ବନ୍ଧନ ବ୍ୟାଙ୍କର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର, ୩୦।୭: ବନ୍ଧନ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଏହି ବୈଠକରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ବ୍ୟାଙ୍କର ମୋଟ ବ୍ୟବସାୟ ୨୨% ବୃଦ୍ଧି ପାଇ ୨.୫୯ ଲକ୍ଷ କୋଟି…
ରଣବୀର ସଂସାରର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୩୦।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହୋମ ଡେକୋର ଫ୍ୟାବ୍ରିକ୍ସ ଲିଡର ଡି’ଡେକୋରର ନୂତନ ବ୍ରାଣ୍ଡ୍ ସଂସାରର ବ୍ରାଣ୍ଡ୍ ଆମାସାଡର ଭାବେ ବଲିଉଡ ଅଭିନେତା ରଣବୀର ସିଂ ନିଯୁକ୍ତ ହୋଇଛନ୍ତି। ଅପରପକ୍ଷରେ ବ୍ରାଣ୍ଡ୍ ୫୦ଟି ମେଟ୍ରୋ ଓ ଅଣ-ମେଟ୍ରୋ ସହରର…
ଆଇଆଇଟି ବମ୍ବେ ସହ ଜେଏସ୍ଏଲ୍ର ସହଭାଗିତା
ଭୁବନେଶ୍ୱର,୩୦।୭: ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ (ଜେଏସଏଲ) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଆଇଆଇଟି ବମ୍ବେ ସହ ନିକଟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏହି ସହଭାଗିତା କାର୍ଯ୍ୟକ୍ରମ ଜରିଆରେ ଜେଏସଏଲର କର୍ମଚାରୀଙ୍କ ପାଇଁ ଷ୍ଟିଲ ଟେକ୍ନୋଲୋଜିରେ ଦୁଇ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୩୦।୭: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନ (କାର୍ଯ୍ୟ ଦିବସ) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ସୋମବାର ବମ୍ବେ…
ନବୀନଙ୍କୁ ମହାତ୍ମା ହଂସରାଜ ଗୌରବ ସମ୍ମାନ
ଭୁବନେଶ୍ୱର, ୩୦।୭: ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହ ଉତ୍ସବରେ କୁରୁକ୍ଷେତ୍ର ସାଂସଦ ତଥା ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ନିକଟରେ ମହାତ୍ମା ହଂସରାଜ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି।…
ୱଣ୍ଡେର୍ଲାରେ ବାଏ ୧ ଗେଟ୍ ୧ ଅଫର
ଭୁବନେଶ୍ୱର,୩୦।୭: ୱଣ୍ଡେର୍ଲା ହଲିଡେଜ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ଅଫର ‘ବାଏ ୧ ଗେଟ ୧’ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର କେବଳ ୨୦୨୪ ଅଗଷ୍ଟ ୪ ରେ ଦିନକ ପାଇଁ ଉପଲବ୍ଧ। ଏପରିକି ଏହି ସ୍ବତନ୍ତ୍ର ଅଫର ଏବଂ…
୧୫.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି ଷ୍ଟାର୍ଟଅପ୍ କମ୍ପାନୀ
ଭୁବନେଶ୍ୱର, ୩୦।୭(ଅନୁରାଧା ମହାରଣା): ଗତ କିଛି ବର୍ଷ ଧରି ଷ୍ଟାର୍ଟଅପ୍ କ୍ଷେତ୍ରରେ ଯୁବପିଢ଼ି ମନୋନିବେଶ କରୁଛନ୍ତି। ଏହାଦ୍ୱାରା ସେମାନେ ନିଜକୁ ରୋଜଗାରକ୍ଷମ କରିବ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ମଧ୍ୟ କରିପାରୁଛନ୍ତି। ଏହାଦ୍ୱାରା ଅନେକ ଶିକ୍ଷିତ ଯୁବକଯୁବତୀ…
ଆଇଫୋନର ଦାମ୍ କମାଇଲା ଆପଲ, ଜାଣନ୍ତୁ ଏବେ କେତେ ଟଙ୍କାରେ କିଣିପାରିବେ
ନୂଆଦିଲ୍ଲୀ,୨୯।୭: ବଜେଟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ମାର୍ଟଫୋନରେ ମୌଳିକ କଷ୍ଟମ ଡ୍ୟୁଟି ୨୦ରୁ ୧୫ପ୍ରତିଶତକୁ ହ୍ରାସ କରିବାକୁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ସ୍ମାର୍ଟଫୋନର ମୂଲ୍ୟ ଉପରେ ପ୍ରଭାବ ପଡିଛି। ବଜେଟ ୨୦୨୪ପରେ ଆପଲ ଆଇଫୋନର ମୂଲ୍ୟକୁ ୩ରୁ…
ବ୍ୟକ୍ତିଗତ ଋଣ ପାଇଁ ସର୍ବାଧିକ ଋଣ ଯୋଗ୍ୟତା କିପରି ଯାଞ୍ଚ କରିବେ
ବ୍ୟକ୍ତିଗତ ଋଣ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବ୍ୟକ୍ତିଗତ ଋଣ ବିଭିନ୍ନ ପ୍ରୟୋଜନରେ ବ୍ୟବହୃତ ହୋଇପାରେ ଯେପରିକି ଋଣ ପରିଶୋଧ କରିବା, ଘର ଖର୍ଚ୍ଚ, ବିବାହ, ବ୍ୟବସାୟ ପୁନଃନବୀକରଣ ଇତ୍ୟାଦି। ଚିନ୍ତା କରନ୍ତୁ ଆପଣ, ଏକ ବ୍ୟବସାୟ କରିବାକୁ…
ଭୁବନେଶ୍ୱରରେ ମିଟ୍ ରିଜ୍ଟା ପ୍ରୋଗ୍ରାମ
ଭୁବନେଶ୍ୱର,୨୯ା୭: ଦେଶର ପ୍ରମୁଖ ଇଲେକ୍ଟ୍ରିକ ଦୁଇଚକିଆ ଯାନ ଉପତ୍ାଦନକାରୀ ଏଥର୍ ଏନର୍ଜିର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମିଟ୍ ରିଜ୍ଟା’ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଥର୍ର କମ୍ୟୁନିଟି ସଦସ୍ୟ ଇଲେକ୍ଟ୍ରିକ ଯାନ ଉତ୍ସାହୀ ଓ ନୂଆ ରିଜ୍ଟା ମାଲିକମାନଙ୍କ ପାଇଁ…
୮,୫୦,୦୦୦ ରୁ ଅଧିକ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଂଗ୍ରହ
ଭୁବନେଶ୍ୱର,୨୯ା୭: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିନ୍ଦୁସ୍ଥାନ କୋକା-କୋଲା ବେଭେରେଜସ ବା ଏଚସିସିବି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲା। ଏପରିକି କମ୍ପାନୀ ଆନନ୍ଦନା କୋକା-କୋଲା ଫାଉଣ୍ଡେଶନ ସହଭାଗିତାରେ ପୁରୀ ରଥଯାତ୍ରା ଓ ସମୁଦ୍ର କୂଳ ପରିସରରୁ ପ୍ରାୟ…
ଭୁବନେଶ୍ୱରରେ ନିଆରା ଫ୍ୟାଶନ୍ ଶୋ ଲାବଣ୍ୟବତୀ
ଭୁବନେଶ୍ୱର,୨୯ା୭: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ ଫିକି ଫ୍ଲୋ ଭୁବନେଶ୍ୱର ଚାପ୍ଟରର ମିଳିତ ସହଯୋଗରେ ଏକ ନିଆରା ଫ୍ୟାଶନ୍ ଶୋ ଲାବଣ୍ୟବତୀ (ହସ୍ତତନ୍ତର କବିତା) ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଆୟୋଜିତ ହୋଇଯାଇଛି। ଏପରିକି ଆମ ଅସ୍ମିତା…
Archives


