ଷ୍ଟାଇଲ୍‌ ଷ୍ଟେଟମେଣ୍ଟରେ ସବୁଠାରୁ ଆଗରେ ଦୀପିକା-ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଓ ତାଙ୍କ ପତି ରଣବୀର କପୁର ବିବାହ ପରଠାରୁ ସବୁବେଳେ ଆସୁଛନ୍ତି ଚର୍ଚ୍ଚାକୁ। ଅଭିନୟ ପାଇଁ କୁହନ୍ତୁ ଅବା ଷ୍ଟାଇଲ୍‌…

ଦିଲ୍ଲୀ ଗଲେ ନବୀନ, ୧୧ରେ ମୋଦିଙ୍କୁ ଭେଟିବେ

ଭୁବନେଶ୍ୱର,୯।୬(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ବାଜିମାତ କରି ସରକାର ଗଠନ ପରେ ପ୍ରଥମ ଥର ଲାଗି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଏକ ସପ୍ତାହ…

ରବିବାର ଆପଣାନ୍ତୁ ଏହି ଉପାୟ, ରହିବନି ଧନର ଅଭାବ

ସୁଖଶାନ୍ତିରେ ରହିବା ପାଇଁ ଆମେ କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିଥାଉ। ଏହା ସତ୍ତ୍ୱେ ହାତରେ ଟଙ୍କାଟିଏ ରହେ ନାହିଁ। ତେବେ ରବିବାର ଏମିତି କିଛି…

ଚଳନ୍ତା ଭ୍ୟାନ୍‌ରେ ଲାଗିଲା ନିଆଁ

ଓଡ଼ଗାଁ,୯।୬(ସ୍ବ.ପ୍ର.): ସ୍ଥାନୀୟ ଆଦର୍ଶ ଥାନା ସମ୍ମୁଖରେ ରବିବାର ମଧ୍ୟାହ୍ନରେ ଏକ ଚଳନ୍ତା ଗ୍ୟାସ୍‌ ସୋଡ଼ା ଭ୍ୟାନ୍‌ରେ ନିଆଁ ଲାଗିଯାଇଛି। ହାଇସ୍କୁଲ ଓ ଥାନା ସମ୍ମୁଖରେ ଭ୍ୟାନ୍‌ଟି ଅତିକ୍ରମ…

ନନ୍ଦିନୀଙ୍କ ୮୮ତମ ଜୟନ୍ତୀ: ପ୍ରତିମୂର୍ତ୍ତିରେ ମନ୍ତ୍ରୀ, ନେତାଙ୍କ ମାଲ୍ୟାର୍ପଣ; ଶ୍ରଦ୍ଧାଞ୍ଜଳି ଦେଲେ ‘ଧରିତ୍ରୀ ଓ ଓଡ଼ିଶାପୋଷ୍ଟ’ ପରିବାର

ଭୁବନେଶ୍ୱର,୯।୬(ବ୍ୟୁରୋ): ଭାରତୀୟ ସଂସ୍କୃତି ଏବଂ ରାଜନୀତି କ୍ଷେତ୍ରରେ ନିଜର ବଳିଷ୍ଠ ବ୍ୟକ୍ତିତ୍ୱର ଛାପ ଛାଡ଼ିଥିବା ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ରବିବାର ହେଉଛି ୮୮ତମ…

ଦଳିତ ମହିଳାଙ୍କୁ ଗୃହ ବିଭାଗ ଦେଲେ ଜଗନ ମୋହନ

ଅମରାବତୀ,୯।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ୫ ଉପମୁଖ୍ୟମନ୍ତ୍ରୀ ଓ ୨୫ ଜଣ ବିଧାୟକ ଶନିବାର ଶପଥ ଗ୍ରହଣ କରିଛନ୍ତି। ଏଥିରେ ଜଣେ…

ଉଦ୍ଧାର ହୋଇଥିବା ୪ ପର୍ବତାରୋହୀଙ୍କ ମୃତ ଦେହ ଚିହ୍ନଟ ପାଇଁ ସହାୟତା ଲୋଡିଲା ନେପାଳ

କାଠମାଣ୍ଡୁ,୯।୬: ଏଭରେଷ୍ଟ ଗିରି ଶୃଙ୍ଗ ଆରୋହଣ ବାଟରୁ ଉଦ୍ଧାର ହୋଇଥିବା ୪ ପର୍ବତାରୋହୀଙ୍କ ମୃତ ଦେହ ଚିହ୍ନଟ ପାଇଁ ନେପାଳ ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡିଛି। ମୃତ ଦେହଗୁଡିକର…

ପ୍ରଥମେ ବ୍ୟାଟିଂ କରିବ ଭାରତ

ଲଣ୍ଡନ,୯ା୬: ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପିଚ୍‌ରେ ଘାସ ଥିବାରୁ…

ପ୍ରଶାନ୍ତ କିଶୋର ଯେଉଁ କଲେଜର ଛାତ୍ର ଅମିଶ ଶାହ ସେହି କଲେଜର ପ୍ରିନ୍ସିପାଲ

ଭୋପାଳ,୯।୬: ଗତ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ଓ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତ୍ରୁଣମୂଳ କଂଗ୍ରେସର ପରାଜୟ ଏବେ ସବୁଠାରୁ ବଡ ଆଲୋଚନାର ବିଷୟ…

କୀଟନାଶକ ପିଇ ନବ ବିବାହିତାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଭାଇ, ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ମହାକାଳପଡ଼ା,୯।୬(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ କୋଚିଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜନୈକ ନବ ବିବାହିତାଙ୍କ କୀଟନାଶକ ପିଇବା ଯୋଗୁ…