ବାଣିଜ୍ୟ

ମାତ୍ର ଏତିକି ଟଙ୍କା ଦେଲେ ବର୍ଷସାରା ଟୋଲ୍‌ ଛାଡ, ଲାଇଫଟାଇମ ପାସ୍‌ ପାଇଁ ଖର୍ଚ୍ଚ କରିବେ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର। ସରକାର ଖୁବଶୀଘ୍ର ମଧ୍ୟବିତ୍ତ ପରିବାର ଏବଂ ଗାଡ଼ି ମାଲିକମାନଙ୍କୁ ଆଉ ଏକ ଉପହାର ଦେଇପାରନ୍ତି। ସରକାର ଏକ ବାର୍ଷିକ ଟୋଲ ପାସ…

୧୨.୨୦ ଲକ୍ଷ ଟଙ୍କା ଆୟ ଥିବା ଲୋକଙ୍କୁ କ’ଣ ଦେବାକୁ ପଡ଼ିବ ସମ୍ପୂର୍ଣ୍ଣ ଟ୍ୟାକ୍ସ, ଚିନ୍ତା କରନ୍ତୁ ନାହିଁ, ଏମିତି ମିଳିବ ଫାଇଦା

ନୂଆଦିଲ୍ଲୀ,୫।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃଆରୀ ୧ ତାରିଖରେ କେନ୍ଦ୍ର ବଜେଟ ୨୦୨୫ ଉପସ୍ଥାପନ କରିଥିଲେ। ଏହି ସମୟ ମଧ୍ୟରେ, ସେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ କରିଥିଲେ। ଅର୍ଥାତ୍‌ ଯେଉଁମାନଙ୍କର ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କା…

ATM ରୁ ଟଙ୍କା ଉଠାଇବା ଏବେ ପଡିପାରେ ମହଙ୍ଗା, ଦେବାକୁ ପଡିବ ଏତେ ଚାର୍ଜ

ନୂଆଦିଲ୍ଲୀ,୫।୨: ଯଦି ଆପଣ ମଧ୍ୟ ପ୍ରତି ମାସରେ ATMରୁ ନଗଦ ଟଙ୍କା ଉଠାନ୍ତି କିମ୍ବା ଡିଜିଟାଲ ପେମେଣ୍ଟ ବ୍ୟବହାର କରିବା ପରିବର୍ତ୍ତେ ନଗଦ ପେମେଣ୍ଟ କରନ୍ତି, ତେବେ ଏହି ଖବର ଆପଣଙ୍କୁ ତାଜୁବ କରିପାରେ। କହିରଖୁଛୁ କି, ଏଟିଏମରୁ ଟଙ୍କା ଉଠାଇବା…

ଗଗନ ଗୋ ଫର୍‌ ଫ୍ରିଡମ୍‌ ଗୋଲ୍ଡ ଅଫରର ବିଜେତା

ଭୁବନେଶ୍ୱର୫।୨(ଅଭୟ ଦାଶ): ଫ୍ରିଡମ ହେଲ୍‌ଦି କୁକିଂ ଅଏଲ୍ସର ବହୁ ପ୍ରତୀକ୍ଷିତ ବମ୍ପର ଡ୍ର ‘ଗୋ ଫର୍‌ ଫ୍ରିଡମ ଗୋଲ୍ଡ ଅଫର-୨୦୨୪’ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଥିଲା। ଓଡ଼ିଶା ସମେତ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଏହି ବମ୍ପର ଡ୍ର’ର ଭାଗ୍ୟଶାଳୀ…

ଶେୟାର ବଜାରରେ ଉତ୍ସାହ

ମୁମ୍ବାଇ,୫।୨: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟ ଦିବସ ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ…

ଆପୋଲୋରେ ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର,୫।୨: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ବିଶ୍ୱ କକର୍ଟ ଦିବସ ପାଳିତ ହୋଇଯାଇଛି। ଏପରିକି ଆପୋଲୋ କ୍ୟାନ୍‌ସର ସେଣ୍ଟର,ଆଇସିଏମ୍‌ଆର, ଆଇଏମ୍‌ଏ ଏବଂ ଏସ୍‌ଓଏର ମିଳିତ ସହଭାଗିତାରେ ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ…

ଭାରତ ବିଶ୍ୱର ୨ୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ

ନୂଆଦିଲ୍ଲୀ,୫।୨: ବର୍ତ୍ତମାନ ସମୟରେ ସବୁବର୍ଗର ଲୋକ ଭିନ୍ନ ଭିନ୍ନ ମୋବାଇଲ ଫୋନ ବ୍ୟବହାର କରୁଥିବା ବେଳେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ମୋବାଇଲ ଉତ୍ପାଦନକାରୀ ଦେଶ ଭାବେ ପରିଗଣିତ ହେଉଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆମଦାନୀରୁ ଆତ୍ମନିର୍ଭରଶୀଳତା…

କିଷାନ କ୍ରେଡିଟ୍‌ କାର୍ଡରୁ ଏବେ ମିଳିବ ୫ ଲକ୍ଷର ଋଣ, ଦେବାକୁ ପଡ଼ିବ ଏତିକି ସୁଧ, ନ ଥିଲେ ଏଭଳି କରିନିଅନ୍ତୁ କାର୍ଡ…

ନୂଆଦିଲ୍ଲୀ,୪।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨୦୨୫ ପହିଲାରେ ସଂସଦରେ ବଜେଟ ୨୦୨୫-୨୬ ଉପସ୍ଥାପନ କରିଥିଲେ। ଏହି ବଜେଟରେ କରାଯାଇଥିବା ପ୍ରମୁଖ ଘୋଷଣାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କିଷାନ କ୍ରେଡିଟ କାର୍ଡର ସୀମା ବୃଦ୍ଧି। ପୂର୍ବରୁ କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ…

ମଧ୍ୟବିତ୍ତଙ୍କ ପାଇଁ ପୁଣି ଏକ ଖୁସି ଖବର, ୧୨ଲକ୍ଷ ଆୟକର ଛାଡ ପରେ ମିଳିବାକୁ ଯାଉଛି ଆଉ ଏକ ବଡ଼ ଉପହାର, ଫେବୃଆରୀ ୭ରେ…

ନୂଆଦିଲ୍ଲୀ,୪।୨: ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଖୁସି ଖବର। ଫେବୃଆରୀ ୧ ତାରିଖରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ହେବାର ଖୁସି ଖବର ପରେ ପୁଣି ଗୋଟିଏ ଖୁସି ଖବର ଆସିଛି। ଆଉ ଗୋଟିଏ ସପ୍ତାହ ମଧ୍ୟରେ ଆଉ ଏକ…

ହଜିଯାଇଛି କି Aadhaar ନମ୍ବର? ଜାଣନ୍ତୁ ଅନ୍‌ଲାଇନ୍‌ -ଅଫ୍‌ଲାଇନ୍‌ରେ ବାହାର କରିବାର ସବୁଠାରୁ ସହଜ ଉପାୟ

ନୂଆଦିଲ୍ଲୀ,୪।୨: ବର୍ତ୍ତମାନ ସମୟରେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ପାଲଟିଛି। ଏହା ବ୍ୟାଙ୍କିଙ୍ଗ, ସିମ୍‌ କାର୍ଡ, ସରକାରୀ ଯୋଜନା ଏବଂ ଅନ୍ୟାନ୍ୟ ସେବା ପାଇଁ ଆବଶ୍ୟକ। କିନ୍ତୁ ଯଦି ଆପଣ ଆପଣଙ୍କର ଆଧାର ନମ୍ବର…

Recharge plan: ଆସିଲା ଧମାକାଦାର ରଚାର୍ଜ ପ୍ଲାନ, ଥରେ ରିଚାର୍ଜ କଲେ ଚାଲିବ ପୂରା ପରିବାରର ମୋବାଇଲ, ଏଥିସହ ୯୦ଜିବି ଡେଟା…

ୟୁଜର୍ସଙ୍କ ପାଇଁ ଆସିଲା ଦମଦାର ପ୍ଲାନ। ଏମିତି ଏକ ରିଚାର୍ଜ ପ୍ଲାନ ଯେଉଁଥିରେ ଥରେ ରିଚାର୍ଜ କରିବା ଦ୍ବାରା ଚାଲିବ ପୂରା ଫ୍ୟାମିଲିର ମୋବାଇ, ଆଉ କରିବାକୁ ପଡ଼ିବନି ଅନ୍ୟ ରିଚାର୍ଜ। ଜିଓର ୪୯୯ ଟଙ୍କିଆ ଫ୍ୟାମିଲି ପୋଷ୍ଟପେଡ ପ୍ଲାନରେ ଚାରୋଟି…

ଯଦି ଆମେରିକା ଭାରତ ଉପରେ ଲଗାଇବ ଟାରିଫ୍ ତ କ’ଣ ହେବ ? ନିର୍ମଳା ସୀତାରାମନ ଦେଲେ ଜବାବ

ନୂଆଦିଲ୍ଲୀ,୪।୨: ବଜେଟ-୨୦୨୫ କୁ ନେଇ ଦେଶବ୍ୟାପୀ ମନ୍ଥନ ଚାଲିଛି। ଏହାରି ମଧ୍ୟରେ ଖବରଦାତା ସମ୍ମିଳନୀ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ବଜେଟରେ ହୋଇଥିବା ଗୋଟିଏ ଗୋଟିଏ ଘୋଷଣାର ଲାଭ ଗଣାଇବାରେ ଲାଗିଛନ୍ତି। ସେ କହିଛନ୍ତି ଯେ, ଏହି ବଜେଟରେ ଅଭିବୃଦ୍ଧି ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?