କାହିଁକି ଆରମ୍ଭରୁ ଚର୍ଚ୍ଚାରେ ରହୁଛି ‘ଆର୍ଟିକଲ ୧୫’

ମୁମ୍ବାଇ: ‘ମୁଲ୍କ’ ପରେ ଲେଖକ ତଥା ନିର୍ଦ୍ଦେଶକ ଅନୁଭବ ସିହ୍ନା ପୁଣି ଥରେ ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଫିଲ୍ମ ନିର୍ମାଣ କରିଛନ୍ତି। ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ…

କାରଗିଲ୍‌ ଯୁଦ୍ଧରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ ବାଜପେୟୀ

ନୂଆଦିଲ୍ଲୀ,୨୯।୬: କାରଗିଲ୍‌ ଯୁଦ୍ଧରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ଚାହୁଁ ନ ଥିଲେ। ଏନେଇ ଭାରତୀୟ ବାୟୁସେନାର ପୂର୍ବତନ ଚିଫ୍‌…

ନୂଆ ଜର୍ସିରେ ବିରାଟ ବାହିନୀ

ବର୍ମିଂହାମ,୨୯।୬- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଦଳର ଅନ୍ୟ ସଦସ୍ୟମାନେ ପ୍ରଥମ ଥର ଲାଗି ନୂଆ ଜର୍ସି…

ହେଲ୍‌ମେଟ୍‌ ପିନ୍ଧି ନ ଥିବା ୩୦ ପୋଲିସ ବାବୁଙ୍କୁ ଜରିମାନା

ଭୋପାଳ,୨୯।୬: ଆଇନ ଆଗରେ ସଭିଏଁ ସମାନ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ। ଲୋକଙ୍କୁ ହେଲ୍‌ମେଟ୍‌ ପିନ୍ଧିବାକୁ ସଚେତନ କରୁଥିବା ପୋଲିସ କର୍ମଚାରୀଙ୍କ…

ମଲାଇକାଙ୍କ ଫଟୋ ଦେଖି କେଡିଟ୍‌ ମାଗିଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ର ଆଇଟମ୍‌ ଗାର୍ଲ ତଥା ଅଭିନେତ୍ରୀ ମଲାଇକା ଆରୋରା ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କୁ ଡେଟିଂ କରୁଛନ୍ତି। ଦୁହିଁଙ୍କୁ ନେଇ ବି ଟାଉନରେ ସବୁବେଳେ ଚର୍ଚ୍ଚା…

୧୩ ବର୍ଷ ପରେ ଖୋଲିଲା ସ୍କୁଲ: ମାଓବାଦୀଙ୍କ ଦ୍ୱାରା ହୋଇଥିଲା ଛାରଖାର

ସୁକମା,୨୯।୬: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମାର ଜଗରଗୁଣ୍ଡା ଅଞ୍ଚଳରେ ଥିବା ଏକ ସ୍କୁଲ ମାଓବାଦୀ ଆକ୍ରମଣରେ ନଷ୍ଟ ହୋଇ ଯାଇଥିଲା। ଦୀର୍ଘ ୧୩ ବର୍ଷ ପରେ ପୁଣି…

ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଛେଣ୍ଡିପଦା,୨୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଶୁକ୍ରବାର ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଲୋକଲଜ୍ଜା ଭୟରେ ଘରେ କେହି ନ ଥିବା ବେଳେ…

ପଞ୍ଚାୟତର ତାଲିବାନୀ ନ୍ୟାୟ: ପ୍ରେମିକଙ୍କୁ ପ୍ରେମିକାଙ୍କ ଦ୍ୱାରା ଚପଲରେ ପିଟାଇଲେ; ଛେପ ଚାଟିବାକୁ ଦେଲେ ଆଦେଶ

ଭାଗଲପୁର,୨୯।୬: ବିହାର ସୁପୌଲରେ ତ୍ରିବେଣୀଗଞ୍ଜର ଥଲହା ଗାଢ଼ିୟା ଉତ୍ତର ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଗାଁ ପଞ୍ଚାୟତ ଜଣେ ପ୍ରେମିକଙ୍କୁ ପ୍ରେମିକାଙ୍କ ଦ୍ୱାରା ଚପଲରେ…

କେନ୍ଦ୍ରାପଡ଼ାକୁ ଗଡ଼ିଲା ଟ୍ରେନ୍‌ ଇଞ୍ଜିନ

କେନ୍ଦ୍ରାପଡ଼ା ଅଫିସ, ୨୯।୬: କେନ୍ଦ୍ରାପଡ଼ାକୁ ଗଡ଼ିଲା ଟ୍ରେନ୍‌ ଇଞ୍ଜିନ। ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଶନିବାର ଟ୍ରେନ୍‌ ଇଞ୍ଜିନ ଗଡ଼ିଛି। ପରୀକ୍ଷାମୂଳକ ଭାବେ ଇଞ୍ଜିନ ଡ୍ରାଇଭ କରାଯାଇଥିବା ସୂଚନା ମିଳିଛି।…

ମୋଦିଙ୍କ ସହ ସେଲ୍‌ଫି ନେଇ ଟୁଇଟ୍‌ କଲେ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ

ଓସାକା,୨୯।୬: ଜି ୨୦ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଓସାକାରେ ପହଞ୍ଚିଛନ୍ତି। ଶୁକ୍ରବାର ପ୍ରଥମ ଦିନରେ ସେଠାରେ ବିଭିନ୍ନ ଦେଶର ବଡ ବଡ ରାଜନେତାଙ୍କ…