ଆଇସିସି ଚାମ୍ପିୟନ୍ସ ଟ୍ରଫିରୁ ବିଦା ହୋଇପାରେ ବିଶ୍ୱ ଚାମ୍ପିୟନ୍‌ ଇଂଲଣ୍ଡ: ଆଇସିସିର ନୂଆ ନିୟମ ବଢାଇଲା ଚିନ୍ତା

ନୂଆଦିଲ୍ଲୀ,୨୯।୧୦: ଇଂଲଣ୍ଡ ପକ୍ଷରୁ ୨୦୨୫ରେ ଆୟୋଜିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ଦଳ ପାକିସ୍ତାନ ସହିତ କ୍ରିକେଟ ବିଶ୍ୱକପ ୨୦୨୩ର ଶ୍ରେଷ୍ଠ ୭ ଦଳ…

Video: ଦୁବାଇରେ ଏକାଠି ନଜର ଆସିଲେ କ୍ରିଷ୍ଟିଆନ ରୋନାଲଡୋ ଏବଂ ସଲମାନ ଖାନ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୨୯।୧୦: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସଲମାନ ଖାନ ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋଙ୍କ…

ସ୍ପଷ୍ଟ ଦିବାଲୋକରେ ହୋଟେଲ ତାଲା ଭାଙ୍ଗି ସବୁ ଲୁଟିନେଲେ ଦୁର୍ବୃତ୍ତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ମୋରଡ଼ା,୨୯ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ଧାନଶୋଳ-ଛୋଟରାୟପୁର ରାସ୍ତା କଡ଼ରେ ବନ୍ଦ ଥିବା ଏକ ହୋଟେଲରୁ ଚୋରି ହୋଇଥିବାର  ମୋରଡା ଥାନାରେ ଅଭିଯୋଗ ହୋଇଛି।…

ମରାଠା ସଂରକ୍ଷଣକୁ ସମର୍ଥନ କରି ଲୋକ ସଭା ବାଚସ୍ପତିଙ୍କୁ ଇସ୍ତଫା ପଠାଇଲେ ଶିବସେନା ଏମପି ହେମନ୍ତ ପାଟିଲ

ନୂଆଦିଲ୍ଲୀ,୨୯।୧୦: ମହାରାଷ୍ଟ୍ରର ହିଙ୍ଗୋଲିରୁ ଶିବସେନା ଏମପି ହେମନ୍ତ ପାଟିଲ ମରାଠା ସଂରକ୍ଷଣକୁ ସମର୍ଥନ କରି ଲୋକ ସଭା ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ରବିବାର ସେ ତାଙ୍କ…

କ୍ୟାପ୍‌ଟେନ୍‌ କୁଲ୍‌ଙ୍କୁ ବ୍ରାଣ୍ଡ ଆମ୍ବାସାଡାର କଲା ଦେଶର ସର୍ବବୃହତ୍‌ ବ୍ୟାଙ୍କ, ଏବେ ସେ କହିବେ…

ନୂଆଦିଲ୍ଲୀ,୨୯।୧୦: ଦେଶର ସର୍ବବୃହତ୍‌ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ନିଜର ଆଧିକାରୀକ ବ୍ରାଣ୍ଡ ଆମ୍ବାସାଡାର ଭାବେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ…

ଆଜି ଆମେରିକାରେ ଉଡ଼ିଲା ଅର୍ଦ୍ଧନମିତ ପତାକା, କାରଣ ଜାଣିଲେ…

ଓ୍ବାଶିଂଟନ,୨୯ା୧୦: ଆମେରିକାର ସମସ୍ତ ଦୂତାବାସ, କନସୁଲାର ଅଫିସ ଏବଂ ଅନ୍ୟାନ୍ୟ ଅଫିସରେ ରବିବାର ଅର୍ଦ୍ଧନମିତ ପତାକା ଉଡ଼ିଛି। ମେନ୍‌ରେ ଘଟିଥିବା ଭୟଙ୍କର ଗୁଳି ବିନିମୟରେ ବୁଧବାର ରାତିରେ…

କେରଳ ବ୍ଲାଷ୍ଟ ପରେ ଆକ୍ସନ ମୋଡରେ ଅମିତ ଶାହା, ଏନଆଇଏ-ଏନଏସଜିକୁ ଦେଲେ ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯।୧୦: କେରଳର କୋଚିରେ ଥିବା ଏକ କନଭେନସନ ସେଣ୍ଟରରେ ୟହୋବା ସାକ୍ଷିଙ୍କ ପ୍ରାର୍ଥନା ସଭାରେ ରବିବାର ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣଙ୍କର…

ଶତକରୁ ଅଳ୍ପକେ ବର୍ତ୍ତିଲେ ରୋହିତ ଶର୍ମା: ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଲକ୍ଷ୍ନୌ,୨୦।୧୦: ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଭାରତ ଇଂଲଣ୍ଡକୁ ୨୩୦ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୯ ଉଇକେଟ…

ମାଡ଼ିଚାଲିଛି ଚକଡ଼ା, ଗଣ୍ଠି ପୋକ: କୀଟନାଶକ ସିଞ୍ଚନ ପରେ ବି ହେଉନି ଫସଲ ନିୟନ୍ତ୍ରଣ

ଭେଡ଼େନ,୨୯।୧୦(ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକର ଚାଷୀ ଓ ଚାଷକୁ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡୁନାହିଁ। କେତେବେଳେ ବର୍ଷା ଅଭାବ ତ’ ବିଦ୍ୟୁତ୍‌ ବିଭ୍ରାଟ ସାଙ୍ଗକୁ…

ଅମିତ ଶାହା ଜଣେ ନକଲି ମଣିଷ, ସେ ଯେଉଁଆଡେ ଯାଆନ୍ତି ଭାଜପା ସେଠାରେ ହାରେ: ଲଲନ ସିଂ

ପାଟନା,୨୯।୧୦: ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ତଥା ଏମ୍‌ପି ଲଲନ ସିଂ ପୁଣି ଥରେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ୍‌ କରିଛନ୍ତି।…