ଉପକାରୀ ବୃକ୍ଷ, ଘରେ ଲଗାଇଲେ ମିଳିଥାଏ ଶୁଭଫଳ

ପ୍ରକୃତି ସହ ଜଡ଼ିତ ପ୍ରତ୍ୟେକଟି ଜିନିଷକୁ ଈଶ୍ୱରଙ୍କର ଗୋଟିଏ ଗୋଟିଏ ସ୍ବରୂପ ଭାବେ ବିବେଚନା କରାଯାଇଥାଏ; ଯେମିତି କି ବୃକ୍ଷଲତା। ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି ବି କିଛି ବୃକ୍ଷଲତା ରହିଛି ଯାହାକୁ ଘରେ ଲଗାଇଲେ ଅନେକ କିଛି ଶୁଭଫଳ
ମିଳିଥାଏ। ଯେମିତିକି :

* ତୁଳସୀ ଗଛକୁ ପବିତ୍ରତାର ସ୍ବରୂପ ବୋଲି କୁହାଯାଇଥାଏ। ତେଣୁ ଘରର ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।

* ଏରିକା ପାମ୍‌ ବୃକ୍ଷକୁ ଲକି ପ୍ଲାଣ୍ଟ ବୋଲି କୁହାଯାଇଥାଏ। ଏହି ବୃକ୍ଷକୁ ଘରେ ଲଗାଇଲେ ଘରର ବାୟୁ ସ୍ବଚ୍ଛ ନିର୍ମଳ ରହିବା ସହିତ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ; ଫଳରେ ଐଶ୍ୱର୍ଯ୍ୟ ବୃଦ୍ଧି କରାଇବାରେ ଏହା ସାହାଯ୍ୟ କରିଥାଏ।

* କୁହାଯାଏ, କଦଳୀ ଗଛର ଛାଇରେ ବସି ପାଠ ପଢ଼ିଲେ ପାଠ ଶୀଘ୍ର ମନେ ରହିଯାଏ। କାରଣ ଏହି ଗଛ ସ୍ମରଣ ଶକ୍ତିକୁ ବୃଦ୍ଧି କରାଇବାରେ ସହାୟକ ହୋଇଥାଏ। ତେଣୁ ଏହି ଗଛକୁ ଘର ଅଗଣାରେ କିମ୍ବା ବାଡିପଟେ ଲଗାଇବା ଶୁଭ ହୋଇଥାଏ।

* ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କଣ୍ଟାଥିବାବାଲା କୌଣସି ଗଛ ଲଗାଇବା ଉଚିତ୍‌ ନୁହେଁ। କିନ୍ତୁ ଗୋଲାପ ଗଛ ଲଗାଇହେବ। କାରଣ ଏହା ଘରର ସଦସ୍ୟଙ୍କ ଭିତରେ ଭଲପାଇବା ବୃଦ୍ଧି କରାଇବା ସହ ଘରର ଐଶ୍ୱର୍ଯ୍ୟକୁ ମଧ୍ୟ ବୃଦ୍ଧି କରିଥାଏ।

* ଧଳା ଅପରାଜିତା ଫୁଲ ଫୁଟୁଥିବା ଗଛ ଘରେ ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ଧନବୃଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ଘରେ ଥିବା ଏହି ଜିନିଷ ହୋଇଥାଏ କ୍ୟାନ୍‌ସରର କାରଣ

ବର୍ତ୍ତମାନ ସମୟରେ କ୍ୟାନ୍‌ସର ଏକ ସାଂଘାତିକ ରୋଗ। ଅଧିକାଂଶ ଲୋକଙ୍କ ମୃତ୍ୟୁ କ୍ୟାନ୍‌ସର ଦ୍ୱାରା ହୋଇଥାଏ। ତେଣୁ ଏହି ରୋଗରୁ ଦୂରେଇ ରହିବା ପାଇଁ ଖାଇବା...

ଏହି ସମୟରେ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ଜଳ ହିଁ ଜୀବନ। ଜଳ ବିନା ଜୀବନ କଳ୍ପନା ଅସମ୍ଭବ, ସମସ୍ତଙ୍କୁ ବଞ୍ଚିରହିବାକୁ ହେଲେ ପାଣି ନିହାତି ଜରୁରି। ଏହା ଶରୀରକୁ ସୁସ୍ଥ ରଖିଥାଏ। ଶରୀରେ...

କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ମନେରଖନ୍ତୁ ଚାଣକ୍ୟଙ୍କ ଏହି ୪ କଥା, ହେବେ ନାହିଁ ପ୍ରତାରିତ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ...

ନୋବେଲ ବିଜ୍ଞାନୀ: ପେସା ଡାକ୍ତରୀ ନିଶା ଗବେଷଣା

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିଶ୍ୱବିଦିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଆଡଲଫ ଇମଲି ଭାନ୍‌ ବେହେରିଙ୍ଗ ଥିଲେ ଅନ୍ୟତମ। ଦୃଢ଼ ଆତ୍ମବିଶ୍ୱାସ ଏବଂ ପ୍ରଗାଢ଼ ଚେଷ୍ଟା ବଳରେ ସେ...

ଦୀପାବଳି ରେ ଘରକୁ ଦିଅନ୍ତୁ ନୂଆ ରୂପ

କୁହାଯାଏ, ଯେଉଁଠି ପରିଷ୍କାର ଥାଏ ସେଠି ଭଗବାନ ବାସ କରନ୍ତି। ତେଣୁ ଘରକୁ ସଜାଇବା ପୂର୍ବରୁ ପ୍ରଥମେ ଏହାକୁ ସଫା ଏବଂ ପରିଷ୍କାର ରଖନ୍ତୁ। ଅଦରକାରୀ...

ମଧୁମେହ ଯୋଗୁ ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର...

ସୁଫିଆନା ପନିର ଟିକା

ପୁରୀ ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍‌ରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଙ୍କ ରୁଚିକୁ ଦେଖି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। କେତେକ ହୋଟେଲ...

ଯୋଗ କରୁଥିଲେ..

ନିଜର ଦୈନନ୍ଦିନ ଜୀବନ ତାଲିକାରେ ଯୋଗକୁ ଥରେ ସାମିଲ କରନ୍ତୁ ନା ! ତେବେ ଜାଣିପାରିବେ ଏହାର ସୁପ୍ରଭାବ ବିଷୟରେ ଆପେ ଜାଣିପାରିବେ। ହେଲେ ଯୋଗ...

Advertisement
Archives

Model This Week