ବାଣିଜ୍ୟ

No 1 Electric Scooter: ରେଞ୍ଜ ମାମଲାରେ ସବୁଠୁ ଆଗରେ ଏହି ଇଲେକ୍ଟିକ୍‌ ସ୍କୁଟର, ଥରେ ଚାର୍ଜ କଲେ ଗଡ଼ିବ ୨୪୮ କିମି; ରହିଛି ଏଭଳି ଫିଚର୍ସ

ନୂଆଦିଲ୍ଲୀ,୧୧।୨: ଯଦି ଆପଣ ନିଜ ପାଇଁ ଏକ ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚାହୁଁଛନ୍ତି, ତେବେ ଏହା ଏକ ଭଲ ସୁଯୋଗ ହୋଇପାରେ। କାରଣ ପୁରୁଣା ମୂଲ୍ୟରେ ଅପଗ୍ରେଡ୍‌ ସହିତ ଇଲେକ୍ଟ୍ରିକ ସ୍କୁଟର କିଣିବାର ସୁଯୋଗ ମିଳୁଛି। ବେଙ୍ଗାଲୁରୁର ଇଲେକ୍ଟ୍ରିକ ଦୁଇଚକିଆ ଷ୍ଟାର୍ଟ-ଅପ…

ରାଜସ୍ୱ ବୃଦ୍ଧି ଲକ୍ଷ୍ୟ: ବିୟର ପିଉଥିବା ଲୋକଙ୍କୁ ବଡ଼ ଝଟକା, ମୂଲ୍ୟ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୧୧।୨: ଗ୍ରୀଷ୍ମ ଋତୁ ପୂର୍ବରୁ ବିୟର ପ୍ରେମୀମାନଙ୍କ ପାଇଁ ବଡ ଖବର। ବ୍ୟବସାୟୀମାନଙ୍କ ଅନେକ ଦିନର ଦାବିକୁ ନଜରରେ ରଖି ମୂଲ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଥାତ ଏଣିକି ବିୟର ପ୍ରେମୀମାନଙ୍କୁ ସେମାନଙ୍କର ଆଶା ପୂରଣ କରିବା ପାଇଁ ଅଧିକ…

Gold Rate Today: ସର୍ବକାଳୀନ ରେକର୍ଡ ଭାଙ୍ଗିଲା: ଭୁବନେଶ୍ୱରରେ ଏତିକିରେ ପହଞ୍ଚିଲା ସୁନାଦର

ଭୁବନେଶ୍ୱର, ୧୧।୨: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି। ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ ସାରା ଦେଶରେ ଜାରି ରହିଥିଲାବେଳେ ମୂଲ୍ୟବାନ ଧାତୁ ଏବଂ ସୁନା ଓ ରୁପା ଦର…

ନିବେଶକ ହରାଇଲେ ୬ ଲକ୍ଷ କୋଟି

ମୁମ୍ବାଇ,୧୧।୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜି ବଜାର ଏବଂ ଷ୍ଟକ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି। ଗୋଟିଏ…

କ୍ରୀଡ଼ା ପାନୀୟ ‘ସ୍ପିନର’ର ଶୁଭାରମ୍ଭ

ମୁମ୍ବାଇ,୧୧।୨: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ନୂତନ ଉତ୍ପାଦ ତଥା ଉନ୍ନତମାନର କ୍ରୀଡ଼ା ପାନୀୟ ‘ସ୍ପିନର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସ୍ପୋର୍ଟସ୍‌ ଡ୍ରିଙ୍କ୍‌ସ/କ୍ରୀଡ଼ା ପାନୀୟ ବର୍ତ୍ତମାନ ବଜାରରେ ଉପଲବ୍ଧ। ସ୍ପିନ୍‌ ଯାଦୁଗର ତଥା ପୂର୍ବତନ ଶ୍ରୀଲଙ୍କା କ୍ରିକେଟିୟର ମୁଥୟା…

ଏଲ୍‌ଆଇସିର ତ୍ରୈମାସିକ ଫଳାଫଳ

ମୁମ୍ବାଇ,୧୧।୨: ଲାଇଫ ଇନସ୍ୟୁରାନ୍ସ କର୍ପୋରେଶନ ଅଫ ଇଣ୍ଡିଆ ବା ଏଲଆଇସିର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏଲଆଇସିର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଫଳାଫଳକୁ…

ଅମ୍ବଲାରେ ରାଜଶ୍ରୀର ଏକ୍ସକ୍ଲୁସିଭ ଆଉଟଲେଟ୍‌

ନୂଆଦିଲ୍ଲୀ,୧୧।୨: ଦିଭିସା ହର୍ବାଲ୍ସ ପ୍ରାଇଭେଟ ଲିମିଟେଡର ସହାୟକ ସଂସ୍ଥା ତଥା ଗାର୍ମେଣ୍ଟସ ବ୍ରାଣ୍ଡ୍‌ ‘ରାଜଶ୍ରୀ’ର ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ ପଞ୍ଜାବର ଅମ୍ବଲା ସହରସ୍ଥିତ ପୂଜା କମ୍ପ୍ଲେକ୍ସରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ବ୍ୟବସାୟୀ ସଞ୍ଜୀବ ଜୁନେଜାଙ୍କ ସମେତ ଗୀତିକାର ଯଶବୀର…

ନାଲ୍‌କୋର ସର୍ବକାଳୀନ ଆୟ ରେକର୍ଡ

ଭୁବନେଶ୍ୱର,୧୧।୨ (ଅଭୟ ଦାଶ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ବା ନାଲ୍‌କୋର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନାଲକୋର କାରବାର ଓ ଆଗାମୀ କାର୍ଯ୍ୟକଳାପ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏପରିକି ଚଳିତ…

୨୦୨୫ ଫେବୃୟାରୀ ୧୫ ମଧ୍ୟରେ କରିନିଅନ୍ତୁ PF ସହ ଜଡ଼ିତ ଏହି କାମ, ନଚେତ ହୋଇପାରେ ବଡ଼ କ୍ଷତି…

ନୂଆଦିଲ୍ଲୀ,୧୦।୨: କର୍ମଚାରୀ ଭବିଷ୍ୟନିଧୀ ସଂଗଠନ (EPFO) ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ସକ୍ରିୟ କରିବା ଏବଂ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଆଧାର ସହିତ ଲିଙ୍କ କରିବାର ଶେଷ ତାରିଖ ୨୦୨୫ ଫେବୃଆରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାଦ୍ୱାରା କର୍ମଚାରୀମାନଙ୍କୁ EPFOର ନିଯୁକ୍ତି…

ଆୟୁର୍ବେଦର ପ୍ରଚାରପ୍ରସାର ଉପରେ ପତଞ୍ଜଳିର ଗୁରୁତ୍ୱ

ଭୁବନେଶ୍ୱର,୧୦ା୨: ଶିକ୍ଷା ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ ତତ୍ତ୍ୱାବଧାନରେ ନୂଆଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପରେ ଓ୍ବାର୍ଲ୍‌ଡ ବୁକ୍‌ ଫେୟାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପତଞ୍ଜଳି ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ଯୋଗଦେଇଥିଲେ। ଏ ଅବସରରେ…

୨୦୪୭ ସୁଦ୍ଧା ୩୫୦ ବିଲିୟନ ଡଲାର ଫାର୍ମାସ୍ୟୁଟିକାଲ ରପ୍ତାନି ଆକଳନ

ଭୁବନେଶ୍ୱର,୧୦ା୨(ଅନୁରାଧା ମହାରଣା): ୨୦୨୩ରେ ଭାରତର ଫାର୍ମାସ୍ୟୁଟିକାଲ ରପ୍ତାନି ପରିମାଣ ପ୍ରାୟ ୨୭ ବିଲିୟନ ଡଲାର ଥିବାବେଳେ ୨୦୩୦ ସୁଦ୍ଧା ଏହା ୬୫ ବିଲିୟନ ଡଲାରରେ ବୃଦ୍ଧି ପାଇବ। ୨୦୪୭ ସୁଦ୍ଧା ୩୫୦ ବିଲିୟନ ଡଲାରରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି। ସର୍ବଭାରତୀୟ…

ନିବେଶର କେନ୍ଦ୍ରବିନ୍ଦୁ ହେବ ସୁନା: ସଞ୍ଜୟ

ଭୁବନେଶ୍ୱର,୧୦।୨: ବର୍ତ୍ତମାନ ସମୟରେ ସୁନା ଦର ଓ ବଜାରକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିଲାବେଳେ ସୁନା ନିବେଶର ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ ବୋଲି ଲାଲ୍‌ଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ସଞ୍ଜୟ ହଂସ ଆକଳନ କରିଛନ୍ତି। ଅପରପକ୍ଷରେ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ବାଣିଜ୍ୟ ନୀତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?