ବାଣିଜ୍ୟ

ଦିଲ୍ଲୀକୁ ମିଳେ ସର୍ବାଧିକ ବିଧାୟକ ପାଣ୍ଠି, ଜାଣନ୍ତୁ ଓଡ଼ିଶାର ବିଧାୟକଙ୍କୁ ମିଳେ ଏତେ କୋଟି!

ନୂଆଦିଲ୍ଲୀ,୯।୨: ଦିଲ୍ଲୀରେ ବିଧାନସଭା ର୍ନିବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ଦୀର୍ଘ ୨୭ବର୍ଷର ବନବାସ ପରେ ଭାଜପା ଦିଲ୍ଲୀକୁ ଫେରିଛି। ଆପଣ ଜାଣିଲେ ତାଜୁବ ହେବେ ଯେ ଦିଲ୍ଲୀରେ ସର୍ବାଧିକ ପରିମାଣର ବିଧାୟକ ପାଣ୍ଠି ମିଳିଥାଏ। ଅକ୍ଟୋବରରେ, ଆମ ଆଦମୀ ପାର୍ଟି ଦିଲ୍ଲୀ…

ଓଡ଼ିଶାରେ ଜିଓର ଡିଜିଟାଲ କ୍ରାନ୍ତି

ଭୁବନେଶ୍ୱର,୮।୨ (ଅଭୟ ଦାଶ): ରିଲାଏନ୍ସ ଜିଓର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ ସେବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଖୁବ୍‌ କମ୍‌ ସମୟ ମଧ୍ୟରେ ଓଡ଼ିଶାର ସମସ୍ତ ଛୋଟ ବଡ ସହର ତଥା ସହର ଉପକଣ୍ଠ ଅଞ୍ଚଳ, ତହସିଲ ଏବଂ ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳରେ…

୧୪ରୁ ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ଅରିଜିନ୍‌ ଏସ୍‌ୟୁଭିର ବୁକିଂ

ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପର ଇଲେକ୍ଟ୍ରିକ ଭେଇକିଲ (ଇଭି) ବ୍ରାଣ୍ଡ୍‌ର ବହୁ ପ୍ରତୀକ୍ଷିତ ଏକ୍ସଇଭି ୯ଇ ଏବଂ ବିଇ୬ର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ଏହାର ସମସ୍ତ ୯ଟି ଭାରିଆଣ୍ଟ ସହିତ ମହିନ୍ଦ୍ରାର ଇଲେ୍‌କ୍ଟ୍ରିକ୍‌ ଅରିଜିନ୍‌…

ସୌରଶକ୍ତି କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୨: ଭାରତ ୧୦୦ ଗିଗାୱାଟ୍‌ ସୌର ଶକ୍ତି କ୍ଷମତା ଅତିକ୍ରମକରି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିଛି, ସ୍ବଚ୍ଛ ଏବଂ ସବୁଜ ଭବିଷ୍ୟତ…

ଏହି ଅଜଣା ବ୍ୟକ୍ତିଙ୍କ ନାମରେ ୫୦୦ କୋଟି ଟଙ୍କା ଛାଡ଼ି ଯାଇଛନ୍ତି ରତନ ଟାଟା, ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ,୭।୨: ନିକଟରେ ରତନ ଟାଟାଙ୍କ ଇଚ୍ଛାପତ୍ରରେ ଏଭଳି ଏକ ଖୁଲାସା ହୋଇଥିଲା, ଯାହାକି ବ୍ୟବସାୟ ସହ ଜଡ଼ିତ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରକୃତରେ, ରତନ ଟାଟା ତାଙ୍କ ଇଚ୍ଛାପତ୍ରରେ ଜଣେ ଅଜଣା ବ୍ୟକ୍ତିଙ୍କ ନାମରେ ୫୦୦ କୋଟି ଟଙ୍କା ଛାଡିଛନ୍ତି।…

Post Office Scheme: ମାତ୍ର ୧୦୦୦ଟଙ୍କା ନିବେଶ କଲେ ମାସକୁ ମିଳିବ ୨୫ହଜାର ଟଙ୍କା, ଏହି ସ୍କିମ୍‌ କରିବ ମାଲାମାଲ୍‌

ଆପଣ ପ୍ରତି ମାସରେ ୨୫ହଜାର ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ଡାକ ବିଭାଗର ଏହି ଦମଦାର ଯୋଜନା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ମାତ୍ର ହଜାରେ ଟଙ୍କା ନିବେଶରେ ଆପଣ ମାସକୁ ୨୫ହଜାର ଟଙ୍କା ରୋଜଗାର କରିପାରିବେ। ଏହି…

ମିଡିଲକ୍ଲାସଙ୍କ ବଲ୍ଲେ ବଲ୍ଲେ! ଆୟକର ଛାଡ ପରେ ବଡ଼ ଘୋଷଣା, ଏବେ ସହଜ ହେବ…

ନୂଆଦିଲ୍ଲୀ,୭।୨: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ସଞ୍ଜୟ ମାଲହୋତ୍ରା ଆଜି ମୁଦ୍ରା କମିଟି ବୈଠକରେ ରେପୋ ହାରରେ ୨୫ ବେସିସ ପଏଣ୍ଟ କିମ୍ବା 0.୨୫ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି। ଏହାକୁ ୬.୫୦ ପ୍ରତିଶତରୁ ୬.୨୫ ପ୍ରତିଶତକୁ ହ୍ରାସ କରାଯାଇଛି। RBIର…

ମୁଦ୍ରା ନୀତିରେ RBIର ବଡ଼ ଘୋଷଣା, ୫ ବର୍ଷ ପରେ ରେପୋ ହାର ହ୍ରାସ

ମୁମ୍ବାଇ,୭ା୨: ଅର୍ଥନୀତିକୁ ସୁଧାରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ହାରକୁ ୨୫ ବେସିସ ପଏଣ୍ଟ ହ୍ରାସ କରି୬.୫ ପ୍ରତିଶତରୁ ୬.୨୫ ପ୍ରତିଶତ କରିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶୁକ୍ରବାର ସକାଳେ ଘୋଷଣା କରିଛନ୍ତି ଯେ ମୁଦ୍ରା ନୀତି…

ବାହାଘର ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଆଦାନୀଙ୍କ ପୁଅ: ପ୍ରତିବର୍ଷ କରିବେ …

ନୂଆଦିଲ୍ଲୀ,୬।୨:ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ସାନ ପୁଅ ଜିତ ଆଦାନୀ ଆସନ୍ତାକାଲି ବିବାହ ବନ୍ଧନରେ ଆବଦ୍ଧ ହେବେ। ସେ ତାଙ୍କ ବିବାହ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜିତ ଆଦାନୀ ବିବାହ ପୂର୍ବରୁ ପ୍ରତିବର୍ଷ ୫୦୦ ଲୋକଙ୍କ ଉପରେ…

ଫ୍ରି ରିଚାର୍ଜ ଦେଉଛନ୍ତି କେନ୍ଦ୍ର ସରକାର ! ଏମିତି କରନ୍ତୁ…

ନୂଆଦିଲ୍ଲୀ,୬।୨: ଲୋକମାନେ ଭ୍ୟୁ ପାଇବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ୟୁଟ୍ୟୁବ ଇତ୍ୟାଦିରେ ଅନେକ ମିଥ୍ୟା ଦାବି କରନ୍ତି। ଅନେକ ସମୟରେ, କ୍ରିଏଟରମାନେ ସେମାନଙ୍କ ଭିଡିଓରେ ଏପରି ଭ୍ରାମକ ଥମ୍ବନେଲ ଲଗାନ୍ତି, ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରେ। ଆଜିକାଲି…

Gold price: ସୁନା କିଣିବାକୁ ଚାହୁଁଛନ୍ତି କି? ଜାଣ ନିଅନ୍ତୁ ବଡ଼ ଖବର

ନୂଆଦିଲ୍ଲୀ,୬।୨: ଚଳିତ ବର୍ଷ ବିଷୟରେ କଥା ହେଉ କିମ୍ବା ଚଳିତ ଆର୍ଥିକ ବର୍ଷ ବିଷୟରେ କହୁ କିମ୍ବା କେବଳ ଫେବୃଆରୀ ବିଷୟରେ କହୁ। ସୁନା ମୂଲ୍ୟ ଏତେ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଯେ ଏହା ଉପରେ ରୋକ୍‌ ଲଗେଇବା ସମସ୍ତଙ୍କ…

ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌ ଆଣିଲା OLA, ମାତ୍ର ୭୪୯୯୯ ଟଙ୍କାରେ ପାଇବେ ଏଭଳି ଜବରଦସ୍ତ ଫିଚର୍ସ, ପୁରା ଚାର୍ଜରେ…

ନୂଆଦିଲ୍ଲୀ,୫।୨: ଭାରତୀୟ ଦୁଇଚକିଆ ଯାନ ବଜାର ବିଶ୍ୱର ସବୁଠାରୁ ବଡ଼ ଏବଂ ଏହା ଦ୍ରୁତ ଗତିରେ ବୈଦ୍ୟୁତିକ ଯାନ ଆଡକୁ ମୁହାଁଉଛି। ୨୦୨୫ ଫେବୃଆରୀ ୫ରେ ଭାରତୀୟ ଇଲେକ୍ଟ୍ରିକ ଦୁଇଚକିଆ ଯାନ ବଜାରର ଅଗ୍ରଣୀ ‘ଓଲା’ ଭାରତରେ ଏହାର ପ୍ରଥମ ଇଲେକ୍ଟ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?