିଆଇ ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟର…

ମୋଦିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବିଶ୍ୱ ବଜାର ଖୁସି, ଚାଇନାକୁ ଲାଗିଲା ଝଟକା

ନୂଆଦିଲ୍ଲୀ,୩।୬: ଏକଜିଟ ପୋଲ ଫଳାଫଳ ପରେ ଭାରତୀୟ ଷ୍ଟକ ମାର୍କେଟରେ ଏପରି ବୃଦ୍ଧି ଘଟିଥିଲା ଯେ ନିବେଶକମାନେ ଏକ ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରିଥିଲେ। ଯଦି ଆମେ ସୋମବାର ସକାଳର ଆକଳନକୁ ଦେଖିବା, ଏଥିରୁ ଜଣାପଡେ…

ଅମୁଲ କ୍ଷୀର ପରେ ବଢିଲା ମଦର ଡେରି ଦାମ୍‌, ଏତେ କରିବାକୁ ପଡ଼ିବ ଖର୍ଚ୍ଚ

ନୂଆଦିଲ୍ଲୀ,୩।୬: ଗୋଟିଏ ଦିନ ପୂର୍ବରୁ ଅମୁଲ କ୍ଷୀରର ମୂଲ୍ୟ ବଢିଥିବାବେଳେ ସୋମବାର ମଦର ଡେରିର ଦାମ୍‌ ମଧ୍ୟ ବଢିଛି। ଶନିବାର ଦେଶରେ ଲୋକ ସଭା ନିର୍ବାଚନ ସରିବାର ୨ ଦିନ ନ ଜାଉଣୁ କ୍ଷୀର ମୂଲ୍ୟ ଓ ଟୋଲ ପ୍ଲାଜା ଟ୍ୟାକ୍ସ…

ଭାରତରେ ମେଟାର ବଡ଼ କାର୍ଯ୍ୟାନୁଷ୍ଠାନ: ଫେସ୍‌ବୁ୍‌କ-ଇନ୍‌ଷ୍ଟାଗ୍ରାମରୁ ୧୭ ମିଲିୟନ୍‌ ପୋଷ୍ଟ କଲା ଡିଲିଟ୍‌

ନୂଆଦିଲ୍ଲୀ,୩।୬: ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ୨୦୨୪ ପାଇଁ ଅନୁପାଳନ ରିପୋର୍ଟ ପ୍ରକାଶ କରିବାବେଳେ ମେଟା ଏହି ସୂଚନା ଦେଇଛି। ନୀତି ଉଲ୍ଲଂଘନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri