ବାଣିଜ୍ୟ

ରାଖୀ ପଠାଇବା ପାଇଁ ଇଣ୍ଡିଆ ପୋଷ୍ଟର ନିର୍ଦ୍ଦେଶାବଳୀ ଜାରି

ଭୁବନେଶ୍ୱର୨୦।୭(ଅନୁରାଧା ମହାରଣା): ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦର୍ଶାଉଥିବା ପର୍ବ ରାଖୀ ପୂର୍ଣ୍ଣିମା ଚଳିତବର୍ଷ ଅଗଷ୍ଟ ୧୯ରେ ପାଳନ କରାଯିବ। ଦୂରରେ ରହିଥିବା ଭଉଣୀ ଭାଇକୁ ରାଖୀ ପଠାଇବା ପାଇଁ ଏବେଠାରୁ ଆଗ୍ରହ ପ୍ରକାଶ କଲେଣି। ତେବେ ରାଖୀ…

ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ସହ ଏଲ୍‌ଆଇସିର ବୁଝାମଣା

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି) ଏବଂ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ୨୦୪୭ ସୁଦ୍ଧା ସମସ୍ତଙ୍କୁ ଜୀବନ…

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୦।୭ (ଅଭୟ ଦାଶ): ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ ଦିନର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ…

ଅର୍ବାନ କ୍ରୁଜର ଟାଇଜରର ଡ୍ରାଇଭିଂ ଏକ୍ସପେରିଏନ୍ସ

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋ ବ୍ରାଣ୍ଡ୍‌ ତଥା ଟୟୋଟା କିର୍ଲୋସ୍କର ମୋଟର ବା ଟୟୋଟାର ସ୍ବତନ୍ତ୍ର ଅଭିଯାନ ‘ଅର୍ବାନ କ୍ରୁଜର ଟାଇଜରର ଡ୍ରାଇଭିଂ ଏକ୍ସପେରିଏନ୍ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଇସ୍‌ପିରିଟ୍‌ ଟୟୋଟାର…

ବଜାରରେ ଅନର ୨୦୦ ସିରିଜ୍‌

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଗ୍ଲୋବାଲ ଆଇକୋନିକ୍‌ ଟେକ୍ନୋଲୋଜି କମ୍ପାନୀ ‘ଅନର’ର ବହୁ ପ୍ରତୀକ୍ଷିତ ୨୦୦ ସିରିଜ ( ଅନର ୨୦୦ପ୍ରୋ ୫ଜି ଏବଂ ଅନର ୨୦୦ ୫ଜି ମଡେଲ)ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି।…

ଲାକାରାଜୁ ଗରୁଡ଼ଭେଗାର ନୂତନ ସିଇଓ

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ନେକ୍ସ ଜେନ୍‌ ଲଜିଷ୍ଟିକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ କମ୍ପାନୀ ଗରୁଡ଼ଭେଗାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ସତୀଶ ଲାକାରାଜୁଙ୍କୁ ନିଯୁକ୍ତି ଦିଆଯାଇଥିବା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି…

ଘରୋଇ ବ୍ୟାଙ୍କରେ କମୁଛି ଜମା, ବଢ଼ୁଛି ଋଣ

ଭୁବନେଶ୍ୱର, ୨୦।୭(ଅନୁରାଧା ମହାରଣା): ଘରୋଇ ବ୍ୟାଙ୍କଗୁଡ଼ିକରେ ଋଣ ଏବଂ ଜମା ଅଭିବୃଦ୍ଧି ହାରରେ ଥିବା ପାର୍ଥକ୍ୟ ଲଗାତର ଭାବେ ବଢ଼ିବାକୁ ଲାଗିଛି। ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଋଣ…

ଜ୍ୱର ପାଇଁ ଫିଭୋଗ୍ରିଟ୍‌ ସର୍ବୋତ୍ତମ ଔଷଧ: ପତଞ୍ଜଳି

ଭୁବନେଶ୍ୱର,୨୦।୭(ଅନୁରାଧା ମହାରଣା):ଜ୍ୱର ଚିକିତ୍ସାରେ ବ୍ୟବହୃତ ଏଲୋପ୍ୟାଥିକ୍‌ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହୁଥିତ୍ବାବେଳେ ଆୟୁର୍ବେଦିକ ଔଷଧ ‘ଫିଭୋଗ୍ରିଟ୍‌’ ସର୍ବୋତ୍ତମ ଔଷଧ ବୋଲି ପତଞ୍ଜଳି ଦାବି କରିଛି। ପତଞ୍ଜଳି ପକ୍ଷରୁ ଏନେଇ କରାଯାଇଥିବା ଅଧ୍ୟୟନ ଆମେରିକାର ପ୍ରସିଦ୍ଧ ରିସର୍ଚ୍ଚ ଜର୍ନାଲ ‘ଆନିମଲ ମଡେଲ ଆଣ୍ଡ…

ଜୁନ୍‌ ଶେଷ ସୁଦ୍ଧା ରିଲାଏନ୍ସ ଜିଓର ନେଟ୍‌ ଲାଭ ୧୧.୭%କୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆର୍‌ଆଇଏଲ୍‌ ସମେତ ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟେଲର…

ଓଡ଼ିଶା ଜିଓ ୧ ନଂ. ଡିଜିଟାଲ ସେବା ପ୍ରଦାନକାରୀ

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାରେ ୧ ନଂ. ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ସ୍ଥାନ ସୁଦୃଢ଼ କରିଛି। ଏପରିକି ରିଲାଏନ୍ସ ଜିଓ ୨୦୨୪ ମେ’ରେ ଉଭୟ ଓୟାରଲେସ୍‌ ଏବଂ ଓୟାରଲାଇନ…

୨୦୦ରୁ କମ୍‌ ଟଙ୍କାର ରିଚାର୍ଜରେ ମିଳିବ ୭୦ ଦିନର ଅନ୍‌ଲିମିଟେଡ୍‌ କଲ୍‌

ମୁମ଼୍ବାଇ, ୧୯।୭: ସରକାରୀ ଟେଲିକମ୍‌ ଏଜେନ୍ସି ବିଏସ୍‌ଏନ୍‌ଏଲ୍‌ ଏହାର ଶସ୍ତା ରିଚାର୍ଜ ପ୍ଲାନରେ କୋଟି କୋଟି ମୋବାଇଲ ଫୋନ୍‌ ବ୍ୟବହାରକାରୀଙ୍କୁ ଆଶ଼୍ବସ୍ତି ଦେଇଛି । ଉପଭୋକ୍ତାମାନଙ୍କ ସୁବିଧାକୁ ଧ୍ୟାନରେ ରଖି ବିଏସ୍‌ଏନ୍‌ଏଲ୍‌ ଏହାର ରିଚାର୍ଜ ତାଲିକାରେ ଉଭୟ ସର୍ଟ ଟର୍ମ ଏବଂ…

୨୬,୪୭୮ କୋଟି ଟଙ୍କା ଆୟ କଲା ରିଲାଏନ୍ସ ଜିଓ, ପ୍ରଥମ କ଼୍ବାର୍ଟରରେ ୧୨% ବୃଦ୍ଧି

ମୁମ଼୍ବାଇ, ୧୯।୭: ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ କ଼୍ବାର୍ଟରରେ ରିଲାଏନ୍ସ ଜିଓର ଆୟ ବୃଦ୍ଧି ପାଇଛି । ଏପ୍ରିଲ, ମେ ଏବଂ ଜୁନ୍‌ ମାସର ଅଡିଟ୍‌ ପରେ କମ୍ପାନୀର ନେଟ୍‌ ଲାଭରେ ୨.୦୨ ପ୍ରତିଶତ ବୃଦ୍ଧି ହୋଇଛି । ଗତ ଆର୍ଥିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri