ଶର୍ଟସ୍‌ ପିନ୍ଧିଲେ ଇମାମ୍‌ବାଡ଼ାରେ ପ୍ରବେଶ ପାଇଁ ମିଳିବନି ଅନୁମତି

ଲକ୍ଷ୍ନୌ,୩୦।୬: ଏଣିକି ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିଲେ ହିଁ ପର୍ଯ୍ୟଟକଙ୍କୁ ଲକ୍ଷ୍ନୌର ଇମାମ୍‌ବାଡ଼ାରେ ପ୍ରବେଶ ଅନୁମତି ମିଳିବ। କେତେକ ପର୍ଯ୍ୟଟକ ଶର୍ଟସ୍‌ ପିନ୍ଧି ଇମାମ୍‌ବାଡ଼ା ଦେଖିବାକୁ ଆସିଥାନ୍ତି।…

ପାକିସ୍ତାନ ଫ୍ୟାନ୍‌ଙ୍କ ମୁହଁରେ ଇଣ୍ଡିଆ..ଇଣ୍ଡିଆ..

ବର୍ମିଂହାମ, ୩୦।୬: ଚଳିତ ଆଇସିସି ବିଶ୍ୱକପର ଗୁରୁତ୍ୱପୂର୍ଣ୍ଣ ୩୮ତମ ମ୍ୟାଚରେ ଦୁଇ ଫେଭରାଇଟ୍‌ ଦଳ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ଭେଟାଭେଟି ହୋଇଛନ୍ତି। ଇଂଲଣ୍ଡ ପାଇଁ…

ତେଲେଙ୍ଗାନାରେ ମହିଳା ପୋଲିସଙ୍କୁ ପିଟିଲେ ଟିଆର୍‌ଏସ୍‌ କର୍ମୀ

ହାଇଦ୍ରାବାଦ,୩୦।୬: ତେଲେଙ୍ଗାନା ରାଷ୍ଟ୍ର ସମିତିର କର୍ମୀ ଆସିଫାବାଦ ଜିଲାରେ ବୃକ୍ଷରୋପଣ ପାଇଁ ପହଞ୍ଚିଥିବା ପୋଲିସ ଓ ବନ କର୍ମଚାରୀଙ୍କୁ ଖୁବ୍‌ ପିଟିଛନ୍ତି। ଏହି ସମୟରେ ଟ୍ରାକ୍ଟର ଉପରେ…

ନିୟନ୍ତ୍ରଣ ହରାଇଲା ହେଲିକପ୍ଟର: ଲାଣ୍ଡିଂ ନ କରି ଦିଲ୍ଲୀ ଫେରିଗଲେ ବାଲକ୍‌ ନାଥ୍‌

ଅଲଓ୍ବର,୩୦।୬: ରାଜସ୍ଥାନ ଅଲଓ୍ବର ଲୋକ ସଭା ଆସନର ଭାଜପା ଏମ୍‌ପି ବାବା ବାଲକ୍‌ ନାଥ୍‌ଙ୍କ ହେଲିକପ୍ଟର ନିୟନ୍ତ୍ରଣ ହରାଇବାରୁ ଏହା ଲାଣ୍ଡିଂ ନ କରି ପାରି ଦିଲ୍ଲୀ…

ପ୍ରଥମେ ବୋଲିଂ କରିବ ଭାରତ

ବର୍ମିଂହାମ,୩୦।୬- ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବୋଲିଂ କରିବ। ପିଚ୍‌ରେ ଅଧିକ ବାଉନ୍ସ ଥିବାରୁ ଇଂଲଣ୍ଡ ଅଧିନାୟକ ଇଆନ…

ପଶୁଙ୍କ ଉପରେ ଅତ୍ୟାଚାର କରିବାରୁ ଥାନାରେ ଏତଲା ଦେଲେ ମାଲିକ

ପାଟନା,୩୦।୬: ଅସାମାଜିକ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ଥିବା ବିହାର ଏଥର କିନ୍ତୁ ଭିନ୍ନ ଏକ ଆପରାଧିକ ମାମଲା ପାଇଁ ଆସିଛି ଚର୍ଚ୍ଚାକୁ। ହେରୁଦିୟାରାରେ ରହୁଥିବା ଜୟରାମ କୁମାର…

ପ୍ରିୟଙ୍କାଙ୍କୁ ଯୋଗୀଙ୍କ କଡ଼ା ଜବାବ୍‌: ନ ଖାଇ ପାରିଲେ ଅଙ୍ଗୁର ଖଟା

ଲକ୍ଷ୍ନୌ,୩୦।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ରାଷ୍ଟ୍ରୀୟ ମହସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଡ଼ା ଜବାବ୍‌ ଦେଇଛନ୍ତି। କଂଗ୍ରେସ ନିର୍ବାଚନରେ ପରାଜିତ ହୋଇଥିବାରୁ ହତାଶ ହୋଇ…

ଭାରତକୁ ସାହାଯ୍ୟ ମାଗିଲେ ସୋଏବ ଅଖତର

ଇସଲମାବାଦ, ୩୦।୬:ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତକୁ ସାହାଯ୍ୟ ମାଗିଛନ୍ତି। ଆଇସିସି ବିଶ୍ୱକପରେ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚିବାରେ ଭାରତ ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି।…

ମନଦେଇ ଶୁଣିଲେ ‘ମନ୍‌ କି ବାତ୍‌’

ନୂଆଦିଲ୍ଲୀ,୩୦।୬: ପାଖାପାଖି ଦୁଇ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ ପୁଣିଥରେ ରବିବାର ପ୍ରଚାରିତ ହୋଇଛି। ତେବେ ଏହି କାର୍ଯ୍ୟକ୍ରମକୁ…

ପୁରୀ ଅନ୍ତର୍ଜାତୀୟ ଡ୍ୟାନ୍ସ ଫେଷ୍ଟିଭାଲ: ଦାରିଙ୍ଗବାଡ଼ିର ଶିଶୁ କଳାକାରଙ୍କ ଅଂଶଗ୍ରହଣ

ଦାରିଙ୍ଗବାଡ଼ି,୩୦।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ୪ ଜଣ ଶିଶୁ କଳାକାର ପୁରୀରେ ଚାଲିଥିବା ପୁରୀ ଅନ୍ତର୍ଜାତୀୟ ଫେଷ୍ଟିଭାଲରେ ଅଂଶଗ୍ରହଣ କରିଛନ୍ତିା ସେମାନେ ହେଲେ ଆଫ୍ରିନ ସାହୁ,…