ଆଉ ଏକ ନୂଆ ଗୀତ ଗାଇଲେ ‘ବଚ୍‌ପନ୍‌ କା ପ୍ୟାର୍‌’ ଫେମ୍‌

ମୁମ୍ବାଇ: କିଛିଦିନ ତଳେ ‘ଜାନେ ମେରୀ ଜାନେ ମନ୍‌, ବଚପନ୍‌ କା ପ୍ୟାର୍‌’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା କୁନି ଗାୟକ ସହଦେବ ଦିର୍ଦୋ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ସହଦେବଙ୍କୁ ଆଘାତ ଲାଗିଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ସହଦେବ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ଭିଡିଓ ଶେୟାର କରି ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେବଳ ଏତିକି ନୁହେଁ, ସହଦେବ ତାଙ୍କ ନୂଆ ଭିଡିଓରେ ଏକ ଗୀତ ମଧ୍ୟ ଗାଉଥିବାର ଦେଖିବାକୁ ମିଳିଛି।

ଏହି ନୂତନ ଗୀତର ଲିରିକ୍ସ ହେଉଛି, ‘ବଲେ ବଲେ ହୋ ଗୟେ ଥେ ଜୋ,ବିଜି ବିଜି ହୋ ଗୟେ ହୈ ଓ୍ବ’। ଯଦିଓ ପ୍ରଶଂସକମାନେ ସହଦେବଙ୍କ ଏହି ଗୀତକୁ ଅଧିକ ପସନ୍ଦ କରୁନାହାନ୍ତି। ତଥାପି ତାଙ୍କୁ ଅନ୍ୟ କିଛି କରିବାକୁ ପରାମର୍ଶ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପୁଅ ଏହା ବାରମ୍ବାର କାମ ଦେବ ନାହିଁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଭଗବାନ ତୁମର ମଙ୍ଗଳ କରନ୍ତୁ। ଆହୁରି ଭଲ ଗୀତ ପ୍ରଶଂସକମାନଙ୍କୁ ଗାଇ ଶୁଣାଅ।


Enter your email to get our daily news in your inbox.

All Right Reserved By Dharitri.Com

ପିଭିଆର୍‌, ଆଇନକ୍ସର ମିଶ୍ରଣ

ନୂଆଦିଲ୍ଲୀ,୨୮।୩: ଦେଶର ପ୍ରମୁଖ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ମଧ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଭାରତର ଦୁଇ ସର୍ବବୃହତ୍‌ ମଲ୍ଟିପ୍ଲେକ୍ସ ଇଣ୍ଡଷ୍ଟ୍ରୀ ପିଭିଆର୍‌ ଲିମିଟେଡ୍‌ ଏବଂ ଆଇନକ୍ସ...

ଆଉ ଏକ ଓଡ଼ିଆ ସିନେମା: ତିତିଲି

ଆଞ୍ଜେନେୟା ମିଡିଆ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ଆଉ ଏକ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ତିତିଲି’। ପ୍ରଯୋଜକ ଶିଶିର ଦାସ ଏଥିରେ ଦୁଇ...

ଗୁମର ଖୋଲିଲେ ଶୈଫାଲୀ: ‘ବିଗ୍‌ ବସ୍‌’ ଘରେ ହୁଏ ଚୋରି

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର କ୍ରେଜ୍‌ ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛି। ସବୁଥର ଭଳି ଚଳିତ ଥର ମଧ୍ୟ ଶୋ’ ନିର୍ମାତା...

ଏନ୍‌ଟିଆରଙ୍କ ଆଗରେ ଏଭଳି ପ୍ରତିଶ୍ରୁତି ରଖିଥିଲେ ନିର୍ଦ୍ଦେଶକ

ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲି ପ୍ରତିଶ୍ରୁତି ପାଳନ କରିବାରେ କେବେ ବିଫଳ ହୁଅନ୍ତି ନାହିଁ। ନିକଟରେ ଫିଲ୍ମଟି ଯଦି ସଫଳତା ହାସଲ କରେ ତେବେ ନର୍ଦ୍ଦେଶକ...

ପ୍ରବାସୀଙ୍କୁ ଘରକୁ ପଠାଇବାର ଅନୁଭୂତିକୁ ଶେୟାର କରିବେ ସୋନୁ

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀ ମଧ୍ୟରେ ହଜାର ହଜାର ପ୍ରବାସୀଙ୍କୁ ସହୟତା କରି ଚର୍ଚ୍ଚାକୁ ଆସିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ନିଜର ଅନୁଭୂତିକୁ...

ଖୁବ୍‌ଶୀଘ୍ର କାମକୁ ଫେରିବେ ରାମ୍‌ କପୁର

ଅଭିନେତା ନକୁଲ ମେହେଟ୍ଟା ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବଡେ ଅଛେ ଲଗତେ ହେ ସିଜିନ୍‌ ୨ରେ ଅଧିକ ଲୋକ ପ୍ରିୟ ହାସଲ କରିଥିବା ନକୁଲ ପ୍ରତ୍ୟେକ...

ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିଲେ ଅମିତାଭ ବଚ୍ଚନ,ଆଉ ତା’ପରେ

ଟିଭିର ସବୁଠାରୁ ଲୋକପ୍ରିୟ ରିଅଲିଟି କୁଇଜ ଶୋ ‘କୌନ ବନେଗା କରୋଡପତି’ର ହୋଷ୍ଟିଂ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ ସେ ପ୍ରତିଯୋଗୀଙ୍କ ସହ...

ଶାହାରୁଖ୍‌ଙ୍କ ଗୀତ ତାଳେ ତାଳେ ନାଚିଲେ ମନ୍ଦିରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ ଏବଂ ତାଙ୍କ ପ୍ରେମିକା ସୁରଜ ନାମ୍ବିଆରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତାଙ୍କର ବିବାହ ଗୁରୁବାର...

Advertisement
Archives

Model This Week