କେରଳର ୧୦୨ ପରଦାରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆଉ ୨ ଦିନ ଅର୍ଥାତ୍‌ ୯ରେ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ହିନ୍ଦୀ ସମେତ ତେଲୁଗୁ,ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିବ। ତେବେ ଏକ ବଡ ଅପଡେଟ୍‌ ସାମ୍ନାକୁ ଆସିଛି ଯେ, ‘ବ୍ରହ୍ମାସ୍ତ୍ର’ ମାଲାୟାଲମ ଭାଷାରେ କେରଳର ୧୦୨ ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ଚଳିତ ବର୍ଷ ବଲିଉଡ୍‌ରେ ‘ବ୍ରହ୍ମାସ୍ତ୍ର’ହେଉଛି ସବୁଠାରୁ ମହଙ୍ଗା ଫିଲ୍ମ। ଆୟାନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ନିର୍ମାଣ କରିବାକୁ ପ୍ରାୟ ୪ ବର୍ଷ ଲାଗିଥିଲା। ରଣବୀର-ଆଲିଆଙ୍କ ବ୍ୟତିତ ଏହି ଫିଲ୍ମରେ ନାଗାର୍ଜୁନ, ମୌନୀ ରୟ, ଅମିତାଭ ବଚ୍ଚନ ଏବଂ ଡିମ୍ପଲ କାପାଡିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ୍‌ ଏକାଡେମି ଫିଲ୍ମ ଆଓ୍ବାର୍ଡ: ‘ଦି ପାଓ୍ବାର ଅଫ୍‌ ଡଗ୍‌’କୁ ଶ୍ରେଷ୍ଠ ଫିଲ୍ମ, ଓ୍ବିଲ୍‌ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା

ଲଣ୍ଡନ,୧୪।୩: ଲଣ୍ଡନର ରୟାଲ୍‌ ଆଲବର୍ଟ ହଲ୍‌ରେ ରବିବାର ୭୫ତମ ବ୍ରିଟିଶ୍‌ ଏକାଡେମି ଫିଲ୍ମ ଆଓ୍ବାର୍ଡ (ବିଏଏଫ୍‌ଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ‘ଦି ପାଓ୍ବାର...

ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ନୁସରତ୍‌

ମୁମ୍ବାଇ: ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ଚର୍ଚ୍ଚିତ ନୁସରତ୍‌ ଭରୁଚାଙ୍କୁ ମନୋନୀତ କରାଯାଇଛି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ଏହି ସମ୍ମାନ ପାଇବେ।...

ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ମହାମାରୀ କରୋନା ସମୟରେ ଅନେକ କଳାକାର ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ଆହୁରି ଅନେକ କଳାକାର ମା’ବାପା ହେବା ଅପେକ୍ଷାରେ ରହିଛନ୍ତି। ଏବେ...

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ମହେଶ-ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ‘ ଗଙ୍ଗୁବାଇ କାଠିଆୱାଡି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ରିଲିଜ୍‌ ହେବା ପରେ ବକ୍ସ ଅଫିସରେ ୧୦୦ କୋଟି କ୍ଲବ୍‌...

ପ୍ରଥମ ଜନ୍ମଦିନରେ କେମିତି ଦେଖାଯାଉଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍‌ ଆକ୍ଟ୍ରେସ୍‌ ୟାମି ଗୌତମଙ୍କର ଏକ ଫଟୋ ଏବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହେବାରେ ଲାଗିଛି।...

ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କଲେ ଅମିତାଭ ବଚ୍ଚନ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୪୨, ୧୧ଅକ୍ଟୋବରରେ ଉତ୍ତର ପ୍ରଦେଶର ଇଲହାବାଦରେ ଜନ୍ମ ଗ୍ରହଣ କରିଥିଲେ।...

ଅଭିନୟ ଛାଡ଼ି ରାଜନୀତି ଆଡ଼କୁ ମନ ବଳାଇଲେଣି କଙ୍ଗନା! ଭବିଷ୍ୟତ ଯୋଜନା କିଛି ଏଭଳି…

ବମ୍ବେ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ତେବେ ଖାଲି ପରଦାରେ ନା...

ଲିପ୍‌ ବାମ୍‌, ଫେସ୍‌ଓ୍ବାଶ ଓ ପରିଣିତି

ପରିଣିତି ଚୋପ୍ରାଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଲେଡିଜ୍‌ ଭର୍ସେସ ରିକି ବହଲ’ ସିନେମାରୁ। ପ୍ରଥମ ସିନେମାକୁ ନେଇ କାହିଁ କେତେ ଆଶା ବାନ୍ଧି ବସିଥିଲେ ସେ।...

Advertisement
Archives

Model This Week