୩୭ ବର୍ଷରେ ମା’ ହେବାକୁ ଯାଉଛନ୍ତି ଭାରତୀ, ପତି ହର୍ଷଙ୍କ ସହ ଆସିଲେ ନଜର

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଓ ପତି ହର୍ଷ ଲିମ୍ବାଚିୟା ପ୍ରଥମ ଥର ପାଇଁ ମାତା ପିତା ହେବାକୁ ଯାଉଛନ୍ତି । ଇତି ମଧ୍ୟରେ ପତି ହର୍ଷ ଲିମ୍ବାଚିୟାଙ୍କ ସହ ବେବି ବମ୍ପ ସହ ନଜର ଆସିଛନ୍ତି ଭାରତୀ । ଏମିତି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ସେତିକି ନୁହେଁ ଭାରତୀ ସାଙ୍ଗମାନଙ୍କ ସହ ପାର୍ଟି କରିବାର ଫଟୋ ବି ଶେୟାର କରିଛନ୍ତି ଯେଉଁଥିରେ ସେ ଖୁବ୍ ଖୁସିଥିବା ଦେଖାଯାଇଛି । ଆଉ ଏଥିରେ ଲେଖାଯାଇଛି ‘ବେବି ଲିମ୍ବାଚିୟା କମିଂ ସୁନ୍‌’ । ଏହା ର୍ପୂବରୁ ଭାରତୀ ଏକ ସାକ୍ଷାତ୍ କାରରେ କହିଥିଲେ ତାଙ୍କ ପତି ହର୍ଷ ନୂଆ ଅତିଥିକୁ ନେଇ ଖୁବ୍ ଏକ୍ସସାଇଟେଡ ଅଛନ୍ତି । ଆଉ ସେ ନିଜେ ମା’ ହେବାକୁ ଯାଉଥିବାରୁ ଖୁବ୍ ଖୁସି ଅଛନ୍ତି । ତେବେ ପ୍ରେଗ୍ନାନ୍ସି ସମୟରେ ସେ ସମସ୍ତ କାମ ସାରି ଦେବାକୁ ଚାହୁଁଛନ୍ତି । କାରଣ ବେବି ଆସିବା ପରେ ସେ ସମ୍ପୂଣ୍ଣଁ ଫ୍ରି ହେବାକୁ ଚାହୁଁଛନ୍ତି । ଏମିତି ହେଲେ ସେ ପୁରା ସମୟ ତାଙ୍କ ପିଲାକୁ ଦେଇପାରିବେ ବୋଲି କହିଛନ୍ତି । କେବଳ ସେତିକି ନୁହେଁ ଭାରତୀ କହିଛନ୍ତି ଆମ ପିଲା ଆମର ପରିଶ୍ରମକୁ ଅନୁଭବ କରିପାରୁଛି । ଆଉ ଆଶା କରୁଛୁ ସେ ବଡ ହୋଇ ଆମ ଭଳି ପରିଶ୍ରମି ହେଉ । ବିଶଷ କରି ସେ ତା’ ପିତା ଅର୍ଥାତ୍ ହର୍ଷଙ୍କ ଭଳି ପରିଶ୍ରମି ହେଉ ବୋଲି ଭାରତୀ ଇଚ୍ଛା ରଖିଛନ୍ତି । ସୂଚନାଯୋଗ୍ୟ, ଭାରତୀ ଏବେ ୫ ମାସର ଗର୍ଭବତୀ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri