କ୍ଷମା ମାଗିଲେ ସ୍ବାଧୀ ପ୍ରଜ୍ଞା: ମଉନ ବ୍ରତ ରଖି ତ୍ରୁଟି ସୁଧାରିବେ

ଭୋପାଳ, ୨୦।୫: ଲୋକସଭା ନିର୍ବାଚନବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାଜପା ପାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି।…

ପାତ୍ରବସା ବସ୍ତିରେ ପାନୀୟ ଜଳ ଅଭାବ, ୬୦ରୁ ଊର୍ଦ୍ଧ୍ୱ ପରିବାର ହନ୍ତସନ୍ତ

ଭବାନୀପାଟଣା, ୨୦।୫ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ପାତ୍ରବସା ଗାଁରେ ଥିବା ବସ୍ତିରେ ପିଇବା ପାଣି ଅଭାବ ଦେଖାଦେଇଛି। ଫଳରେ ପାନୀୟ…

ବିଶ୍ୱକପ୍‌ ପରେ ଆଫଗାନିସ୍ତାନ କୋଚ୍‌ ପଦ ଛାଡ଼ିବେ ସିମନ୍ସ

ନୂଆଦିଲ୍ଲୀ,୨୦।୫(ପି.ଟି.)-ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଫିଲ ସିମନ୍ସ ଆଗାମୀ ବିଶ୍ୱକପ୍‌ ପରେ ଆଫଗାନିସ୍ତାନ କୋଚ୍‌ ପଦ ତ୍ୟାଗ କରିବେ। ୨୦୧୭ ଡିସେମ୍ବରରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଚ୍‌…

‘ଫନୀ’ ବିପନ୍ନଙ୍କୁ ଗୋଟିଏ ଦିନର ଦରମା ଦେଲେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ କର୍ମଚାରୀ

ଭବାନୀପାଟଣା, ୨୦।୫ (ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ ବିପନ୍ନଙ୍କ ଲାଗି କଳାହାଣ୍ଡି ଦକ୍ଷିଣ ବନଖଣ୍ଡର କର୍ମଚାରୀମାନେ ସହାୟତାର ହାତ ବଢାଇଛନ୍ତି। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି. ଅଶୋକ…

କର୍କଟରେ ପ୍ରାଣ ହରାଇଲେ ପାକିସ୍ତାନ କ୍ରିକେଟରଙ୍କ ଝିଅ

ଲଣ୍ଡନ,୨୦।୫- କର୍କଟ ରୋଗରେ ପୀଡ଼ିତ ପାକିସ୍ତାନ ବ୍ୟାଟ୍ସମ୍ୟାନ ଅସିଫ ଅଲିଙ୍କ ଦୁଇ ବର୍ଷୀୟା ଝିଅ ନୁର୍‌ ଫତିମା ସ୍ଥାନୀୟ ମେଡିକାଲରେ ପ୍ରାଣ ହରାଇଛନ୍ତି। ଅସିଫ ଖେଳୁଥିବା ଆଇଏସ୍‌ଏଲ୍‌…

ମାଣିଙ୍ଗପଦର ଗାଁ ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଭବାନୀପାଟଣା, ୨୦।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ସୋମବାର ସକାଳେ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର…

ପାକିସ୍ତାନ ଲଗାତର ୧୦ଟି ମ୍ୟାଚ୍‌ ହାରିଲା, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଜାକ୍‌ ଉଡ଼ାଇଲେ ଦର୍ଶକେ

ଇସଲମାବାଦ, ୨୦।୫: ଗତ ୧୦ଟି ମ୍ୟାଚରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଦର୍ଶକ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଜାକ ଉଡାଉଥିବା ଦେଖାଯାଇଛି। ଦ୍ୱିତୀୟଥର ପାଇଁ…

୧୧ବର୍ଷର ଝିଅକୁ ୩୩ବର୍ଷୀୟ ଯୁବକଙ୍କୁ ବିକିଦେଲେ ପିତା: ୩ ଦିନ ବଳାତ୍କାର କରି ଛାଡ଼ିଦେଲେ ଯୁବକ

ଭୋପାଳ, ୨୦।୫: ମଧ୍ୟ ପ୍ରଦେଶର ଛତରପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମଦୁଆ ନିଜ ୧୧ବର୍ଷ ଝିଅଙ୍କୁ ୫୦ ହଜାର ଟଙ୍କାରେ ୩୩ବର୍ଷୀୟ…

ଶହୀଦ ଦିବସ ଉପଲକ୍ଷେ ବିଏସ୍‌ଏଫ୍‌ ପକ୍ଷରୁ ପାନୀୟ ଜଳ ବଣ୍ଟନ

ମାଲକାନଗିରି,୨୦।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାର ଏମ୍‌ଭି-୩ସ୍ଥିତ ବିଏସ୍‌ଏଫ୍‌ର ୧୬୦ ବାଟାଲିୟନ ପକ୍ଷରୁ ସୋମବାର ୫ମ ଗୁରୁ ଶହୀଦ ଅର୍ଜୁନ ଦେବ ସାହାବଙ୍କ ଶହୀଦ ଦିବସ ପାଳିତ…

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ ସୁଟିଂର…