ପୁଅ ଆର୍ୟନଙ୍କ ଏଭଳି ଅବସ୍ଥା ଦେଖି ଭୋ ଭୋ ହୋଇ କାନ୍ଦିଲେ ଗୌରୀ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନ। କୋର୍ଟ ଜାମିନ ନ ଦେବାରୁ ତାଙ୍କୁ ଆର୍ଥର ରୋଡ୍‌ରେ ଥିବା ଜେଲରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରଖାଯାଇଛି। ଏହାକୁ ନେଇ ଭାଙ୍ଗିପଡ଼ିଛନ୍ତି ମା’ ଗୌରୀ। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଏନ୍‌ସିବି ଅଧିକାରୀ ଆର୍ୟନଙ୍କୁ କୋର୍ଟରୁ ନେଇ ଯାଉଛନ୍ତି। ଏହି ସମୟରେ ଗୌରୀ ଭୋ ଭୋ ହୋଇ କାର୍‌ରେ କାନ୍ଦୁଥିବା ଭିଡିଓରେ ଦେଖାଯାଇଛି।

କ୍ରୁଜ୍‌ ସିପ୍‌ରେ ଡ୍ରଗ୍ସ ପାର୍ଟି କରିବା ଅଭିଯୋଗରେ ଆର୍ୟନ ଗିରଫ ହୋଇଛନ୍ତି। ଲଗାତାର ଭାବେ ତାଙ୍କର ଜାମିନ କରିବାକୁ ଚେଷ୍ଟା କରାଯାଉଥିଲେ ହେଁ ତାହା ହୋଇପାରୁ ନାହିଁ। ମୁମ୍ବାଇ ଜିଲା କୋର୍ଟରେ ଶୁକ୍ରବାର ଶୁଣାଶି ପରେ ଶେଷରେ ତାଙ୍କୁ ଜେଲ ଯିବାକୁ ପଡ଼ିଛି। ସେ ଏବେ କୋଭିଡ ନିୟମ ଅନୁଯାୟୀ ୮ ଦିନ ଯାଏ କ୍ୱାରାଣ୍ଟାଇନ୍‌ ସେଲ୍‌ରେ ରହିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରତାରେ ଅଭିନେତ୍ରୀଙ୍କୁ ବି ପଛରେ ପକାଇଦେବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ: ଖୁବ୍‌ଶୀଘ୍ର ବଲିଉଡ୍‌ରେ କରିବେ ଡେବ୍ୟୁ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଝିଅ ଆରୁଷୀ ନିଶଙ୍କ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତେବେ ଏହା ଏକ ଯୁଦ୍ଧ ଭିତ୍ତିକ...

କାର୍ତ୍ତିକଙ୍କୁ ମନେ ପକାଉଛନ୍ତି ସୈଫ୍‌ ଲଳନା ସାରା, ରଣବୀର କହିଲେ ‘କିଏ ଭେଟାଇଥିଲା ଭୁଲିବ ନାହିଁ’

ମୁମ୍ବାଇ: ସୈଫ ଲଳନା ସାରା ଓ ଅଭିନେତା କାର୍ତ୍ତିକ୍‌ ଆର୍ୟନ ପରସ୍ପରକୁ ମନେ ପକାଉଛନ୍ତି। ଭାବୁଥିବେ କ’ଣ ପାଇଁ। ତେବେ କଥାଟି ହେଲା ନିକଟରେ ଉଭୟ...

ପୁଣି ଦୀପିକାଙ୍କ ଜଲଓ୍ବା

ଫ୍ରାନ୍ସରେ ଚାଲିଥିବା ଫିଲ୍ମର ସବୁଠୁ ବଡ ଇଭେଣ୍ଟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁଣି ଜଲଓ୍ବା ଦେଖାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। କଳା ଗାଉନରେ ରେଡ୍‌...

ମାଟ୍ରିକ ପରୀକ୍ଷାରେ ଏତିକି ନମ୍ବର ରଖିଥିଲେ ଅନୁଷ୍କା

ମୁମ୍ବାଇ: କୁହାଯାଏ, ସୌନ୍ଦର୍ଯ୍ୟ ଏବଂ ମସ୍ତିଷ୍କର ମିଶ୍ରଣ ବହୁତ କ୍ୱଚିତ୍‌, କିନ୍ତୁ ବଲିଉଡ୍‌ରେ ଏଥିରେ ସବୁକିଛି ମେଳ ଖାଉଛି। ଅନେକ ବଲିଉଡ୍‌ ଅଭିନେତ୍ରୀ କେବଳ ସୁନ୍ଦରୀ...

ଦୀର୍ଘଦିନ ପରେ କୋମୋଲିକା ଚରିତ୍ରରେ ଛୋଟ ପରଦାକୁ ଫେରିଲେ ଆମନା

ଛୋଟ ପରଦାରେ ପ୍ରସାରିତ ହେଉଥିବା ସଫଳ ଧାରାବାହିକ ‘କହିଁ ତୋ ହୋଗା’ରେ କଶିଶ ଚରିତ୍ର କଥା ପ୍ରାୟ ସମସ୍ତଙ୍କର ମନେଥିବ। ଏଥିରେ କଶିଶ ଚରିତ୍ରରେ ଆମନା...

ଦୁର୍ଘଟଣାରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗୋଆର ବାଗା-କାଲାଙ୍ଗୁଟରେ ସେ ଏକ କାର ଦୁର୍ଘଟଣାର ସମ୍ମୁଖୀନ...

ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ପୁଣେ,୨୬ ।୧୧: ବଲିଉଡ ତଥା ମରାଠି ଫିଲ୍ମର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କର ଶନିବାର ପୁଣେରେ ପରଲୋକ ହୋଇଛି । ନଭେମ୍ବର ୫ରୁ ସେ ପୁଣେର...

ଏପ୍ରିଲରେ ବିବାହ !

ବମ୍ବେ: ବାଜିବ ଶାହାନାଇ। ହାତକୁ ଦୁଇହାତ ହେବେ ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ରଣବିର କପୁର ଏବଂ ଆଲିଆ ଭଟ୍ଟ। ଆସନ୍ତା ଏପ୍ରିଲରେ ରାଜସ୍ଥାନର ରନ୍ଥାମ୍ଭୋରରେ ଏହି...

Advertisement
Archives

Model This Week