ବାଣିଜ୍ୟ

ପୁଣି ଆରମ୍ଭ ହେଲା ଭାରତ-ଆମେରିକା ବାଣିଜ୍ୟ ଆଲୋଚନା: “ସକାରାତ୍ମକ” ସଙ୍କେତ ଦେଲେ ଦୁଇ ପକ୍ଷ

ନୂଆଦିଲ୍ଲୀ, ୧୬।୯: ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ଲାଗୁ ପରେ ପ୍ରଥମ ବାଣିଜ୍ୟ ଚୁକ୍ତି ଆଲୋଚନାକୁ ଭାରତ ଓ ଆମେରିକା ଦୁହେଁ ପକ୍ଷ “ସକାରାତ୍ମକ” କହିଛନ୍ତି। ୧୬ ସେପ୍ଟେମ୍ବରରେ ଦିଲ୍ଲୀରେ ଆମେରିକାର ସହାୟକ ଟ୍ରେଡ୍ ରିପ୍ରେଜେନ୍ଟେଟିଭ୍ ବ୍ରେଣ୍ଡନ୍ ଲିଞ୍ଚ ଓ ବାଣିଜ୍ୟ…

ଓଏମ୍‌ସିକୁ ପୁଣି ସଫଳତା: ମିଳିଲା ୧୯ ସ୍ବର୍ଣ୍ଣ, ୨ ରୌପ୍ୟ ପୁରସ୍କାର

ଭୁବନେଶ୍ୱର,୧୫।୯: ଭୁବନେଶ୍ୱରଠାରେ ଆୟୋଜିତ ‘କନ୍‌ଭେନଶନ ଅନ୍‌ କ୍ୱାଲିଟି କନ୍‌ସେପ୍ଟସ୍‌’ (ସିସିକ୍ୟୁଏସ୍‌-୨୦୨୫)ର ସପ୍ତମ ଚାପ୍ଟରରେ ଓଡ଼ିଶା ଖଣି ନିଗମ୍‌(ଓଏମସି)ର କ୍ୱାଲିଟି ସର୍କଲ ଦଳଗୁଡ଼ିକ ସଫଳତାର ସହ ୧୯ଟି ସ୍ବର୍ଣ୍ଣ ଏବଂ ୨ଟି ରୌପ୍ୟ ପୁରସ୍କାର ହାସଲ କରିଛନ୍ତି। କ୍ୱାଲିଟି ସର୍କଲ ଫୋରମ୍‌ ଅଫ…

ଜିଏସଟି ସଂସ୍କାର ପରେ କ୍ଷୀର ମୂଲ୍ୟ କମିଲା; ଉପଭୋକ୍ତାଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୧୬।୯: ଜିଏସଟି ୨.୦ ସଂସ୍କାର ପରେ ମଦର ଡେରୀ ତା’ର ଦୁଗ୍ଧ ଓ ଖାଦ୍ୟ ଉତ୍ପାଦର ମୂଲ୍ୟ ହ୍ରାସ କରିଛି। ଏହି ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ। ସରକାରଙ୍କ ଜିଏସଟି ହ୍ରାସ ଓ ଅତ୍ୟାବଶ୍ୟକ ଜିନିଷ ଉପରୁ ଟିକସ…

ଆୟକର ରିଟର୍ନର ଶେଷ ତାରିଖ ଆଉ ଗୋଟିଏ ଦିନ ବୃଦ୍ଧି, ITR ଫାଇଲ କରିବାର ଆଜି ଶେଷ ସୁଯୋଗ

ନୂଆଦିଲ୍ଲୀ,୧୬।୯: ଆର୍ଥିକ ବର୍ଷ ୨୦୨୫ (ଆକଳନ ବର୍ଷ ୨୦୨୫-୨୬) ପାଇଁ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ଅର୍ଥାତ୍‌ ଯେଉଁ କରଦାତାମାନେ ଏପର୍ଯ୍ୟନ୍ତ ଆୟକର ରିଟର୍ନ ଦାଖଲ କରିପାରି ନାହାଁନ୍ତି, ସେମାନଙ୍କୁ ଆଜି ଅର୍ଥାତ୍‌…

ଟ୍ରେନରେ ଯାତ୍ରା କରୁଥିଲେ ଜାଣିନିଅନ୍ତୁ ଏହି ଜରୁରୀ କଥା, ଟିକେଟ ବୁକିଂ ପ୍ରକ୍ରିୟାରେ…

ନୂଆଦିଲ୍ଲୀ,୧୫।୯: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନଙ୍କୁ ଅନଲାଇନରେ କିମ୍ବା କାଉଣ୍ଟରରୁ ତତ୍କାଳ ଟିକେଟ କିଣିବା ପାଇଁ ଆଧାର ଆଧାରିତ OTP ଯାଞ୍ଚ କରିବା ବାଧ୍ୟତାମୂଳକ ହେବ। ଏହି ନିୟମ ୧୫…

ପୁରୁଣା ଯୁଗକୁ ଫେରିଲା ରୁଷିଆ: ଚାଇନା ସହିତ ସାମଗ୍ରୀ ସହିତ ସାମଗ୍ରୀ ବଦଳ କରି କରୁଛି ବ୍ୟବସାୟ

ନୂଆଦିଲ୍ଲୀ,୧୫।୯: ପାଶ୍ଚାତ୍ୟ ଦେଶଗୁଡିକର କଟକଣା ଏଡ଼ାଇବା ପାଇଁ ରୁଷିଆ ୧୯୯୦ର ଦଶକ ପରେ ପ୍ରଥମ ଥର ବାର୍ଟର୍‌ ବ୍ୟବସାୟ(ଦ୍ରବ୍ୟ ବା ସାମଗ୍ରୀ ବଦଳରେ ସାମଗ୍ରୀ) ଉପାୟକୁ ପୁନର୍ଜୀବିତ କରିଛି। କମ୍ପାନୀଗୁଡ଼ିକ ଚାଇନାରୁ କାର ଆମଦାନୀ କରିବା ପାଇଁ ଏହି ଉପାୟ ଆପଣାଇଛନ୍ତି।…

ୟୁପିଆଇ ଟ୍ରାଞ୍ଜାକ୍ସନ ସୀମା ୧୦ ଲକ୍ଷକୁ ବୃଦ୍ଧି

ଭୁବନେଶ୍ୱର,୧୫।୯(ଅନୁରାଧା ମହାରଣା): ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ (ଏନପିସିଆଇ) ସେପ୍ଟେମ୍ବର ୧୫ରୁ ପର୍ସନ-ଟୁ-ମର୍ଚାଣ୍ଟ (ପି୨ଏମ) ୟୁପିଆଇ ଟ୍ରାଞ୍ଜାକ୍ସନର ସୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏହା ଦ୍ୱାରା ୟୁପିଆଇ ବ୍ୟବହାର କରୁଥିବା ବଡ଼ ନେଣଦେଣ ଆହୁରି ସହଜ ହେବ।…

କମିବନି ୫ଟଙ୍କିଆ ଚିପ୍ସ, ବିସ୍କୁଟ ଦାମ

ଭୁବନେଶ୍ୱର,୧୫।୯: କେନ୍ଦ୍ର ସରକାର ଜିଏସଟି ସଂସ୍କାରରେ ବଡ଼ ପରିବର୍ତ୍ତନ ଆଣିଛନ୍ତି, ଯାହା ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷକୁ ଶସ୍ତା କରିବ। ଜିଏସଟି କାଉନସିଲ ଅନେକ ଜିନିଷରେ ଟିକସ ହାର ହ୍ରାସ କରି ୫% ଓ ୧୮% ଦୁଇଟି ଟିକସ ହାରକୁ ଅନୁମୋଦନ…

ଜିଏସ୍‌ଟି ହ୍ରାସ ସତ୍ତ୍ୱେ ୫, ୧୦, ୨୦ ଟଙ୍କିଆ ପ୍ୟାକେଟ୍‌ ସାମଗ୍ରୀ ମୂଲ୍ୟ କମିବ ନାହିଁ: ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩ା୯: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ହ୍ରାସ ସତ୍ତ୍ୱେ ଲୋକପ୍ରିୟ କମ୍‌ ମୂଲ୍ୟରେ ଉପଲବ୍ଧ ପ୍ୟାକେଟ୍‌ ସାମଗ୍ରୀ ଯଥା ୫ ଟଙ୍କିଆ ବିସ୍କୁଟ୍‌, ୧୦ ଟଙ୍କିଆ ସାବୁନ୍‌ ଓ ୨୦ ଟଙ୍କିଆ ଟୁଥ୍‌ପେଷ୍ଟ ଦାମ୍‌ କମାଯାଇପାରିବ ନାହିଁ ବୋଲି ଉପଭୋକ୍ତା…

ଟ୍ରେନ୍‌ରେ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି ବାଇକ୍‌? ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା, ନିୟମ…

ନୂଆଦିଲ୍ଲୀ,୧୩।୯: ଯଦି ଆପଣ ନିଜ ବାଇକ୍‌କୁ ଅନ୍ୟ ସହରକୁ ପଠାଇବାକୁ ଚାହୁଁଛନ୍ତି, ତେବେ ଭାରତୀୟ ରେଳବାଇ ଏକ ସୁରକ୍ଷିତ ଓ ଶସ୍ତା ବିକଳ୍ପ ହୋଇପାରେ। ରେଳବାଇ ପାର୍ସଲ ସେବା ଜରିଆରେ ଆପଣ ସହଜରେ ବାଇକ୍‌କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପଠାଇ…

PhonePe ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲା RBI, ଲଗାଇଲା ଏତେ ଟଙ୍କାର ଜରିମାନା

ନୂଆଦିଲ୍ଲୀ, ୧୩।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫିନଟେକ କମ୍ପାନୀ PhonePe ଉପରେ ୨୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ ପେମେଣ୍ଟ ଉପକରଣ ସହିତ ଜଡିତ କିଛି ନିୟମକୁ ଠିକ ଭାବରେ ପାଳନ ନକରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା…

୧୦ ବର୍ଷରେ ୨ କୋଟି, ପ୍ରତି ମାସରେ କରନ୍ତୁ ଏତିକି ଟଙ୍କାର SIP…

ନୂଆଦିଲ୍ଲୀ,୧୨।୯: ଯଦି ୧୦ ବର୍ଷରେ କୋଟିଏ ଟଙ୍କା ସଞ୍ଚୟ କଥା ଉଠେ, ତାହା କେବଳ ଧନୀମାନଙ୍କ ପାଇଁ ସମ୍ଭବ ବୋଲି କୁହାଯାଏ। ହେଲେ ଏହା ଠିକ୍‌ ନୁହେଁ। କାରଣ ମ୍ୟୁଚୁଆଲ ଫଣ୍ଡର SIP (Systematic Investment Plan) ମାଧ୍ୟମରେ ଆପଣ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?