ବଲିଉଡ୍‌ରେ ଡେବ୍ୟୁ କରିବେ ଆର୍ଯ୍ୟନ ଖାନ୍‌: ଫଟୋ ଶେୟାର କରି ଦେଲେ ସୂଚନା

ମମ୍ବାଇ: ପରଦାକୁ ଫେରୁଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌। ଅଭିନୟ ମାଧ୍ୟମରେ ନୁହେଁ ବରଂ ନିର୍ଦ୍ଦେଶନା ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆର୍ଯ୍ୟନ ଖାନ୍‌ ତାଙ୍କର ନୂତନ ଏବଂ ପ୍ରଥମ ପ୍ରୋଜେକ୍ଟ ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଫଟୋ ଶେୟାର କରି କହିଛନ୍ତି ଲେଖା ସମ୍ପୂର୍ଣ୍ଣ ହୋଇଛି ଏବଂ ଆକ୍ସନ କହିବା ବାକି ଅଛି। ଏହାସହ ଫଟୋରେ କ୍ଲାପର୍‌ ବୋର୍ଡରେ ରେଡ ଚିଲିସ୍‌ ଏଣ୍ଟରଟେନମେଣ୍ଟ ଲେଖାଯାଇଥିବା ନଜର ଆସିଛି। ତେବେ ଶାହରୁଖଙ୍କ ପ୍ରଡକ୍ସନ୍‌ ହାଉସର ବ୍ୟାନରରେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ବୋଲି ଜଣାପଡିଛି। ଏଥିସହ ଶାହରୁଖ ମଧ୍ୟ ଆର୍ଯ୍ୟନ ଖାନଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇ ଖୁସି ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅକୁ ପାଣି ପିଆଇବା ପାଇଁ ଝୁମ୍ପୁଡିରେ ପହଞ୍ଚିଲେ ଅକ୍ଷୟ: ଖାଇବାକୁ ମିଳିଲା ରୁଟି ଗୁଡ

ମୁମ୍ବାଇ: ନିଜର ଉଦାର ମନୋଭାବ ପାଇଁ ଜଣାଯାଉଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ନିଜ ପର୍ସନାଲ ଲାଇଫ୍‌...

ଜୁନ୍‌ ୨୯ ପାଇଁ ଓ୍ବାର୍କ ପ୍ଲାନ୍‌ କରିଥିଲେ ସୁଶାନ୍ତ, ଫଟୋ ଶେୟାର କଲେ ଭଉଣୀ

ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ମୃତ୍ୟୁକୁ ଇତିମଧ୍ୟରେ ମାସେରୁ ଅଧିକ ସମୟ ହୋଇଯାଇଛି। ହେଲେ ଆଜି ବି ସେ ମସସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି। ସୁଶାନ୍ତ...

‘ନାଟୁ ନାଟୁ’କୁ ଗୋଲ୍ଡେନ୍‌ ଗ୍ଲୋବ୍‌ ଆଓ୍ବାର୍ଡ

ଓ୍ବାଶିଂଟନ୍‌,୧୨।୧: ଗତବର୍ଷର ସୁପରହିଟ୍‌ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ ‘ନାଟୁ ନାଟୁ’କୁ ‘ଗୋଲ୍ଡେନ୍‌ ଗ୍ଲୋବ୍‌’ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌ କାଟାଗୋରି...

ନନ୍ଦିନୀ ଭୂମିକାରେ ନଜର ଆସିବେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ପୋନିୟିନ ସେଲଭମ’ ପାର୍ଟ-୧’ ଏବେ ଖୁବ ଚର୍ଚ୍ଚାରେ । ମଣି ରତ୍ନମଙ୍କ ଅପକମିଂ ଫିଲ୍ମ...

‘ଆମ ବ୍ୟକ୍ତିଗତ ଜୀବନ ସହ ଖେଳ ନାହିଁ’

ମୁମ୍ବାଇ: କିଛିିଦିନ ହେବ ଖବର ଶୁଣିବାକୁ ମିଳୁଛି ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ମା’-ବାପା ହେବାକୁ ଯାଉଛନ୍ତି। ଏହି ଖବର ଚାରିଆଡ଼େ ଚର୍ଚ୍ଚା।...

ବ୍ରିଟିଶ୍‌ ଏକାଡେମି ଫିଲ୍ମ ଆଓ୍ବାର୍ଡ: ‘ଦି ପାଓ୍ବାର ଅଫ୍‌ ଡଗ୍‌’କୁ ଶ୍ରେଷ୍ଠ ଫିଲ୍ମ, ଓ୍ବିଲ୍‌ ସ୍ମିଥ୍‌ ଶ୍ରେଷ୍ଠ ଅଭିନେତା

ଲଣ୍ଡନ,୧୪।୩: ଲଣ୍ଡନର ରୟାଲ୍‌ ଆଲବର୍ଟ ହଲ୍‌ରେ ରବିବାର ୭୫ତମ ବ୍ରିଟିଶ୍‌ ଏକାଡେମି ଫିଲ୍ମ ଆଓ୍ବାର୍ଡ (ବିଏଏଫ୍‌ଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ‘ଦି ପାଓ୍ବାର...

ପୁନମ୍‌ ବହୁତ ଭଲ, ହେଲେ ବିଶ୍ୱସ୍ତ ନୁହନ୍ତି: ସାମ୍‌

ବମ୍ବେ: ପୁଣି ଚର୍ଚ୍ଚାରେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍‌ଅପ୍‌’ରେ ସେ ନଜର ଆସୁଥିବା ବେଳେ ସ୍ବାମୀ ସାମ ବମ୍ବେଙ୍କ...

‘ଆଦିପୁରୁଷ’ ପରେ ହରର୍‌ ଫିଲ୍ମରେ ନଜର ଆସିବେ ପ୍ରଭାସ

ସୁପରଷ୍ଟାର ପ୍ରଭାସ ସାଉଥ୍‌ ଫିଲ୍ମର ଜଣେ ଜଣାଶୁଣା ଅଭିନେତା। ‘ବାହୁବଳୀ’ପରେ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ ଲାଗୁଛି। ‘ଆଦିପୁରୁଷ’ ପରେ ପ୍ରଭାସ ଅନ୍ୟ ଏକ...

Advertisement
Archives

Model This Week