ବିଚାରପତିଙ୍କ ଡ୍ରାଇଭର୍‌ ଥିଲେ ପିତା: ୨୬ ବର୍ଷରେ ପୁଅ ହେଲେ ସିଭିଲ୍‌ ଜଜ୍‌

ଭୋପାଳ,୨୪।୮: ଇଛାଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳିଥାଏ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି। ଜଣେ ବିଚାରପତିଙ୍କ ଡ୍ରାଇଭର ଥିବା ବ୍ୟକ୍ତିଙ୍କ ପୁଅ ଏବେ ୨୬…

୩୦ ବର୍ଷ ହେବ ୩ ସରକାରୀ ବିଭାଗରେ କାମ କରୁଥିଲେ ଇଞ୍ଜିନିୟର

ପାଟନା,୨୪।୮: ବିହାରର ସୁରେଶ ରାମ ନାମକ ଜଣେ ଇଞ୍ଜିନିୟର ୩୦ ବର୍ଷ ହେବ ଏକାସାଙ୍ଗେ ୩ଟି ବିଭାଗରେ କାମ କରୁଥିବା ଜଣାପଡିଛି। ସେ ୩ଜିଲାର ୨ ବିଭାଗରେ…

ବାନ୍ଦ୍ରା ରେଲଓ୍ବେ ଷ୍ଟେଶନର ୧୩୦ ବର୍ଷ ପୂର୍ତ୍ତି ଅବସରରେ ସ୍ପେଶାଲ ଡାକ ଟିକେଟ ଉନ୍ମୋଚନ କଲେ ଶାହରୁଖ

ମୁମ୍ବାଇ: ମୁମ୍ବାଇର ପପୁଲାର ବାନ୍ଦ୍ରା ଷ୍ଟେଶନକୁ ୧୩୦ ବର୍ଷ ପୂରିଛି। ଏହି ଅବସରରେ ଶୁକ୍ରବାର ବଲିଉଡ୍‌ ବାହଶାହ ଶାହରୁଖ ଖାନ ପୋଷ୍ଟାଲ ଏନ୍‌ଭଲପ୍‌ ଓ ଡାକ ଟିକେଟ…

ଶ୍ରୀସନ୍ତଙ୍କ ଘରେ ଲାଗିଲା ନିଆଁ

କୋଚି,୨୪।୮: ଭାରତୀୟ କ୍ରିକେଟ ଖେଳାଳି ଏସ୍‌ ଶ୍ରୀସନ୍ତଙ୍କ କେରଳର କୋଚିସ୍ଥିତ ଇଡାପାଲ୍ଲୀ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ବଖରା ଘର…

ଆଜମ୍‌ ଖାଁଙ୍କ ବିରୋଧରେ ୨ ହଜାରରୁ ଅଧିକ ଗଛ କାଟିବା ଅଭିଯୋଗ

ଲକ୍ଷ୍ନୌ,୨୪।୮: ଉତ୍ତରପ୍ରଦେଶ ରାମପୁର ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ଏମ୍‌ପି ଥିବା ଆଜମ୍‌ ଖାଁଙ୍କ ବିରୋଧରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ତାଙ୍କ ନିର୍ଦ୍ଦେଶରେ…

ପ୍ରଶାସନର ବାରଣ ସତ୍ତ୍ୱେ କଶ୍ମୀର ଗସ୍ତ କରିବେ ରାହୁଲଙ୍କ ସମେତ ୧୨ ନେତା

ନୂଆଦିଲ୍ଲୀ,୨୪।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି। ଶନିବାର ରାହୁଲଙ୍କ ସହ ଗୁଲାମ…

ଅନେକ ରୋଗରୁ ମୁକ୍ତି ଦିଏ କେଶର

ଫୁଲର କେଶର ବିଷୟରେ ସମସ୍ତେ ଅଳ୍ପବହୁତେ ଜାଣନ୍ତି। ତେବେ ସ୍ବାଦ ଏବଂ ସୌନ୍ଦର୍ଯ୍ୟ କଥା ଉଠିଲେ ସର୍ବପ୍ରଥମେ କେଶରର ନାମ ଆସିଥାଏ। ଏହି କେଶର ଅନେକ ଅସାଧ୍ୟ…

ଅଭିଭାବକ ହେଲ୍‌ମେଟ୍‌ ନ ପିନ୍ଧିଲେ ସେମାନଙ୍କ ଝିଅପୁଅଙ୍କ ମାର୍କ କଟିବ: ବ୍ରହ୍ମପୁର ଏସ୍‌ପି

ବ୍ରହ୍ମପୁର ଅଫିସ୍‌,୨୪ା୮: ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌। କିନ୍ତୁ ଅସାବଧାନତା ଯୋଗୁ ଦୁର୍ଘଟଣାରେ ଦୈନିକ ବହୁ ଜୀବନ ହାନି ହେଉଛି। ଅନେକ ପରିବାର ସେମାନଙ୍କ ମୁରବିକୁ ହରାଉଛନ୍ତି। ଗୋଟିଏ…

ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ଆଳି, ୨୪।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳ ପ୍ରାୟ ୮ଟାରେ ଦୁଇ ଶିଶୁ ପୋଖରୀରେ…

ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲା: ନିୟମ ଉଲ୍ଲଂଘନ ସମ୍ପର୍କରେ ଅଜଣା ଥିଲା ଏଫ୍‌ଆଇପିବି

ନୂଆଦିଲ୍ଲୀ,୨୪।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ନିୟମ ଉଲ୍ଲଂଘନ ସମ୍ପର୍କରେ ଏଫ୍‌ଆଇପିବି ଅଜଣା ରହିଥିଲା। ଏନେଇ ତତ୍କାଳୀନ ଏଫ୍‌ଆଇପିବି ଅଧ୍ୟକ୍ଷ ସୁବ୍ବା ରାଓ ବୟାନ ଦେଇଛନ୍ତି। ସୁବ୍ବା ରାଓଙ୍କ…