ଦଳିତ ମହିଳାଙ୍କୁ ଗୃହ ବିଭାଗ ଦେଲେ ଜଗନ ମୋହନ

ଅମରାବତୀ,୯।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ୫ ଉପମୁଖ୍ୟମନ୍ତ୍ରୀ ଓ ୨୫ ଜଣ ବିଧାୟକ ଶନିବାର ଶପଥ ଗ୍ରହଣ କରିଛନ୍ତି। ଏଥିରେ ଜଣେ…

ଉଦ୍ଧାର ହୋଇଥିବା ୪ ପର୍ବତାରୋହୀଙ୍କ ମୃତ ଦେହ ଚିହ୍ନଟ ପାଇଁ ସହାୟତା ଲୋଡିଲା ନେପାଳ

କାଠମାଣ୍ଡୁ,୯।୬: ଏଭରେଷ୍ଟ ଗିରି ଶୃଙ୍ଗ ଆରୋହଣ ବାଟରୁ ଉଦ୍ଧାର ହୋଇଥିବା ୪ ପର୍ବତାରୋହୀଙ୍କ ମୃତ ଦେହ ଚିହ୍ନଟ ପାଇଁ ନେପାଳ ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡିଛି। ମୃତ ଦେହଗୁଡିକର…

ପ୍ରଥମେ ବ୍ୟାଟିଂ କରିବ ଭାରତ

ଲଣ୍ଡନ,୯ା୬: ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପିଚ୍‌ରେ ଘାସ ଥିବାରୁ…

ପ୍ରଶାନ୍ତ କିଶୋର ଯେଉଁ କଲେଜର ଛାତ୍ର ଅମିଶ ଶାହ ସେହି କଲେଜର ପ୍ରିନ୍ସିପାଲ

ଭୋପାଳ,୯।୬: ଗତ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ଓ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତ୍ରୁଣମୂଳ କଂଗ୍ରେସର ପରାଜୟ ଏବେ ସବୁଠାରୁ ବଡ ଆଲୋଚନାର ବିଷୟ…

କୀଟନାଶକ ପିଇ ନବ ବିବାହିତାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଭାଇ, ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ମହାକାଳପଡ଼ା,୯।୬(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ କୋଚିଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜନୈକ ନବ ବିବାହିତାଙ୍କ କୀଟନାଶକ ପିଇବା ଯୋଗୁ…

ଭୁଲ୍‌ରେ ବିମାନର ଇର୍ମଜେନ୍ସି ଡୋର୍‌ ଖୋଲିଲେ ଯାତ୍ରୀ

ଇସଲାମାବାଦ୍‌,୯।୬: ପାକିସ୍ତାନ ଏୟାର ଲାଇନ୍ସର ଜଣେ ଯାତ୍ରୀଙ୍କ ଯୋଗୁ ବିମାନ ଉଡାଣରେ ୭ ଘଣ୍ଟା ବିଳମ୍ବ ହୋଇଛି। ବ୍ରିଟେନ୍‌ର ମାଞ୍ଚେଷ୍ଟରରୁ ଇସଲାମାବାଦ୍‌ ଉଡାଣ କରୁଥିବା ବିମାନ ପିକେ-୭୦୨ର…

କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ଜନ୍ମମାଟି ଯିବେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ: ସମ୍ବର୍ଦ୍ଧନା ନେଇ ପ୍ରସ୍ତୁତି

ସଜାନଗଡ଼, ୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେବା ପରେ ରବିବାର ସନ୍ଧ୍ୟାରେ ଜନ୍ମମାଟି ନୀଳଗିରିରେ ପହଞ୍ଚିବେ। ତେବେ ତାଙ୍କୁ…

୨୦୩୨ ଅଲିମ୍ପିକ୍ସ ବିଡ୍‌ ଦାଖଲ କରିବ ଭାରତ

ବେଙ୍ଗାଲୁରୁ,୯ା୬: ୨୦୩୨ ଅଲିମ୍ପିକ୍ସ ପାଇଁ ଭାରତ ବିଡ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। କେବଳ ମୁମ୍ବାଇ ଓ ନୂଆଦିଲ୍ଲୀ ନୁହେଁ ବରଂ ବେଙ୍ଗାଲୁରୁ ମଧ୍ୟ ଏହି ମେଗା…

ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

ଆମେରିକାରୁ ଚାକିରି ଛାଡି ଗାଁରେ ସରପଞ୍ଚ ହେଲେ ଭକ୍ତି ଶର୍ମା: ଶହେ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଜଣେ

ଭୋପାଳ,୯।୬: ମଧ୍ୟ ପ୍ରଦେଶର ବରଖେଡି ଅବଦୁଲ୍ଲା ଗ୍ରାମ ପଞ୍ଚାୟତ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛି। କାରଣ ଏଠାରେ ସରକାରୀ ଯୋଜନାର କିପରି ଉପଯୋଗ କରାଯିବ…