ଆଉ ଏକ ନୂଆ ଗୀତ ଗାଇଲେ ‘ବଚ୍‌ପନ୍‌ କା ପ୍ୟାର୍‌’ ଫେମ୍‌

ମୁମ୍ବାଇ: କିଛିଦିନ ତଳେ ‘ଜାନେ ମେରୀ ଜାନେ ମନ୍‌, ବଚପନ୍‌ କା ପ୍ୟାର୍‌’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା କୁନି ଗାୟକ ସହଦେବ ଦିର୍ଦୋ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ସହଦେବଙ୍କୁ ଆଘାତ ଲାଗିଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ସହଦେବ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ଭିଡିଓ ଶେୟାର କରି ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେବଳ ଏତିକି ନୁହେଁ, ସହଦେବ ତାଙ୍କ ନୂଆ ଭିଡିଓରେ ଏକ ଗୀତ ମଧ୍ୟ ଗାଉଥିବାର ଦେଖିବାକୁ ମିଳିଛି।

ଏହି ନୂତନ ଗୀତର ଲିରିକ୍ସ ହେଉଛି, ‘ବଲେ ବଲେ ହୋ ଗୟେ ଥେ ଜୋ,ବିଜି ବିଜି ହୋ ଗୟେ ହୈ ଓ୍ବ’। ଯଦିଓ ପ୍ରଶଂସକମାନେ ସହଦେବଙ୍କ ଏହି ଗୀତକୁ ଅଧିକ ପସନ୍ଦ କରୁନାହାନ୍ତି। ତଥାପି ତାଙ୍କୁ ଅନ୍ୟ କିଛି କରିବାକୁ ପରାମର୍ଶ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପୁଅ ଏହା ବାରମ୍ବାର କାମ ଦେବ ନାହିଁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଭଗବାନ ତୁମର ମଙ୍ଗଳ କରନ୍ତୁ। ଆହୁରି ଭଲ ଗୀତ ପ୍ରଶଂସକମାନଙ୍କୁ ଗାଇ ଶୁଣାଅ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ସହ ଥଟ୍ଟା ହେଲେ ଜୁନିୟର ଏନ୍‌ଟିଆର୍‌

ମୁମ୍ବାଇ: ନିକଟରେ ୯୫ତମ ଏକାଡେମୀ ଆୱାଡର୍‌ସରେ ଭାରତର ୨ଟି ଫିଲ୍ମ ପୁରସ୍କୃତ ହୋଇଛି। ଫିଲ୍ମ ‘ଆର୍‌ଆର୍‌ଆର୍‌’ ସହିତ ଦେଶ ତଥା ବିଶ୍ୱବାସୀଙ୍କ ମନ ଜିଣିଥିଲେ ସାଉଥ୍‌...

ଏଆର୍‌ ରେହମାନଙ୍କୁ ମୁଣ୍ଡିଆ ମାରିଲେ ହନି ସିଂ

ବମ୍ବେ: ଚଳିତ ବର୍ଷ ଆବୁଧାବିରେ ଆଇଫା ଆଓ୍ବାର୍ଡସ୍‌ର ଆୟୋଜନ କରାଯାଇଛି। ବଲିଉଡର ବହୁ ଆଗଧାଡ଼ିର କଳାକାରଙ୍କଠାରୁ ଆରମ୍ଭ କରି ଗାୟକମାନେ ଏହି ସମାରୋହରେ ଯୋଗ ଦେଇଛନ୍ତି।...

ଐଶ୍ୱର୍ଯ୍ୟାଙ୍କୁ ବିବାହ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ଅଭିଷେକ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନେତା ପୁଅ ଅଭିଷେକ ବଚ୍ଚନ। ମାତ୍ର ଅଭିଷେକ ବାପାଙ୍କ ପରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେତେଟା ସଫଳତା ପାଇ ପାରିଲେ ନାହିଁ।...

ଚାକିରି ସହ ଘର ଯୋଗାଇଦେବେ ସୋନୁ

  ମୁମ୍ବାଇ: ରିୟଲ ଲାଇଫର ହିରୋ ପାଲଟିଥିବା ବଲିଉଡ୍‌ ଖଳନାୟକ ସୋନୁ ସୁଦ ଏବେ ପୁଣି ଚର୍ଚ୍ଚାରେ। ସାରା ଦେଶରେ କରୋନା ଭାଇରସ ମହାମାରୀ ଅନେକଙ୍କ...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତାଙ୍କ ଭଉଣୀ

ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ଝିଅ ତଥା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାରଣ ତାଙ୍କର ବ୍ଲଡ୍‌ପ୍ରେସର...

କରୋନା ଯୋଦ୍ଧାଙ୍କ ପାଇଁ ୫ କୋଟି ଟଙ୍କା ଦାନକଲେ ଉର୍ବଶୀ

କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ କଳାକାର। ଏହି ତାଲିକାରେ ସାମିଲ ହୋଇଛନ୍ତି...

ପ୍ରକୃତିକୁ ଭଲ ପାଆନ୍ତି ୟାମି

ମୁମ୍ବାଇ: ବଲିଉଡ୍ ବିୟୁଟି ୟାମି ଗୌତମ ୩୨ ବର୍ଷରେ ପଦାର୍ପଣ କରିଛନ୍ତି । ଫେୟାର ଆଣ୍ଡ ଗ୍ଲୋର ବିଜ୍ଞାପନ ପାଇଁ ସେ ଏବେ ଘରେ ଘରେ...

ସୁଶାନ୍ତଙ୍କ ପରେ ମୁମ୍ବାଇରେ ଆଉ ଜଣେ ବିହାର ଅଭିନେତାଙ୍କ ପରଲୋକ

ମୁମ୍ବାଇ, ୨୯।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବିହାରର ଆଉ ଜଣେ ଉଦୀୟମାନ କଳାକାରଙ୍କ ବିୟୋଗ ସାମ୍ନାକୁ ଆସିଛି। ଯୁବ ଅଭିନେତା...

Advertisement
Archives

Model This Week