କପିଲଙ୍କ ଶୋ’ ଛାଡ଼ିଲେ ଭାରତୀ! ଚର୍ଚ୍ଚାକୁ ନେଇ କମେଡିକୁଇନ୍‌ କହିଲେ…

ବମ୍ବେ: ଅନେକ ଦିନ ବ୍ୟବଧାନ ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’। ସେପ୍ଟେମ୍ବର ୧୦ରୁ ପ୍ରତି ଶନିବାର ଏବଂ ରବିବାର ଦର୍ଶକେ ଏହାକୁ ଦେଖିପାରିବେ। ନିକଟରେ ଏହାର କିଛି ପ୍ରମୋ ନଜର ଆସୁଛି। ନୂଆ ସିଜିନ୍‌ରେ ଦେଖିବାକୁ ମିଳିଛି କିଛି ନୂଆ ଚେହେରା। ହେଲେ କିଛି ପୁରୁଣା ଚେହେରା ଗାଏବ ହେବା ପରି ମନେ ହେଉଛି। ଯେମିତିକି କମେଡିକୁଇନ୍‌ ଭାରତୀ ସିଂହ।

ଭାରତୀ ପ୍ରମୋରେ ନଜର ନ ଆସିବା ପରେ ସେ ଶୋ’ ଛାଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ଭାରତୀ ଏବେ ଏହା ପଛର କାରଣ କହିଛନ୍ତି। ଶୋ’ ପୂର୍ବରୁ ତାଙ୍କୁ ଅଧିକ ଦିନର ବିରତି ଲୋଡ଼ା ଥିଲା। କାହିଁକିନା ଅନ୍ୟ ଶୋ’ ପାଇଁ ଚୁକ୍ତି ରହିଛି। ଏମିତିରେ ସେମାନେ ବିଦେଶରୁ ଫେରି ଶୋ’କୁ ଆରମ୍ଭ କରିବାକୁ ଯାଉଛନ୍ତି। ଅନ୍ୟ ସ୍ଥାନରେ କଥା ଦେଇଥିବାରୁ ସେଠାକୁ ଫେରିହେବ ନାହିଁ। ‘ସା ରେ ଗା ମା ପା’ରେ ସେ ନଜର ଆସିବେ। ଉଭୟଙ୍କ ଶୁଟିଂ ସମୟ ମଧ୍ୟ ସମାନ ନ ହେଲେ ମଝିରେ ମଝିରେ ସେ ଶୋ’ରେ ନଜର ଆସିବେ। ଏହାଛଡ଼ା ସେ ଏବେ ଜଣେ ମା’। ଏଥିଲାଗି ପ୍ରତିଟି ଶୋ’ରେ ନଜର ଆସିବାର ଅଭ୍ୟାସ କେହି ପକାନ୍ତୁ ନାହିଁ, ମଝିରେ ମଝିରେ କିନ୍ତୁ ସେ ନଜର ଆସିବେ ବୋଲି ଭାରତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଥୋନି ମ୍ୟାକିଙ୍କ ସହ ନଜର ଆସିବେ ଦେଶୀ ଗର୍ଲ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଉ ଏକ ହଲିଉଡ ଫିଲ୍ମରେ ନଜର ଆସିବେ। ମାର୍ଭେଲ ସିରିଜ ଫେମ ଆନ୍ଥୋନି ମ୍ୟାକିଙ୍କ ସହ ତାଙ୍କୁ ‘ଏଣ୍ଡିଙ୍ଗ ଥିଙ୍ଗ୍ସ’ରେ...

ନାୟିକାରୁ ଏବେ ପ୍ରଯୋଜିକା ହେଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ଆଗ ଧାଡିର ନାୟିକା ଆଲିଆ ଭଟ୍ଟ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ରଖିଛନ୍ତି । ନିଜ ପ୍ରଡକସନ୍ ହାଉସ୍ ବ୍ୟାନରରେ ମୁଭି ଡାର୍ଲଂସ୍...

ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ରାକ୍ଷୀଙ୍କୁ ବିବାହ କରିଛନ୍ତି ରିତେଶ, ପୁଣି ଚର୍ଚ୍ଚାରେ…

ବମ୍ବେ: ପୁଣି ଚର୍ଚ୍ଚାରେ ରାକ୍ଷୀ ସାଓ୍ବନ୍ତ। ବିଗ୍‌ ବସ୍‌ ୧୫ ଘରେ ସ୍ବାମୀ ରିତେଶ ସିଂହଙ୍କ ସହ ଏଣ୍ଟ୍ରି ନେଇଥିଲେ ସେ। ସେବେଯାଏ ସେ ସମସ୍ତଙ୍କଠାରୁ...

ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି ଆଉନାହାନ୍ତି

ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ଏନେଇ ତାଙ୍କ ଝିଅ ଅନ୍ବେଷା ମହାନ୍ତି ସୂଚନା ଦେଇଛନ୍ତି। ଗତ କିଛି ଦିନ...

ମହିଳା କଳାକାରଙ୍କୁ ଅସଦାଚରଣ କରି ଗିରଫ ହେଲେ ବଲିଉଡର ଏହି ଅଭିନେତା

ମୁମ୍ବାଇ, ୩।୧୧-ମହିଳା କଳାକାରଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବଲିଉଡ ଅଭିନେତା ବିଜୟ ରାଜଙ୍କୁ ମଙ୍ଗଳବାର ରାମନଗର ପୋଲିସ ଗିରଫ କରିଛି। ମହାରାଷ୍ଟ୍ରର ଗୋଣ୍ଡିଆ ଜିଲାରୁ ତାଙ୍କୁ...

ରିଲିଜ୍‌ ହେଲା ଆମିରଙ୍କ ଫିଲ୍ମ: ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ

ବହୁ ପ୍ରତୀକ୍ଷାର ହେଲା ଅନ୍ତ। ଅଭିନେତା ଆମିର ଖାଁ ଏବଂ କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଲାଲ୍‌ ସିଂ ଚଡ୍ଡା’ ଗୁରୁବାର ରିଲିଜ୍‌ ହୋଇଯାଇଛି। ଯାହାକୁ...

ମନିଷାଙ୍କ ପ୍ରେମରେ ପାଗଳ ଥିଲେ ନାନା ପାଟେକର; ହେଲେ କରିପାରିଲେନି ବିବାହ

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମକାହାଣୀ ଶୁଟିଂ ସେଟ୍‌ରୁ ଗଢ଼ି ଉଠିଥିଲେ ହେଁ ପରେ ଭାଙ୍ଗି ଯାଇଛି। ସେଭଳି ଗୋଟିଏ ହେଲା ନାନା ପାଟେକର ଏବଂ ମନିଷା...

ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା

ମହାମାରୀ କରୋନା ସମୟରେ ଅନେକ କଳାକାର ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ଆହୁରି ଅନେକ କଳାକାର ମା’ବାପା ହେବା ଅପେକ୍ଷାରେ ରହିଛନ୍ତି। ଏବେ...

Advertisement
Archives

Model This Week