କିପରି ହେବ ବର୍ଷାଦିନର ପରିଧାନ

ବର୍ଷାଦିନ ଆରମ୍ଭ ହୋଇଗଲେ ମହିଳାଙ୍କ ଚିନ୍ତା ରହିଥାଏ ଯେ ଏହି ଦିନରେ କ’ଣ ପିନ୍ଧିବେ ଆଉ ପିନ୍ଧିବେନି। ଯଦି ଆପଣ ଏଥିରେ ସାମିଲ ତେବେ ବ୍ୟସ୍ତ ହୁଅନ୍ତୁ…

ସ୍ମାର୍ଟ କିଚେନ୍‌

ଆଜିକାଲି ସମସ୍ତେ ମଡ୍ୟୁଲାର କିଚେନ୍‌ ପସନ୍ଦ କରୁଛନ୍ତି। କିଚେନ୍‌ ମଡ୍ୟୁଲାର ହେବା ସହ ଏହାର ଯତ୍ନନେବା ମଧ୍ୟ ଜରୁରୀ। ଏହାର ସଫାସୁତରା ପ୍ରତି ମଧ୍ୟ ଧ୍ୟାନ ଦେବା…

ବର୍ଷାଦିନରେ କେଶର ଯତ୍ନ

ବର୍ଷାଦିନରେ ବଢ଼ୁଥିବା କେଶ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଏଥିଲାଗି ଆପଣଙ୍କୁ କେତୋଟି ଉପାୟ ଦିଆଯାଉଛି ଯାହାକୁ ଆପଣାଇ ହେବେ ଟେନସନ୍‌ ଫ୍ରି । ଜାଣନ୍ତୁ ଏ…

ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପ୍ରୟାଗରାଜ,୧୬।୭: ଗୁରୁପୂର୍ଣ୍ଣିମା ଅବସରରେ ମଙ୍ଗଳବାର ସକାଳୁ ଲକ୍ଷାଧିକ ଭକ୍ତ ‘ତ୍ରିବେଣୀ ସଙ୍ଗମ’ରେ ବୁଡ଼ ପକାଇ ପୂଜାର୍ଚ୍ଚନା କରିଛନ୍ତି। ଏହିଦିନ ‘ତ୍ରିବେଣୀ ସଙ୍ଗମ’ରେ ବୁଡ ପକାଇଲେ ପୂର୍ଣ୍ଣ୍ୟ ମିଳିଥାଏ…

ସନ୍ଧାନୀ କୁକୁର ବଦଳି ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ୪୬ ସନ୍ଧାନୀ କୁକୁରଙ୍କ ବଦଳି ନେଇ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମିଡ଼ିଆ ପରାମର୍ଶଦାତା ନରେନ୍ଦ୍ର…

ଛୋଟାଙ୍କ କୋଟିଏ ଟଙ୍କାର ଘର ଉଚ୍ଛେଦ କଲା ପ୍ରଶାସନ: ମାଟିରେ ମିଶିଲା ଦ୍ୱାରିକାନଗର ଆଡ୍ଡାସ୍ଥଳ

ଖୋର୍ଦ୍ଧା ଅଫିସ,୧୬।୭: ବ୍ରାଉନ୍‌ସୁଗାର କାରବାରରୁ ପଥର ଚୋରା ଚାଲାଣ। ବନ୍ଧୁକ କାରବାରଠାରୁ ଆରମ୍ଭ କରି ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ସୁଧାଂଶୁ ପରିଡ଼ା ଓରଫ୍‌ ଛୋଟା…

ପ୍ଲାଷ୍ଟିକ୍‌ ବଦଳରେ ମିଳିବ ଖାଦ୍ୟ

ରାୟପୁର,୧୬।୭: ଦେଶରେ ସ୍ବଚ୍ଛତା ଓ ପରିବେଶ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଲୋକେ ପ୍ଲାଷ୍ଟିକ୍‌ ଯୋଗୁ ବାୟୁ ପ୍ରଦ୍ୟୁଷଣ…

ଅବ୍ୟବସ୍ଥା ଭିତରେ ଚୌଦ୍ୱାର ଜେଲ:ସୁରକ୍ଷା ଢିଲା, ସିସିଟିଭି ଅଚଳ

କଟକ ଅଫିସ,୧୬।୭: ଓଡ଼ିଶାର ସବୁଠୁ ବଡ ଜେଲ ହେଉଛି ଚୌଦ୍ୱାର ସର୍କଲ ଜେଲ। ଏଠାରେ ସବୁଠୁ ଅଧିକ କଏଦୀ ମଧ୍ୟ ରହୁଛନ୍ତି। ହେଲେ ଏହି ଜେଲରେ ଏବେ…

ଦେଶକୁ ବିଶ୍ୱଚାମ୍ପିଅନ୍‌ କରାଇଲେ ପୁଅ, ପିତାଙ୍କୁ ପଡୁଛି ଗାଳି: ଜାଣନ୍ତୁ କାହିଁକି

ଲଣ୍ଡନ, ୧୬।୭: ଆଇସିସି ବିଶ୍ୱକପ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି। ଇଂଲଣ୍ଡକୁ…

ପହଣ୍ଡି ବେଳେ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ

ପୁରୀ ଅଫିସ, ୧୬।୭: ସିଂହଦ୍ୱାର ସମ୍ମୁଖରେ ସୋମବାର ନୀଳାଦ୍ରିବିଜେ ପହଣ୍ଡି ଚାଲିଥିଲା। ଠାକୁରମାନେ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ରତ୍ନସିଂହାସନକୁ ବିଜେ କରୁଥିଲେ। ହଜାର ହଜାର ଭକ୍ତ…