ଆପ୍‌ କହିବ ଭବିଷ୍ୟତରେ ହେବ କିଭଳି ସ୍ବାସ୍ଥ୍ୟ ସମସ୍ୟା, ବୁନ୍ଦେଲଖଣ୍ଡ ବିଶ୍ୱ ବିଦ୍ୟାଳୟର ସଫଳତା…

ବୁନ୍ଦେଲଖଣ୍ଡ,୧୫।୧୧ : ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏକ ଆପ ବିକଶିତ କରାଯାଉଛି, ଯାହା ଲୋକମାନଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ସଚେତନ ରଖିବାରେ ସହାୟକ ହେବ। ଏହି ସ୍ବତନ୍ତ୍ର ଆପ ବିଶ୍ୱବିଦ୍ୟାଳୟର ଇନୋଭେଶନ ସେଣ୍ଟର ଦ୍ୱାରା ବିକଶିତ ହେଉଛି। ଏହି ଆପର ନାମ ହେଲ୍ପ କୁଣ୍ଡଳୀ ରଖାଯାଇଛି। ଖୁବ ଶୀଘ୍ର ଏହି ଆପ ଲଞ୍ଚ ହେବ ଏବଂ ଏହା ସାଧାରଣ ଲୋକଙ୍କ ମୋବାଇଲରେ ପହଞ୍ଚିବ। ଏହି ଆପ, ଲୋକଙ୍କର କାର୍ଯ୍ୟ ଏବଂ ରୁଟିନ ଜୀବନ ଆଧାରରେ ଭବିଷ୍ୟତରେ ହେବାକୁ ଥିବା ସମ୍ଭାବ୍ୟ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଜାଣିପାରିବ। ଏହା ସହିତ, ଆପ ସୁସ୍ବାସ୍ଥ୍ୟ ବଜାୟ ରଖିବା ବିଷୟରେ ସଠିକ ସୂଚନା ଦେବ।

ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟ କୁଣ୍ଡଳି ନାମକ ଏହି ଆପରେ ୧୫ ରୁ ଅଧିକ ସ୍ବାସ୍ଥ୍ୟୃ ସମସ୍ୟୃା ବିଷୟରେ ସୂଚନା ଅନ୍ତର୍ଭୁକ୍ତ କରାଯାଇଛି। ଏହି ଆପ ପ୍ରସ୍ତୁତ କରିଥିବା ଡାକ୍ତର ଲଭକୁଶ ଦ୍ୱିବେଦୀ କହିଛନ୍ତି ଯେ ଏହି ଆପରେ ସ୍ବାସ୍ଥ୍ୟ ସମସ୍ୟା ସଂଖ୍ୟା ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି। ସେ କହିଛନ୍ତି ଯେ ଏହି ଆପ୍‌ କିଛି ପ୍ରଶ୍ନର ଉତ୍ତର ଉପରେ ଆଧାର କରି ଭବିଷ୍ୟତରେ ହେବାକୁଥିବା କୌଣସି ସ୍ବାସ୍ଥ୍ୟ ସମସ୍ୟାର ପୂର୍ବାନୁମାନ କରିବ। ଏହା ସହିତ ଏହାର ଚିକିତ୍ସା ବିଷୟରେ ମଧ୍ୟ ଉପାୟ କୁହାଯିବ। ଏହା ସହିତ ଡାକ୍ତର, ପ୍ରମୁଖ ଅନୁଷ୍ଠାନ ଏବଂ ସ୍ବାସ୍ଥ୍ୟ ବିଭାଗ ସହ ଜଡିତ ହେଲ୍ପଲାଇନ ନମ୍ବର ବିଷୟରେ ସୂଚନା ମଧ୍ୟ ଏହି ଆପରେ ଉପଲବ୍ଧ ହେବ।

ଏହି ଆପ ବିଷୟରେ ସୂଚନା ଦେଇ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମୁକେଶ ପାଣ୍ଡେ କହିଛନ୍ତି ଯେ ଏହି ଆପ୍‌ର ବିକଶିତ ଉପରେ କାମ ବର୍ତ୍ତମାନ ଚାଲିଛି। କିଛି ପ୍ରଶ୍ନର ଉତ୍ତର ଦେଇ ସାଧାରଣ ସ୍ବାସ୍ଥ୍ୟଗତ ସମସ୍ୟାର ଲକ୍ଷଣ ମଧ୍ୟ ଜାଣିହେବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri