ବାଣିଜ୍ୟ

ଏସ୍‌ବିଆଇର ସାଇବର ସଚେତନତା

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ଭୁବନେଶ୍ୱର ମଣ୍ଡଳରେ ଯୋଗ ଦେଇ ପ୍ରଶିକ୍ଷଣ ନେଉଥିବା ବିଭିନ୍ନ ରାଜ୍ୟର ୭୪ ଜଣ ବ୍ୟାଙ୍କ ପ୍ରୋବେସନାରୀ ଅଫିସର(ବ୍ୟାଙ୍କ ପିଓ)ଙ୍କୁ ନେଇ ଏକାମ୍ର ଐତିହ୍ୟ କ୍ଷେତ୍ରରେ...

ନିଯୁକ୍ତି ସୃଷ୍ଟିରେ ଏଆଇ ବାଧକ

ଭୁବନେଶ୍ୱର, ୨୩।୭(ଅନୁରାଧା ମହାରଣା): କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଏକ ବଡ଼ଧରଣର ରୋଜଗାର ସଙ୍କଟ ସୃଷ୍ଟି କରିବ ବୋଲି ସାରା ବିଶ୍ୱରେ ବିଭିନ୍ନ ସମୟରେ ଆଲୋଚନା ହେଉଛି। ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେରେ ମଧ୍ୟ ଏଆଇର ପ୍ରଭାବକୁ...

୨୦୩୦ ସୁଦ୍ଧା ବାର୍ଷିକ ୭୮.୫ ଲକ୍ଷ ନିଯୁକ୍ତି ସୃଷ୍ଟି ଆବଶ୍ୟକ

ଭୁବନେଶ୍ୱର, ୨୩।୭(ଅନୁରାଧା ମହାରଣା): ସଂସଦରେ ‘ଅର୍ଥନୈତିକ ସମୀକ୍ଷା ୨୦୨୩-୨୪’ ଉପସ୍ଥାପନ କରି କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି, ଚତୁର୍ଥ ଶିଳ୍ପ ବିପ୍ଳବ ବିଶ୍ୱର ଶ୍ରମ ବଜାରକୁ ବ୍ୟାଘାତ ଏବଂ କ୍ରମାଗତ ଭାବରେ ପରିବର୍ତ୍ତନ କରୁଛି...

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୩।୭ (ଅଭୟ ଦାଶ): କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନ (କାର୍ଯ୍ୟ ଦିବସ)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ...

ବଜାରରେ କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ଦେଶର ଅଗ୍ରଣୀ ହୋମ୍‌ ଆପ୍ଲାଏନ୍ସ ବ୍ରାଣ୍ଡ୍‌ ତଥା କେଣ୍ଟ ହେଲ୍‌ଥ କେୟାର ପ୍ରଡକ୍ଟସର ନୂତନ ଉତ୍ପାଦ ‘କେଣ୍ଟ କ୍ରିଷ୍ଟାଲ ଷ୍ଟାର ବି’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ସହ ବଜାର ପ୍ରବେଶ ମଧ୍ୟ କରାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳରେ...

ଆର୍ଥିକ ସର୍ଭେ ପୂର୍ବରୁ ଶେୟାର ବଜାର ଲାଲ୍; ଖସିଲା ସେନସେକ୍ସ, ନିଫ୍ଟି

ମୁମ୍ବାଇ,୨୨।୭: ଭାରତୀୟ ଶେୟାର ମାର୍କେଟରେ ସୋମବାର ଆରମ୍ଭରୁ ଧିମା ରହିଛି। ସପ୍ତାହର ପ୍ରଥମ ବାଣିଜ୍ୟ ଦିନ ଏବଂ ମୌସୁମୀ ଅଧିବେଶନ ଆରମ୍ଭ, ସେପଟେ କେନ୍ଦ୍ର ବଜେଟ ମଧ୍ୟ ଆସିବାକୁ ଯାଉଛି। ଏହି ଅବସରରେ ବ୍ୟାଙ୍କ ନିଫ୍ଟି ସମେତ ଆଇଟି ଏବଂ...

ସୋନି ବ୍ରାଭିଆ ୩ ଟିଭି ସିରିଜ

ଭୁବନେଶ୍ୱର, ୨୨ା୭ (ଅଭୟ ଦାଶ): ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରାଭିଆ ୩ ସିରିଜ୍‌ ଟିଭିକୁ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ଏହି ସିରିଜ୍‌ରେ ଆକର୍ଷଣୀୟ ଡିଜାଇନ, ଅତୁଳନୀୟ ଛବିର ମାନ, ଉନ୍ନତ ସାଉଣ୍ଡ...

ଭାରତ କ୍ୟୁଆର୍‌ କୋଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର, ୨୨ା୭ (ଅଭୟ ଦାଶ): ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ପେମେଣ୍ଟ ସମାଧାନ ‘ଭାରତ କ୍ୟୁଆର୍‌ କୋଡ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତ କ୍ୟୁଆର୍‌ କୋଡ୍‌ ଜରିଆରେ ଏହି ନୂଆ...

୫୦ ଦିନରେ ୫ କୋଟିରୁ ଅଧିକ କାରବାର: ମୁଖ୍ୟ ଆକର୍ଷଣ ବୟନିକାର କ୍ଲିୟରାନ୍ସ ସେଲ୍‌

ଭୁବନେଶ୍ୱର, ୨୨ା୭(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌-୨୦୨୪ ପ୍ରଦର୍ଶନ (ମେଳା)’ର କାରବାର ବେଶ୍‌ ଉତ୍ସାହଜନକ ରହିଛି। ଏପରିକି ଜୁନ୍‌ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଏହାରି ମଧ୍ୟରେ ୫୦...

କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରର ନୂଆ ରେଟ୍‌…

ନୂଆଦିଲ୍ଲୀ,୨୧।୭: ତୈଳ କମ୍ପାନୀ ପକ୍ଷରୁ ରବିବାର ପେଟ୍ରୋଲ ଏବଂ ଡିଜେଲ ଦର ଜାରି କରାଯାଇଛି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନ ଥିଲେ ବି କିଛି ରାଜ୍ୟରେ ଟ୍ୟାକ୍ସ କମିବା ଏବଂ ବଢ଼ିବା ଯୋଗୁ କିଛି ପ୍ରମୁଖ ସହରରେ ତୈଳ...

ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେଶନ କ୍ଲିନିକ୍‌

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ମଣିପାଲ ହସ୍ପିଟାଲରେ ଆଡଲ୍ଡ ଇମ୍ୟୁନାଇଜେଶନ କ୍ଲିନିକ୍‌ ଉଦ୍‌ଘାଟିତ ହୋଇଯାଇଛି। ଫାଇଜର ଲିମିଟେଡ୍‌ ସହଭାଗିତାରେ ପ୍ରସ୍ତୁତ ଏହି କ୍ଲିନିକ୍‌ରେ ବୟସ୍କମାନଙ୍କ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲର ନିର୍ଦ୍ଦେଶକ ଡା. ଶକ୍ତିମୟ ମହାପାତ୍ର କ୍ଲିନିକ୍‌ର ଉଦ୍‌ଘାଟନୀ...

କଟକରେ ରିଲାଏନ୍ସ ଡିଜିଟାଲର ନୂତନ ଷ୍ଟୋର

ଭୁବନେଶ୍ୱର, ୨୧।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ର ନୂତନ ଷ୍ଟୋର ଶନିବାର କଟକର ବାଦାମବାଡ଼ିସ୍ଥିତ ଲିଙ୍କ୍‌ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶିବାନୀ ସଙ୍ଗୀତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri