ରିଲିଜ ହେଲା ଆଶ୍ରମ ୩ର ଧମାକାଦାର ଟ୍ରେଲର

ମୁମ୍ବାଇ: ଭୟଭୀତ ଅନ୍ଦାଜରେ ଫରିଛନ୍ତି କାଶୀପୁର ବାଲା ବାବା । ପୁଣିଥରେ ସେ ଫ୍ୟାନ୍ସଙ୍କୁ ଚମକାଇବାକୁ ଆସିଛନ୍ତି । ବବି ଦେୱଲଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଧାରାବାହିକ ଆଶ୍ରମ ୩ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖିଲେ ଲାଗୁଛି ବାକି ଦୁଇଟି ସିଜନ ଭଳି ଦର୍ଶକେ ଏହାକୁ ପସନ୍ଦ କରିବେ । ଏହି ସିରିଜ ଜୁନ ୩ରେ ରିଲିଜ୍ ହେବ । ହଁ ସିଜିନ ୩ରେ ବାବା ନିରାଲିଙ୍କ ନୂଆ କୁକର୍ମର ଅନ୍ଧକାର ସତ୍ୟ ବାହାରକୁ ଆସିବାକୁ ଯାଉଛି । ଅନେକ ମଜାଦାର ମୋଡ ରହିଛି ଏହି ସିରିଜରେ, ଯାହା ଫ୍ୟାନ୍ସଙ୍କୁ ସର୍‌ପ୍ରାଇଜ ଦେବ । ଏଥର ଏହି ସିରିଜରେ ଗ୍ଲାମରସ ଆକେଟ୍ରସ ଇସା ଗୁପ୍ତା ବି ନଜର ଆସିବେ । ଏହି ସିରଜରେ ଅନ୍ଧବିଶ୍ୱାସ, ରାଜନୀତି, ବଳାତ୍କାର ଓ ଡ୍ରଗ୍ସ ଭଳି ଘଟଣାକୁ ଦୃଶ୍ୟାୟନ କରାଯାଇଛି । ଏହାର ପ୍ରଥମ ସିଜନ ୨୦୨୦ରେ ଆସିଥିଲା ଯାହା ସୁପରହିଟ ହୋଇଥିଲା । ଏହି ସିରିଜ ବବି ଦେୱଲଙ୍କ ବୁଡି ଯାଉଥିବା କ୍ୟାରିୟରକୁ ପୁଣି ଫେରାଇ ଆଣିଥିଲା । ପୂର୍ବର ଦୁଇଟି ଯାକ ସିରିଜକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଆଶ୍ରମର ସମସ୍ତ ସିରିଜକୁ ପ୍ରକାଶ ଝା ନିର୍ଦ୍ଦେଶନା ଦେଇଛନ୍ତି ।
ଆଶ୍ରମ ୩ରେ ବାବା ନିରାଲିଙ୍କୁ ଭଗବାନ ହେବାର ଜର୍ନିଂ ଦୃଶ୍ୟମାନ ହେବ । ଏବେ ବାବା ନିରାଲା ଏକ ନୂଆ ଦୁନିଆ ଗଢିବେ । ସେ ଭଗବାନ ନିରାଲା ହେବାର ସ୍ୱପ୍ନ ଦେଖୁଛନ୍ତି । ଏହା କିପରି ସଫଳ ହେଉଛି ତାହା ଏଥର ସିଜନରେ ଦେଖାଇବାକୁ ମେକର୍ସ ପ୍ରୟାସ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri