କଙ୍ଗାରୁ କେୟାର

ଶିଶୁର ଉତ୍ତମ ସ୍ବାସ୍ଥ୍ୟ ତଥା ବିଭିନ୍ନ ସମସ୍ୟା ଦୂର କରିବା ନିମନ୍ତେ କଙ୍ଗାରୁ କେୟାର ବା କେଏମ୍‌ସି ଏକ ସୁନ୍ଦର ବିକଳ୍ପ। ନବଜାତ ଶିଶୁକୁ କଙ୍ଗାରୁ ଭଳି ନିଜ ତ୍ୱଚା ସହ ଲଗାଇ ରଖିବାକୁ ହୋଇଥାଏ। ମାଆମାନଙ୍କୁ ପରିଷ୍କାର ପରିଚ୍ଛନ ଉପରେ ଅଧିକ ଧ୍ୟାନ ଦେବାକୁ ହେବ। ମା’କୁ କୌଣସି ପ୍ରକାରର ରୋଗ ହୋଇ ନ ଥିବ, ସେ ପୋଷାକ ବଦଳାଉଥିବେ ଏବଂ ହାତକୁ ସଫା ରଖିବାକୁ ହେବ। ଯଦି ମାଆଟିଏ କେଏମ୍‌ସି ଦେବାକୁ ଅକ୍ଷମ ତେବେ ଶିଶୁର ପିତା କିମ୍ବା ଦାଦା ଅଥବା ପରିବାରର ଅନ୍ୟ ସଦସ୍ୟ ବି ଶିଶୁକୁ କେଏମ୍‌ସି ଦେଇପାରିବେ।
କିପରି ଦେବେ କେଏମ୍‌ସି
କେଏମ୍‌ସି ଦେବା ସମୟରେ ଆଗପଟରୁ ଖୋଲା ହୋଇପାରୁଥିବା ପୋଷାକ ପିନ୍ଧନ୍ତୁ। ଶିଶୁକୁ ମଧ୍ୟ ନ୍ୟାପକିନ୍‌ ପିନ୍ଧାଇବା ସହିତ ଆଗପଟରୁ ଖୋଲା ଥିବା ପୋଷାକ ପିନ୍ଧାନ୍ତୁ। ଶିଶୁକୁ କେଏମ୍‌ସି ଦେଉଥିବା ବ୍ୟକ୍ତି ପୋଷାକ ଖୋଲି ଛାତିରେ ଜାକି ଧରନ୍ତୁ। ଏହି ପ୍ରକ୍ରିୟା ବସିବାବେଳେ କିମ୍ବା ଶୋଇବାବେଳେ ଦେଇପାରିବେ। ପ୍ରଥମେ ଅତିକମରେ ୧ଘଣ୍ଟା ଏବଂ ପରେ ସମୟ ବଢାଇ ପୂରା ଦିନ ଶିଶୁକୁ କେଏମ୍‌ସି ଦେବା ଉଚିତ। ଶିଶୁର ଓଜନ ଅଢେଇ କିଲୋଗ୍ରାମରୁ ଅଧିକ ହେଲେ କେଏମ୍‌ସି ବନ୍ଦ କରି ଦିଆଯାଇପାରେ।
କେଏମ୍‌ସିର ଲାଭ:କଙ୍ଗାରୁ କେୟାର ପଦ୍ଧତି ଦ୍ୱାରା ଶିଶୁର ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ। ମା’ର କ୍ଷୀର ବଢ଼ିଥାଏ। ଶିଶୁର ତାପମାତ୍ରା ଠିକ୍‌ ରହିଥାଏ ଏବଂ ଇନ୍‌ଫେକସନରୁ ମୁକ୍ତି ମିଳିଥାଏ। ଠିକ୍‌ଭାବେ ପ୍ରକ୍ରିୟା କରିଲେ ମାତ୍ର ୩ ଦିନରେ ନବଜାତ ଶିଶୁର ବିକାଶ ହୋଇଥାଏ। ନବଜାତ ଶିଶୁର ମୃତ୍ୟୁହାର ବି କମ୍‌ ହୋଇଥାଏ।ବିଶେଷଜ୍ଞଙ୍କ କହିବା ଅନୁସାରେ ଇନ୍‌କ୍ୟୁବେଟର ତୁଳନାରେ କେଏମ୍‌ସି ଅତ୍ୟନ୍ତ ଫଳପ୍ରଦ।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri