୨୯ରେ ଅବପାତ: ନଭେମ୍ବର ଶେଷ ହେଲା, ବଢୁନି ଶୀତ

ଭୁବନେଶ୍ୱର,୨୫ା୧୧(ଅନିଲ ଦାସ): ଦକ୍ଷିଣ ଆଣ୍ଡାମାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୬ ତାରିଖରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ୨୭ ତାରିଖ…

ଧର୍ମ, ରାଜନୀତି ଊର୍ଦ୍ଧ୍ୱରେ ପ୍ରକୃତି: ପାୟେଙ୍ଗ

ଭୁବନେଶ୍ୱର, ୨୫।୧୧(ବନ୍ଦନା ସେଠୀ/ଶର୍ମିଷ୍ଠା ପାଣିଗ୍ରାହୀ) : ଧର୍ମ, ରାଜନୀତି ଓ ଅର୍ଥନୀତି ସବୁଠୁୁ ଉପରେ ପ୍ରକୃତି। ତେଣୁ ପ୍ରକୃତିର ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ। ଧରିତ୍ରୀ ମାତାର…

ବାନ୍ଧବୀ ହତ୍ୟା ମାମଲା: ପାରୋଲରେ ଆସିବେ ପିଷ୍ଟୋରିୟସ୍‌

କେପ୍‌ ଟାଉନ୍‌,୨୫ା୧୧: ବ୍ଳେଡ୍‌ ରନର ଭାବରେ ପ୍ରସିଦ୍ଧ ଓସ୍କାର ପିଷ୍ଟୋରିୟସ ପାରୋଲରେ ବାହାରିବାର ସମ୍ଭାବନା ରହିଛି। ବାନ୍ଧବୀଙ୍କୁ ହତ୍ୟା କରିବା ମାମଲାରେ ସେ ବିଗତ ୧୦ ବର୍ଷ…

ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଭେଟିବାକୁ ନେଇ ରବି ଶାସ୍ତ୍ରୀ କହିଲେ ଏମିତି

ନୂଆଦିଲ୍ଲୀ,୨୪।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳାଯାଇଥିଲା। ଏଥିରେ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଫଳରେ ୬ଷ୍ଠ ଥର ଲାଗି ଅଷ୍ଟ୍ରେଲିଆ ଦିନିକିଆ…

ରଣବୀର କହିଲେ-‘ରାହାଙ୍କ ପରେ ପୁଣି ଝିଅଟିଏ ଦରକାର’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ତାଙ୍କ ନାୟିକା ସାଜିଛନ୍ତି ଚୁଲବୁଲି ରଶ୍ମିକା ମନ୍ଦାନା। ଟ୍ରେଲର ରିଲିଜ…

ଏହି ଛୋଟ ପିଲାକୁ ଚାଇନାର ଏତେ ଡର ଯେ କରିନେଇଥିଲା ଅପହରଣ, ଏଯାଏ ମିଳୁନି ପତ୍ତା

ଚାଇନା ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ଏହାର ରାଷ୍ଟ୍ରପତି ଜି ଜିନପିଙ୍ଗ ସର୍ବଦା ଦାଦାଗିରି କରୁଥିବା ଦେଖିବାକୁ ମିଳେ। ହେଲେ ବିଗତ ଦିନରେ ଜଣେ ଛୋଟ ପିଲାକୁ…

ଲାବୁସେନ୍‌ କଲେ ଖୁଲାସା: ଫାଇନାଲରେ ‘କାହାର ଥିଲା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି’

ସିଡନୀ,୨୪।୧୧: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାର୍ନସ ଲାବୁସେନ ବିଶ୍ୱକପ୍‌ ଫାଇନାଲରେ ଦଳ ପକ୍ଷରୁ ନିଆଯାଇଥିବା ବୋଲିଂ ନିଷ୍ପତ୍ତିକୁ ନେଇ ବଡ଼ ଖୁଲାସା କରିଛନ୍ତି। ପୂର୍ବରୁ ଟସ୍‌ ଜିତିଲେ ଦଳ…

୨୬ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା, ଶାସକ ଦଳ ଏକତରଫା ଭାବେ ବନ୍ଦ କରିଦେଇଥିବା କହିଲେ ବିରୋଧୀ

ଭୁବନେଶ୍ୱର,୨୪।୧୧(ଅନିଲ ଦାସ): ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ୨୬ ଦିନ ପୂର୍ବରୁ ଶେଷ ହୋଇଛି। ନଭେମ୍ବର ୨୧ରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୩୦ ଯାଏ…

SSC GD Constable 2023: ପ୍ରକାଶ ପାଇଲା ବିଜ୍ଞପ୍ତି, ୭୫,୭୬୮ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଏସଏସସି ଜେନେରାଲ ଡ୍ୟୁଟି ପାଇଁ ଆସିଛି ବମ୍ପର ନିଯୁକ୍ତି ସୁଯୋଗ। ୭୫,୦୦୦ ରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ,…