ନିଜ ପିଲାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ଏସବୁ ବଲିଉଡ୍‌ ତାରକା: କିଏ କରିଥିଲେ ଆତ୍ମହତ୍ୟା ତ କିଏ…

ବଲିଉଡ୍‌ ତାରକାଙ୍କ ବ୍ୟକ୍ତିଗତ ଜୀବନ ଦୂରରୁ ସୁନ୍ଦର ମନେହୁଏ ହେଲେ ବାସ୍ତବତା କିଛି ଭିନ୍ନ ଥାଏ। ସେଭଳି କିଛି କଳାକାରଙ୍କ ଜୀବନରେ ଏପରି କ୍ଷଣ ଆସିଛି ଯାହା ସବୁଦିନ ପାଇଁ ତାଙ୍କୁ ଦୁଃଖ ଦେଇ ଯାଇଛି। ଆଜି ଆମେ ଆପଣଙ୍କୁ ଏପରି କିଛି କଳାକାରଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ପିଲାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ।

ଅନୁରାଧା ପୌଡ଼ୁଆଲ:
ଭେଟେରାନ ଗାୟିକା ଅନୁରାଧା ପୌଡୁଆଲ ପୁଅଙ୍କ ମୃତ୍ୟୁରେ ଚକିତ ହୋଇଯାଇଥିଲେ। ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। କିଡନୀ ଜନିତ ସମସ୍ୟା ହେତୁ ତାଙ୍କ ପୁଅ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା।

କବୀର ବେଦୀ:
ଲୋକପ୍ରିୟ ଅଭିନେତା କବୀର ବେଦୀଙ୍କ ପୁଅ ମାତ୍ର ୨୫ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ। ତାଙ୍କ ପୁଅ ସିଦ୍ଧାର୍ଥ ମାନସିକ ରୋଗରେ ପୀଡିତ ଥିଲେ। କବୀର ପୁଅକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ।

ମେହମୁଦ:
ବଳିଷ୍ଠ ଅଭିନୟ ପାଇଁ ଜଣାଶୁଣା ଭେଟେରାନ କଳାକାର ମେହମୁଦଙ୍କୁ ମଧ୍ୟ ତାଙ୍କ ପୁଅର ମୃତ୍ୟୁର ଯନ୍ତ୍ରଣା ସହିବାକୁ ପଡିଥିଲା। ତାଙ୍କର ହଦ୍‌ଘାତ ହୋଇଥିଲା, ଯେଉଁ କାରଣରୁ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା।

ଶେଖର ସୁମନ:
ବଲିଉଡ ଅଭିନେତା ଶେଖର ସୁମନ ମଧ୍ୟ ପୁଅକୁ ହରାଇବାର ଯନ୍ତ୍ରଣା ଭୋଗିଛନ୍ତି। ସେ ତାଙ୍କର ୧୧ ବର୍ଷର ପୁଅକୁ ହରାଇଛନ୍ତି। ସେ ହୃଦୟ ଜନିତ ସମସ୍ୟାରେ ପୀଡିତ ଥିଲେ।

ଜଗଜିତ ସିଂହ:
ଭେଟେରାନ ଗଜଲ ଗାୟକ ଜଗଜିତ ସିଂ ୧୯୯୦ ଏକ ଦୁର୍ଘଟଣାରେ ପୁଅକୁ ହରାଇଥିଲେ। ତା’ପରେ ତାଙ୍କ ଝିଅ ୨୦୦୯ରେ ଆତ୍ମହତ୍ୟା କରିଥିଲେ। ଜଗଜିତ ସିଂ ଉଭୟ ଶିଶୁଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ।

ଆଶା ଭୋସଲେ:
ଗାୟକ ଆଶା ଭୋସଲେ ମଧ୍ୟ ଦୁଇଟି ସନ୍ତାନ ହରାଇଛନ୍ତି। ସେ ଦୁଇଥର ବିବାହ କରିଥିଲେ ଏବଂ ଏହି ବିବାହରୁ ତାଙ୍କର ତିନି ସନ୍ତାନ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି।

ମୌସୁମୀ ଚାଟାର୍ଜୀ:
ବିଗତ ଦିନର ସୁନ୍ଦରୀ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ମଧ୍ୟ ତାଙ୍କ ଝିଅର ମୃତ୍ୟୁକୁ ଗ୍ରହଣ କରିପାରି ନ ଥିଲେ। ୩୧ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା। ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri