ବସ୍‌ ବାଇକ୍‌ ମୁହାଁମୁହିଁ: ବାଇକ୍‌ ଚାଳକ ଗୁରୁତର

ଜେନାପୁର,୧୦।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଅନ୍ତର୍ଗତ ଚଣ୍ଡିଖୋଲ-ଡ଼ୁବୁରୀ ୫୩ ନଂ. ଜାତୀୟ ରାଜପଥ କୁସୁନପୁର ଛକଠାରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ…

୯ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ : ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କର୍ଲାମୁଣ୍ଡା,୧୦।୧୧(ଡି.ଏନ୍‌.ଏ.): ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ ସାଧାରଣ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇବାର ଲକ୍ଷ୍ୟ ନେଇ ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ କେନ୍ଦ୍ରଗୁଡ଼ିକ ଖୋଲି କର୍ମୀ ଓ…

ହାସ୍ୟ ନାୟକ ବ୍ରଜ ପାଣି

ଚତୁର୍ଥ ଶ୍ରେଣୀର କଥା। ସାର୍‌ କହିଥିଲେ, ସ୍କୁଲରେ ‘ପେଟୁ’ ନାଟକ ହେବ। ଆଉ ତୁ ହିଁ ‘ପେଟୁ’ ଚରିତ୍ରରେ ଅଭିନୟ କରିବୁ। ସେଥିଲାଗି ପ୍ରସ୍ତୁତ ଥିଲା ପିଲାଟି।…

ବିଶ୍ୱ ଦରବାରରେ ଲାସ୍ୟମୟୀ ଅଭିନେତ୍ରୀ ମାତନ

ଯାତ୍ରା ଜଗତର ଜଣେ ଲାସ୍ୟମୟୀ ଅଭିନେତ୍ରୀ ହେଉଛନ୍ତି ମାତନ। ରୂପ ଯେମିତି ଗୁଣ ବି ସେମିତି। ଡ୍ୟାନ୍ସରେ ଯେମିତି ଡାଏଲଗ୍‌ରେ ସେମିତି। ଚେହେରା ଯେମିତି ଅଭିନୟ ବି…

ଐତିହାସିକ ସହର ପାଲ୍‌ଘର: କେବେ ଓ କେମିତି ଯିବେ; କ’ଣ ଦେଖିବେ

ମହାରାଷ୍ଟ୍ରସ୍ଥିତ ଏକ ଐତିହାସିକ ସହର ଭାବେ ପାଲ୍‌ଘର୍‌ର ସ୍ବତନ୍ତ୍ର ପରିଚୟ ରହିଛି। ପ୍ରାଚୀନ ମନ୍ଦିର, ଆକର୍ଷଣୀୟ ସମୁଦ୍ରତଟ ସାଙ୍ଗକୁ ଐତିହାସିକ କୀର୍ତ୍ତିରାଜିମାନ ଏହି ସହରର ମହତ୍ତ୍ୱକୁ ବୃଦ୍ଧି…

କହ୍ନେଇପୁର ଗାଁ ରାସ୍ତା ଶୋଚନୀୟ

ଚିଲିକା,୧୦।୧୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର କହ୍ନେଇପୁର ଗାଁ । ଏହି ଗାଁ ର ପୂର୍ବପଟରେ ରହିଛି ଜଗତି ପାହାଡ଼, ପଶ୍ଚିମରେ ୧୬ ନଂ ଜାତୀୟ ରାଜପଥ।…

ସୋମବାର ସୂର୍ଯ୍ୟକୁ ଅତିକ୍ରମ କରିବ ବୁଧ: ଭାରତରେ ହେବ ନାହିଁ ଦୃଶ୍ୟମାନ

ଓ୍ବାଶିଂଟନ,୧୦।୧୧: ସୋମବାର ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ଦିନ ବୁଧ ଗ୍ରହ ସୂର୍ଯ୍ୟ ସମ୍ମୁଖରେ ନିଜ କକ୍ଷ ପଥରେ ଗତି କରିବ। ଫଳରେ ସୂର୍ଯ୍ୟ…

ସରକାରୀ ନିୟମକୁ ଫୁ: ରାସ୍ତା କଡ଼, ଡ୍ରେନରେ ପକାଯାଉଛି ବ୍ୟବହୃତ ସିରିଞ୍ଜ, ଛୁଞ୍ଚି

ଖୋର୍ଦ୍ଧା ଅଫିସ,୧୦।୧୧: ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଆଇନକୁ ଘରୋଇ ମେଡିକାଲ, ପାଥୋଲାବ ସେଣ୍ଟର ଓ ଔଷଧ ଦୋକାନୀ ମାନୁନାହାନ୍ତି। ଖୋର୍ଦ୍ଧା ମ୍ୟୁନିସିପାଲିଟିର ଅସ୍ଥାୟୀ ଡମ୍ପିଂୟାର୍ଡ କୁହାଯାଉଥିବା…

ବେଞ୍ଜାମାଙ୍କ ଡବଲ ଗୋଲରେ ମାଡ୍ରିଡ୍‌ ବିଜୟୀ

ଏବର,୧୦।୧୧- କରିମ ବେଞ୍ଜାମାଙ୍କ ଡବଲ ଗୋଲ ବଳରେ ରିଅଲ ମାଡ୍ରିଡ୍‌ ଶନିବାର ଏକ ବୃହତ୍‌ ବିଜୟ ହାସଲ କରିଛି। ଦଳ ୪-୦ ଗୋଲରେ ଏବରକୁ ହରାଇ ଦେଇଛି।…

ଚିନ୍ମୟ ଚିନ୍ତନ: ଏଗାର ଏଗାର ମିଶି ଚବିଶ !

ଯିଏ ବି ଶୁଣିବ ହସିବ। ପ୍ରଥମ କି ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ପିଲାଏ ଆଶ୍ଚର୍ଯ୍ୟ ହେବେ! ବଡ ବଡ ଲୋକଙ୍କୁ କ’ଣ ଏ ସାଧାରଣ ମିଶାଣ ଆସେନା?…