ବଜାରରେ କିଆର ଅଲ୍ ନ୍ୟୁ ‘ସିରୋସ୍’
ଭୁବନେଶ୍ୱର,୨୮।୧(ଅଭୟ ଦାଶ): କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ କିଆ ସିରୋସ୍’ର ବିଶ୍ୱସ୍ତରୀୟ ଅନାବରଣ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କିଆ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଡିଲର ତୃପ୍ତି କିଆ ଭୁବନେଶ୍ୱର ପାତ୍ରପଡ଼ା ଶୋ’ରୁମ୍ ପକ୍ଷରୁ ଏକ…
ଶ୍ରୀକ୍ଷେତ୍ର ଟିଭିଏସ୍ ଉଦ୍ଘାଟିତ
ଭୁବନେଶ୍ୱର,୨୮ା୧(ଅନୁରାଧା ମହାରଣା): ଟିଭିଏସ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ‘ଶ୍ରୀକ୍ଷେତ୍ର ଟିଭିଏସ୍’ ସୋମବାର ଭୁବନେଶ୍ୱର ପଳାଶୁଣୀ ଠାରେ ଉଦ୍ଘାଟିତ ହୋଇଯାଇଛି। ଶ୍ରୀକ୍ଷେତ୍ର ଟିଭିଏସ୍ର ଏମ୍ଡି ପରେଶ ନାଥ ସାହୁ, ନିର୍ଦ୍ଦେଶକ ଅବନିନ୍ଦ୍ର ସାହୁ ଏବଂ ଜିଏମ୍ ତ୍ରିଲୋଚନ ଖୁଣ୍ଟିଆଙ୍କ ସମେତ ଟିଭିଏସ୍ ମୋଟରର ଏଏନ୍ଏସ୍ଏମ୍…
ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବେ ଦେଶର ସମସ୍ତ କୋଟିପତି, ଜାଣନ୍ତୁ କେଉଁମାନେ ଆସିବେ
ଭୁବନେଶ୍ୱର,୨୭।୧: ଶିଳ୍ପ ବିଭାଗ ପକ୍ଷରୁ ପ୍ରକାଶିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୮ (ମଙ୍ଗଳବାର) ଜନତା ମଇଦାନରେ ନିବେଶକ ସମ୍ମିଳନୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ୨ ଦୁଇଦିନ ଧରି ଚାଲିବ। ଏହି କନ୍କ୍ଲେଭରେ…
ପେନସନ୍ ସହ ପିଏଫ୍ ଖାତାର ଏହି ନିୟମକୁ ବଦଳାଇଛି EPFO, ଜାଣିରଖନ୍ତୁ ନଚେତ…
ନୂଆଦିଲ୍ଲୀ,୨୫।୧: ପିଏଫ ଆକାଉଣ୍ଟ ସହିତ, ଇପିଏସ ଆକାଉଣ୍ଟ ଅର୍ଥାତ ପେନସନ ଆକାଉଣ୍ଟ ମଧ୍ୟ ଇପିଏଫ୍ଓ ଦ୍ୱାରା ରକ୍ଷଣାବେକ୍ଷଣ କରାଯାଏ। ସଂଗଠନର ସମସ୍ତ ସଦସ୍ୟ କର୍ମଚାରୀ ଯେପରି ସୁବିଧାଜନକ ଭାବରେ ସେମାନଙ୍କର ପେନସନ୍ ପାଇପାରିବେ ସେଥିପାଇଁ ପ୍ରାୟତଃ ନିୟମରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଏ।…
ବିଶ୍ୱ ଅର୍ଥନୈତିକ ଫୋରମରେ ଶାଲୁ
ନୂଆଦିଲ୍ଲୀ,୨୫।୧: ଜିନ୍ଦଲ ଫାଉଣ୍ଡେଶନର ଅଧ୍ୟକ୍ଷା ତଥା ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର କୁଳପତି ଶାଲୁ ଜିନ୍ଦଲ ସୁଇଜରଲାଣ୍ଡର ଡାଭୋସ୍ ଠାରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମରେ ଅଂଶଗ୍ରହଣ କରି ସକାରାତ୍ମକ ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେଶନର ପ୍ରତିବଦ୍ଧତା ଉପରେ…
୨୬ରେ ଜିଓ ସାଉଣ୍ଡ ପେ’ର ଶୁଭାରମ୍ଭ
ମୁମ୍ବାଇ,୨୫।୧: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଫିଚର ‘ଜିଓ ସାଉଣ୍ଡ ପେ’ର ଶୁଭାରମ୍ଭ ଚଳିତ ବର୍ଷ ଗଣତନ୍ତ୍ର ଦିବସ (ଜାନୁୟାରୀ ୨୬)ରେ କରାଯିବ। ଏପରି କି ଏହି ସୁବିଧା ଜିଓ ଭାରତ ଫୋନରେ ଆଜୀବନ ମାଗଣା ଉପଲବ୍ଧ ହେବ। ଜିଓ ସାଉଣ୍ଡ…
୮୩,୦୦୦ ଡେଇଁଲା ସୁନା ଦର
ନୂଆଦିଲ୍ଲୀ,୨୫।୧ (ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଇ ଚାଲିଛି। ଏପରି କି ୮ମ ଦିନ ଲାଗି ସୁନା ଦର ବଢ଼ିଥିବାବେଳେ ରୁପା ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଜାତୀୟ ବଜାରରେ…
ଅକ୍ଷୟ ଶକ୍ତି ବ୍ୟବହାରକୁ ସର୍ବାଧିକ ଗୁରୁତ୍ୱ
ଭୁବନେଶ୍ୱର,୨୪।୧: ବର୍ତ୍ତମାନ ସମୟରେ ଓଡ଼ଶା ସରକାର ଅକ୍ଷୟ ଶକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏପରିକି ୨୦୨୭ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ରୁଫ୍ ଟପ୍ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହା ସବୁଜ ଶକ୍ତି ଆଡ଼କୁ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ…
ରୁଷିଆର ତୈଳକ୍ଷେତ୍ର ଉପରେ ଆମେରିକାର କଟକଣା
ଭୁବନେଶ୍ୱର,୨୪ା୧(ଅନୁରାଧା ମହାରଣା): ରୁଷିଆର ତୈଳ କ୍ଷେତ୍ର ଉପରେ ଆମେରିକାର ବ୍ୟାପକ କଟକଣା ଭାରତକୁ ଅଶୋଧିତ ତୈଳ ପ୍ରବାହକୁ ପ୍ରଭାବିତ କରିବାରେ ଲାଗିଛି। ପବ୍ଲିକ୍ ସେକ୍ଟର ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ବିପିସିଏଲ୍) କହିଛି, ମାର୍ଚ୍ଚ ଯୋଗାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ମାଲ ଉପଲବ୍ଧ…
ରିଲାଏନ୍ସ ଡିଜିଟାଲ୍ର ଡିଜିଟାଲ୍ ଇଣ୍ଡିଆ ସେଲ୍
ମୁମ୍ବାଇ,୨୪।୧: ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ ତଥା ଭାରତର ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ସେଲ୍ ‘ଡିଜିଟାଲ୍ ଇଣ୍ଡିଆ ସେଲ୍’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେଲ୍ ୨୦୨୫ ଜାନୁୟାରୀ ୨୬ ପର୍ଯ୍ୟନ୍ତ ସମସ୍ତ ରିଲାଏନ୍ସ ଡିଜିଟାଲ୍, ମାଇଁ ଜିଓ ଷ୍ଟୋର ଏବଂ www.reliancedigital.in…
ସିଲ୍ ଫୁଡ୍ସକୁ ଅଧିଗ୍ରହଣ କଲା ଆର୍ସିପିଏଲ୍
ମୁମ୍ବାଇ,୨୪।୧: ଦେଶର ପ୍ରମୁଖ ଫୁଡ୍ସ ବ୍ରାଣ୍ଡ୍ ସିଲ୍ (ଏସ୍ଆଇଏଲ୍)କୁ ଆନୁଷ୍ଠାନିକ ଭାବେ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଆର୍ସିପିଏଲ) ନିକଟରେ ଅଧିଗ୍ରହଣ କରିଥିବା ରିଲାଏନ୍ସ ଗ୍ରୁପ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ପାଇଁ ସିଲ୍…
ଓୟୁଟିଆର୍ରେ ଇ-ସମ୍ମିଟ୍ ୨୦୨୫
ଭୁବନେଶ୍ୱର,୨୪।୧ (ଅଭୟ ଦାଶ): ଓଡ଼ିଶା ୟୁନିଭର୍ସିଟି ଅଫ୍ ଟୋକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓୟୁଟିଆର୍) ର ଇଡି ସେଲ୍ ପକ୍ଷରୁ ଏକ ୨ଦିନିଆ କର୍ମଶାଳା ‘ଇ-ସମ୍ମିଟ୍ ୨୦୨୫’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉଦ୍ୟୋଗୀମାନଙ୍କୁ ପ୍ରେରଣା ଦେବା ପାଇଁ ପ୍ରଥମ ଥର ପାଇଁ ଏହି…
Archives


