କଂଗ୍ରେସର ନାଁ ବଦଳାଇବାକୁ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୯।୬: କଂଗ୍ରେସରେ ଲାଗି ରହିଥିବା ଇସ୍ତଫାକୁ ଦେଖି ଭାଜପା ନେତା କୈଳାଶ ବିଜୟଭର୍ଗିୟ ପରିହାସ କରିବା ଭଳି ଏକ ଟିପ୍ପଣୀ ଦେଇଛନ୍ତି। ଟୁଇଟ୍‌ କରି ବିଜୟଭର୍ଗିୟ କହିଛନ୍ତି,…

ଓଡ଼ିଆ ଆଇପିଏସ୍‌ ହେଲେ ତାମିଲନାଡ଼ୁ ଡିଜିପି

ଭୁବନେଶ୍ୱର, ୨୯ା୬(ବ୍ୟୁରୋ.): ଓଡ଼ିଆ ଆଇପିଏସ୍‌ ଅଫିସର ଜଳଦ କୁମାର ତ୍ରିପାଠୀଙ୍କୁ ତାମିଲନାଡ଼ୁର ଡିଜିପି ଭାବେ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇଁ ୬ ଜଣଙ୍କ ନାମ ୟୁପିଏସ୍‌ସି…

ସରକାରୀ ବାସ ଭବନ ଖାଲି କଲେ ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୨୯।୬: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କର ସରକାରୀ ବାସଭବନ ଖାଲି କରିଛନ୍ତି। ୮ ସଫଦରଜଙ୍ଗଠାରେ ଥିବା ତାଙ୍କର ବାସଭବନକୁ ସେ ଖାଲି କରିଥିବା…

ସମିତିକୁ ଧାନଦେଇ ପ୍ରାପ୍ୟ ପାଉନାହାନ୍ତି ଚାଷୀ: ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

ଭଣ୍ଡାରିପୋଖରୀ, ୨୯ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ୧୬ନଂ. ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବସ୍‌ଷ୍ଟାଣ୍ଡଠାରେ ଶନିବାର ପୂର୍ବାହ୍ନ ୧୧ଟାରେ ନଗୁଆ ସେବା ସମବାୟ ସମିତିର ଶତାଧିକ ଚାଷୀ ସମିତିକୁ ମାର୍ଚ୍ଚ…

ତେଲ୍‌କୋଇ ବସଷ୍ଟାଣ୍ଡ ନିକଟରେ ଟ୍ରକ୍‌ ଧକ୍କାରେ ଜଣେ ମୃତ: ଜିଲା ମେଡିକାଲରେ ଉତ୍ତେଜନା

କେନ୍ଦୁଝର, ୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ନଂ. ଜାତୀୟ ରାଜପଥର ତେଲ୍‌କୋଇ ବସ୍‌ଷ୍ଟାଣ୍ଡ ନିକଟରେ ଶନିବାର ଏକ ଟ୍ରକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଅଟପୁରର…

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ହେଲେ ମୋହନ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ବିରୋଧୀ ଦଳ ଉପନେତା ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଭାଜପା ବିଧାୟକ ଦଳ ମୁଖ୍ୟ ସଚେତକ ଭାବେ ମୋହନ…

ସୁହାନାଙ୍କ ଗ୍ରାଜୁଏଶନ ସେରିମନିର ଫଟୋ ଶେୟାର କଲେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ ଓ ଗୌରି ଖାଁଙ୍କ ଏକମାତ୍ର ଝିଅ ସୁହାନା ଏବେ ଗ୍ରାଜୁଏଟ ହୋଇଯାଇଛନ୍ତି। ଏହି ଖୁସିରେ କିଙ୍ଗ ଖାନ୍‌ ଇନଷ୍ଟାଗ୍ରାମରେ ଏକ…

ବାଇକ୍‌କୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର; ପ୍ରତିବାଦରେ ଜିରାଳ-ପଣ୍ଡୁଆ ରାସ୍ତା ଅବରୋଧ

କାମାକ୍ଷାନଗର,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ…

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ତେଜସ୍ବୀଙ୍କ ଘର ବାହୁଡା: ବଖାଣିଲେ ନିଖୋଜ ହେବାର କାହାଣୀ

ପାଟନା,୨୯।୬: ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ନିଖୋଜ ହୋଇଯାଇଥିବା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ର ନେତା ତେଜସ୍ବୀ ଯାଦବ ଏବେ ନିଜ ସ୍ଥାନକୁ ଫେରିଛନ୍ତି। ଏଥିସହ…

କାହିଁକି ଆରମ୍ଭରୁ ଚର୍ଚ୍ଚାରେ ରହୁଛି ‘ଆର୍ଟିକଲ ୧୫’

ମୁମ୍ବାଇ: ‘ମୁଲ୍କ’ ପରେ ଲେଖକ ତଥା ନିର୍ଦ୍ଦେଶକ ଅନୁଭବ ସିହ୍ନା ପୁଣି ଥରେ ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଫିଲ୍ମ ନିର୍ମାଣ କରିଛନ୍ତି। ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ…