ଦୁର୍ଘଟଣାରେ ଜଳିଗଲା କାର, ବାଇକ: ଚାଲିଗଲା ବାଇକ ଚାଳକଙ୍କ ଜୀବନ

ରଘୁନାଥପୁର,୧୩ା୧୨(ଡି.ଏନ୍‌.ଏ.)-ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା କଟକ ପାରାଦୀପ ରାସ୍ତାର ଗୋପାଳପୁରଠାରେ ରବିବାର ଏକ କାର ଓ ବାଇକ୍‌ ମୁହଁାମୁହିଁ ଧକ୍କା ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି। ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୃଷ୍ଣାନନ୍ଦପୁର ପଞ୍ଚାୟତ ମନୁମହଲାର ଶେଖ କରାମତ ଅଲ୍ଲି(୫୮)। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅଲ୍ଲୀ ଅପରାହ୍ନରେ ଗୋପାଳପୁର ରାସ୍ତାରେ ବାଇକ୍‌ରେ ଯାଉଥିଲେ। ଏହି ସମୟରେ କଟକ ପଟୁ ଆସୁଥିବା ଏକ କାର ଅନ୍ୟ ଏକ ଗାଡ଼ିିକୁ ଓଭରଟେକ କରିବାକୁ ଯାଇ ଅଲ୍ଲୀଙ୍କ ବାଇକ୍‌ ସହ ମୁହଁାମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟଗାଡ଼ି ଘଟଣାସ୍ଥଳରେ ଜଳିଯିବା ସହ ଅଲ୍ଲୀଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରର ୨ ଛାତ୍ରଙ୍କ ଉଦ୍ୟମ: ମଙ୍ଗଳରେ ଜୀବନ ସନ୍ଧାନ ପ୍ରୟାସ

ବ୍ରହ୍ମପୁର ଅଫିସ୍‌,୨୦ା୧୧- ମଙ୍ଗଳରେ ଜୀବନ ସନ୍ଧାନକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ...

ଟେଷ୍ଟ ନ କରି ନିଜ ଇଚ୍ଛାରେ ଖାଉଛନ୍ତି ଔଷଧ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଲାଣି କରୋନାର ‘ହିଡ଼େନ୍‌ କେସ୍‌’ ବା ‘ଲୁକ୍କାୟିତ ମାମଲା’। କରୋନା ଲକ୍ଷଣ ଥିଲେ ବି ଲୋକେ ଟେଷ୍ଟ କରିବାକୁ ଆସୁନାହାନ୍ତି।...

ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି: ଆନ୍ଧ୍ରପ୍ରଦେଶ ବିଏଡ୍‌ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର,୧୭ା୯(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ବିଏଡ୍‌ ଶିକ୍ଷା କରୁଥିବା ଓଡ଼ିଶାର ୩୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ସେଠାକାର...

ଏସ୍‌ସିବି ମେଡିକାଲ: ୫୦୦ରୁ ୨୫୦ ପ୍ରକାର ଔଷଧ ମିଳୁଛି

କଟକ ଅଫିସ, ୩।୧୧: ନିରାମୟ ଯୋଜନାରେ ସରକାର ୫୦୦ରୁ ଊର୍ଦ୍ଧ୍ୱ ପ୍ରକାରର ଔଷଧ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିଲେ। ମାତ୍ର ଏବେ ଏସ୍‌ସିବି ମେଡିକାଲରେ ୨୦୦ରୁ...

ଜୁନ୍‌ ୩୦ ଯାଏ ମଲ୍‌, ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୧।୬(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍‌ ୩୦ ଯାଏ ସପିଂ ମଲ୍‌ ଓ ସମସ୍ତ ଧାର୍ମିକ ଅନୁଷ୍ଠାନ ରହିବା ନେଇ ଘୋଷଣା...

ଫାଇନାନ୍ସ କର୍ମଚାରୀଙ୍କ ନିର୍ଯାତନା ଯୋଗୁ ମୃତ୍ୟୁ ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୦ା୧୨: ଫାଇନାନ୍ସ କର୍ମଚାରୀଙ୍କ ନିର୍ଯାତନା ଯୋଗୁ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଅଲଣାହାଟ କାଂଶ ଗ୍ରାମର ସୂର୍ଯ୍ୟକାନ୍ତ ଖୁଣ୍ଟିଆ ନାମକ ବ୍ୟକ୍ତିଙ୍କ ରବିବାର ରାତିରେ ମୃତ୍ୟୁ...

ପେନ୍‌ସନ ସମ୍ପର୍କିତ ଅଭିଯୋଗ ରଖିଲେ ଅବସରପ୍ରାପ୍ତ ନୌସୈନିକ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଭେଟେରାନ୍ସ କ୍ଲବ୍‌ ଓଡ଼ିଶା ପକ୍ଷରୁ ଅବସରପ୍ରାପ୍ତ ନୌସୈନିକଙ୍କ ପେନସନ ସମ୍ପର୍କିତ ଏକ ଇପିପିଓ ଅଭିଯୋଗ କାର୍ଯ୍ୟଶାଳା ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ନୌସେନା...

ସୋମବାର ଓଏସ୍‌ଆର୍‌ଟିସି ବସ୍‌ ବନ୍ଦ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଭାରତ ବନ୍ଦକୁ ଦୃଷ୍ଟିରେ ରଖି ସୋମବାର ଓଏସ୍‌ଆର୍‌ଟିସି ବସ୍‌ ସେବା ବନ୍ଦ ରହିବ। ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଓଏସ୍‌ଆର୍‌ଟିସି ବସ୍‌ ଚଳାଚଳ...

Advertisement
Archives

Model This Week