ବାର୍ବିକ୍ୟୁ ନେସନ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

କଟକ,୨୧।୧୦: ଦେଶର ପ୍ରମୁଖ ମଲ୍‌ଟି ରେଷ୍ଟୁରାଣ୍ଟ ବ୍ରାଣ୍ଡ୍‌ ‘ବାର୍ବିକ୍ୟୁ ନେସନ୍‌’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ସ୍ଥାନୀୟ ଦର୍‌ଘା ବଜାରସ୍ଥିତ ନେତାଜୀ ସୁଭାଷ ବୋଷ ଆର୍କେଡ୍‌ଠାରେ ଉଦ୍‌ଘାଟନ ହୋଇଯାଇଛି। ଏହି ଅବସରରେ ବାର୍ବିକ୍ୟୁ ନେସନ୍‌ର ଆସିଷ୍ଟାଣ୍ଟ ରିଜିଓନାଲ ମ୍ୟାନେଜର ତଉସିଫ ଏହମଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାର୍ବିକ୍ୟୁ ନେସନ୍‌ର ପାତ୍ରପଡ଼ା ଆଉଟଲେଟ୍‌ର ସା ଆଲାମ୍‌ ଏବଂ ଆଉଟଲେଟ୍‌ର ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏପରିକି ୪୨୫୦ ବର୍ଗଫୁଟ୍‌ ପରିମିତ ସ୍ଥାନରେ ନିର୍ମିତ ଏହି ନୂତନ ଆଉଟ୍‌ଲେଟ୍‌ରେ ୧୮୦ଟି ସିଟ୍‌ ରହିଛି। ବିଶେଷକରି ଏଠାରେ କର୍ପୋରେଟ୍‌ ଲଞ୍ଚ ସାଙ୍ଗକୁ ପରିବାର ସହ ସମୟ ବିତାଇବାକୁ ସର୍ବୋକତ୍ୃଷ୍ଟ ସ୍ଥାନ ହୋଇପାରିବ ବୋଲି ଆଉଟଲେଟ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ଏହାର ଆକର୍ଷଣୀୟ ଇଣ୍ଟେରିୟର ସାଙ୍ଗକୁ ଏକ ଅତ୍ୟାଧୁନିକ ପରିବେଶ(ବିଦେଶ)ର ଭ୍ରମ ମଧ୍ୟ ସୃଷ୍ଟି କରୁଛି। ଏ ସମ୍ପର୍କରେ ବାର୍ବିକ୍ୟୁ ନେସନ୍‌ ହସ୍ପିଟାଲିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫେଜ୍‌ ଅଜିମ୍‌ କହିଛନ୍ତି, କଟକଠାରେ ଏଭଳି ଏକ ଆଉଟ୍‌ଲେଟ୍‌ ହୋଇଥିବାରୁ ମଁୁ ବହୁତ ଖୁସି। ଗ୍ରାହକମାନଙ୍କୁ ଏହାର ପରିବେଶ ଅତ୍ୟନ୍ତ ଉସତ୍ାହିତ କରିବ। ଗ୍ରାହକମାନେ ଏଠାରୁ କେବେ ନିରାଶ ହୋଇ ଯିବେ ନାହିଁ। ୬ ବର୍ଷରୁ କମ୍‌ ଶିଶୁମାନଙ୍କ ପାଇଁ ମାଗଣା ଖାଦ୍ୟର ବ୍ୟବସ୍ଥା ରହିଥିବା ବେଳେ ଛାତ୍ରୀଛାତ୍ରୀଙ୍କ ପାଇଁ ମଧ୍ୟ ରିହାତି ବ୍ୟବସ୍ଥା ରହିଛି। ସେମାନେ ନିଜ ଆଇ କାର୍ଡ ଦେଖାଇ ଏହାର ସୁବିଧା ମଧ୍ୟ ପାଇପାରିବେ। ସମଗ୍ର ଭାରତରେ ବାର୍ବିକ୍ୟୁ ନେସନ୍‌ର ୨୦୦ଟି ଆଉଟ୍‌ଲେଟ୍‌ ଅଛି। ବାର୍ବିକ୍ୟୁ ନେସନ ଏହାର ବୁଫେଟ୍‌ରେ ଆମିଷ ଏବଂ ନିରାମିଷ ଖାଦ୍ୟରେ ବିଭିନ୍ନ ପ୍ରକାର ଖାଦ୍ୟ ଅନ୍ତର୍ଭୁକ୍ତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

ଧାନ କିଣାବିକା ମନ୍ଥର: ସପ୍ତାହରେ ଉଠିଛି ୭.୧୧ ହଜାର ପ୍ୟାକେଟ

ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା...

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri