Posted inଜାତୀୟ

‘୩୫୦ ଆସନ ଜିତିବ ଭାଜପା’

ଲକ୍ଷ୍ନୌ,୨୦।୯: ରାଜ୍ୟବାସୀ, ସଂଗଠନ ଓ ସରକାରଙ୍କ ମିଳିତ ଉଦ୍ୟମ ଜାତୀୟ ସ୍ତରରେ ୟୁପି ପ୍ରତି ଲୋକଙ୍କ ଚିନ୍ତାଧାରରେ ପରିବର୍ତ୍ତନ ଆଣିଛି। ଆମ ସରକାରଙ୍କ ଉପରେ ଲୋକଙ୍କ ଭରସା ବୃଦ୍ଧି ପାଇଛି। ଏହି ବିଶ୍ୱାସ ସୁନିଶ୍ଚିତ କରୁଛି ଯେ, ୨୦୨୨ ବିଧାନସଭା ନିର୍ବାଚନରେ ଭାଜପା ୩୫୦ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ। ଚଳିତ ଭାଜପା ଶାସନର ସାଢ଼େ ୪ ବର୍ଷ ପୂରଣ ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଭଳି ଆତ୍ମବିଶ୍ୱାସ ସହ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

”ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ବାଙ୍ଗଲୋ ନିର୍ମାଣ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କିନ୍ତୁ ନୂଆ ଭାରତର ନୂଆ ଉତ୍ତରପ୍ରଦେଶ ୪୨ ଲକ୍ଷ ଗରିବ ଲୋକଙ୍କ ପାଇଁ ପକ୍କା ଘର ନିର୍ମାଣ କରିଛି। ୨୦୧୭ ପୂର୍ବରୁ ଏହି ରାଜ୍ୟରେ ଅପରାଧୀ ଓ ମାଫିଆମାନେ ଭୟର ବାତାବରଣ ସୃଷ୍ଟି କରୁଥିଲେ। ଦୁଇ ତିନି ଦିନକୁ ଥରେ ସାମ୍ପ୍ରଦାୟିକ ଦଙ୍ଗା ହେଉଥିଲା। ମାତ୍ର ଏବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି“ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗାମୀ ବର୍ଷ ଫେବୃୟାରୀରେ ୟୁପିରେ ବିଧାନସଭା ନିର୍ବାଚନ ହେବାର ଅଛି। ୨୦୧୭ ନିର୍ବାଚନରେ ମୋଟ ୪୦୩ ଆସନରେ ଭାଜପାର ୩୨୫ ବିଧାୟକ ଜିତିଥିଲେ। ସମାଜବାଦୀ ପାର୍ଟି (ସପା)କୁ ୫୪, ବହୁଜନ ସମାନବାଦୀ ପାର୍ଟି (ବିଏସ୍‌ପି)କୁ ୧୯ ଆସନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ପ୍ରଥମ ମୁସଲମାନ ମହିଳା ଭାବେ ଯୁଦ୍ଧ ବିମାନ ପାଇଲଟ ହେବେ ସାନିଆ ମିର୍ଜା

ଲକ୍ଷ୍ନୌ,୨୩।୧୨: ଯଦି କିଛି କରିବାକୁ ମନରେ ଆଗ୍ରହ ଅଛି, ତେବେ ଦୁନିଆରେ କିଛି ଅସମ୍ଭବ ନୁହେଁ। ଉତ୍ତରପ୍ରଦେଶର ମିର୍ଜାପୁର ଜିଲାର ଏକ ଛୋଟ ଗାଁର ବାସିନ୍ଦା...

‘ଗାନ୍ଧୀ ଟାଇଟଲ ନେଇ ଚଳାଯାଉଛି ଦୋକାନ’, ରାହୁଲ ଗାନ୍ଧୀଙ୍କୁ ନେଇ କପିଲ ମିଶ୍ରାଙ୍କ ବଡ ବୟାନ

ନୂଆଦିଲ୍ଲୀ,୨।୪: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଦିଲ୍ଲୀର ପୂର୍ବତନ ବିଧାୟକ କପିଲ ମିଶ୍ରା କହିଛନ୍ତି ଏବେ ଆଗାମୀ ଦିନରେ ରାମନବମୀରେ ୩ ଦିନିଆ ଛୁଟି...

‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କଲେ ନଡ୍ଡା

ଜୟପୁର,୧୬।୭: ଭାଜପା ସଭାପତି ଜେପି ନଡା ରବିବାର ଜୟପୁରରେ ଅନୁଷ୍ଠିତ ଏକ ସଭାରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କରି...

ଏଥର ଇକୋ ଫ୍ରେଣ୍ଡ୍‌ଲୀ ଗଣେଶ

କୋଏମ୍ବାଟୁର,୨୮।୮: ଗଣେଶ ଚତୁର୍ଥୀ ଭାଦ୍ରବ ଶୁକ୍ଳପକ୍ଷରେ ପଡ଼ୁଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବର ୨ରେ ଏହା ପାଳନ କରାଯିବ। ବିଘ୍ନବିନାଶନଙ୍କ ପୂଜା ଆଉ କିଛି ଦିନ ବାକି...

‘ରାଜ୍ୟପାଳ ହେବାରେ କୌଣସି ଆନନ୍ଦ ନାହିଁ, କେବଳ ଦୁଃଖ’

ମୁମ୍ବାଇ,୭।୧: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜ୍ୟପାଳ ହେବାରେ କୌଣସି ଆନନ୍ଦ ନାହିଁ ବରଂ ଏହି...

ନୀତୀଶ-ତେଜସ୍ବୀ ମୁହାଁମୁହିଁ

ପାଟନା, ୨୮।୧୧: ନିର୍ବାଚନ ପ୍ରଚାର ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ କଡ଼ା ସମାଲୋଚନା କରିଥିଲେ।...

କରୋନା ମୁକାବିଲା ଲାଗି ପ୍ରସ୍ତୁତ କି ଭାରତୀୟ ସ୍ବାସ୍ଥ୍ୟ ସେବା: ୧୦,୭୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣ ନେଇ ସତର୍କତା ଜାରି ହୋଇଛି। ଏପରିସ୍ଥଳେ ଭାରତୀୟ ସ୍ବାସ୍ଥ୍ୟ ସେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ୍‌...

ବିମାନରେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା: ବନ୍ଧା ହେଲେ ପ୍ରଫେସର

ନୂଆଦିଲ୍ଲୀ,୨୯ା୭: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଜଣେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଜଣେ ପ୍ରଫେସର ଗିରଫ କରିଛି। ଗତ...

Advertisement
Archives

Model This Week