କାନ୍ଦାହାର ବିସ୍ଫୋରଣ: ୮ ମୃତ

କାନ୍ଦାହାର,୩୦।୬: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଥିବା ମାରୁଫ ଜିଲାରେ ରବିବାର ବିସ୍ଫୋରଣ ଘଟି ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର ସୂଚନା…

ପ୍ରେମିକଙ୍କୁ ଖାଦ୍ୟରେ ରକ୍ତ ମିଶାଇ ଖାଇବାକୁ ଦେଉଥିଲେ ପ୍ରେମିକା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୩୦।୬: ଅନ୍ଧବିଶ୍ବାସକୁ ଯଦି ଆସ୍ଥା ମିଳିଯାଏ, ତେବେ ଅନେକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସେ। ଏପରି ଏକ ଘଟଣା ଘଟିଛି ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍‌ ଅଞ୍ଚଳରେ।…

ବର୍ଷାଦିନେ ପିଅନ୍ତୁ ନାହିଁ ଅତ୍ୟଧିକ ଅଦା ଚା’, ଭୋଗିପାରନ୍ତି ଏସବୁ ସମସ୍ୟା

ବର୍ଷାଦିନରେ ଅଧିକାଂଶ ଲୋକ ଅଦା ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଅଦା ଚା’ ଥଣ୍ଡା ଦୂର କରିବା ସହ ହଜମ ପ୍ରକ୍ରିୟାକୁ ସହଜ କରେ। ମାତ୍ର ଆବଶ୍ୟକତାରୁ…

ଶାହିନଙ୍କ ନାମରେ ବିଶ୍ୱକପ୍‌ ରେକର୍ଡ

ଲିଡ୍ସ,୩୦।୬- ଚଳିତ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ବୋଲର ଶାହିନ ଆଫ୍ରିଦୀ ୪ ଉଇକେଟ ନେଇ ଏକ ବିଶ୍ୱକପ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍‌ରେ…

ରାଶିଫଳ: ସୋମବାର, ଜୁଲାଇ ୧ ତାରିଖ – Daily Horoscope

ମେଷ ଆଜିର ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥଲାଭ,ସାମାଜିକ ସମ୍ମାନ ସହ କାର୍ଯ୍ୟସିଦ୍ଧି କରାଇବ। ଦୀର୍ଘଦିନ ହେଲା ଯାହା ହୋଇପାରିିନି ତାହା ପୂର୍ଣ୍ଣତା ଲାଭ କରିବା ପାଇଁ ଅନୁକୂଳ…

ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ତିନି ଗ୍ରାମବାସୀଙ୍କୁ ଉଠାଇନେବା ଘଟଣା: ଜଣଙ୍କୁ ହତ୍ୟା, ଦୁଇ ଜଣଙ୍କୁ ଛାଡିଦେଲେ

ମାଲକାନଗିରି,୩୦।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା କୁକୁରକୁଣ୍ଡର ୩ ଗ୍ରାମବାସୀଙ୍କୁ ମାଓବାଦୀ ଉଠାଇ ନେଇଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ସେମାନଙ୍କୁ ଉଠାଇନେଇଥିବା ବେଳେ ସେମାନଙ୍କ ମଧ୍ୟରୁ…

ମାଙ୍କଡକୁ ପାଣି ପିଆଇଲେ ସଲମାନ

ବଲିଉଡର ଭାଇଜାନ୍‌ ସଲମାନ ଖାନ କେବଳ ଜଣେ ମଣିଷ ପ୍ରେମୀ ନୁହଁନ୍ତି, ସେ ପଶୁପକ୍ଷୀମାନଙ୍କୁ ବି ବେଶ୍‌ ଭଲ ପାଆନ୍ତି।ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି।…

ଗ୍ରୀଷ୍ମ ଯୋଗୁ ରାଜଧାନୀରେ ବଢିଲା ସ୍କୁଲ ଛୁଟିର ଅବଧି

ନୂଆଦିଲ୍ଲୀ,୩୦।୬: ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ କମି ନ ଥିବାରୁ ଏଠାକାର ସରକାରୀ ଓ ବେସରକାରୀ ସ୍କୁଲର ଖରାଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ପ୍ରଥମରୁ ଅଷ୍ଟମ…

ଗୁଗୁଲ ମ୍ୟାପ ଦେଖି କାଦୁଅରେ ଫସିଗଲେ ଶହେ ଗାଡି

ଓ୍ବାଶିଂଟନ,୩୦।୬: ଗୁଗୁଲ ସବୁବେଳେ ସଠିକ୍‌ ତଥ୍ୟ ଦେଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ହେଲେ ଆମେରିକାର କିଛି ଲୋକ ଏହା ଉପରେ ବିଶ୍ୱାସ କରି ଏବେ ଫସି…

ନିଷ୍କାସନ ହୋଇପାରୁନି ବର୍ଷାଜଳ : ଡ୍ରେନ୍‌ ନିର୍ମାଣ ଦାବି କଲେ ଅଞ୍ଚଳବାସୀ

ମାଲକାନଗିରି,୩୦ା୬(ସ୍ବ.ପ୍ର.) : ମାଲକାନଗିରି ଜିଲା ସଦର ମହକୁମା ପୌରପରିଷଦ ଅଞ୍ଚଳର ବିଭିନ୍ନ ୱାର୍ଡ ଏବଂ ମୁଖ୍ୟ ରାସ୍ତାର ପରିମଳ ବ୍ୟବସ୍ଥା ବିଗିଡ଼ିଛି। ଜଳ ନିଷ୍କାସନ ହୋଇପାରୁ ନ…