ଶୀତଦିନେ କାହିଁକି ଲଗାଇବେ ସୋରିଷ ତେଲ

ଶୀତଦିନେ ସୋରିଷ ତେଲ ମାଲିସ ହେଲେ ଶରୀର ସୁସ୍ଥ ରହିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ, ଫ୍ୟାଟି ଏସିଡ୍‌ ଓ ବିଟାକୈରୋଟିନ୍‌।…

ଟ୍ରମ୍ପ୍‌ଙ୍କ ବିରୋଧରେ ଅଭିଯୋଗକୁ ମଞ୍ଜୁରୀ

ଓ୍ବାଶିଂଟନ,୧୪ା୧୨(ଏଏଫ୍‌ପି): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଆଣିବା ସପକ୍ଷରେ ଗୃହ ନ୍ୟାୟିକ କମିଟି ଭୋଟ ଦେଇଛି। ଫଳରେ ଆସନ୍ତା ସପ୍ତାହ ଶେଷରେ ମହାଭିଯୋଗର ଦୁଇଟି…

ସେବା ଆଳରେ ଶୋଷଣ

ଶିଶୁ ଅଧିକାର ଆଇନକୁ କଡ଼ାକଡ଼ି କରାଯାଇଛି। ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ସୁନ୍ଦରଗଡ଼ ଜିଲାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହାୟତାରେ ପରିଚାଳିତ ହେଉଥିବା…

ପାଟନା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଗଣବଳାତ୍କାର

ପାଟନା,୧୪ା୧୨(ପି.ଟି.): ବିହାରର ପାଟନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ(୨୦)ଙ୍କୁ ଗାନ୍ଧୀ ପାଠ ଅଞ୍ଚଳରେ ଗଣବଳାତ୍କାର କରାଯାଇଛି। ଏନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ…

ସାରଥି ଆଶ୍ରମକୁ ଇଡି ନୋଟିସ

ଡେରାବିଶ, ୧୩ା୧୨ (ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ବାରିମୂଳ ସାରଥି ଆଶ୍ରମ ପରିସରରେ ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍‌) ପକ୍ଷରୁ ଶୁକ୍ରବାର…

ଭିନ୍ନ ନିଶା କବଳରେ ଯୁବଗୋଷ୍ଠୀ: କଫ୍‌ସିରପ, ଅଠାକୁ କରୁଛନ୍ତି ନିଶା

ଅନୁଗୋଳ ଅଫିସ, ୧୪।୧୨ - ସାଧାରଣତଃ ନିଶା ସେବନ କଥା କହିଲେ ଅନେକେ ମଦ୍ୟପାନକୁ ବୁଝିଥାନ୍ତି। ହେଲେ ଏବର ଯୁବପିଢ଼ି କେବଳ ମଦ୍ୟପାନକୁ ନିଶା କରିନାହାନ୍ତି, ସେମାନେ…

ଏହି ଉପାୟରେ ଦୂର କରନ୍ତୁ ବ୍ରଣ ସମସ୍ୟା

ଆଜିକାଲି ଯୁବପିଢ଼ିଙ୍କଠାରେ ବ୍ରଣ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଯୁବକମାନଙ୍କଠାରୁ ଯୁବତୀଙ୍କ ଠାରେ ଏହି ସମସ୍ୟା ବେଶୀ ଦେଖା ଦେଉଛି। ଫଳରେ ସେମାନେ ଚିନ୍ତିତ ହୋଇପଡୁଛନ୍ତି। ଔଷଧ…

ରାଜସ୍ବ ପ୍ରଶାସନରେ ଅଦଳବଦଳ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ): ରାଜ୍ୟର ରାଜସ୍ବ ସେବା କ୍ଷେତ୍ରରେ କାର୍ଯ୍ୟରତ ଅଫିସର ସ୍ତରରେ ଶୁକ୍ରବାର ବ୍ୟାପକ ଅଦଳବଦଳ କରାଯାଇଛି। ବିଭାଗୀୟ ବିଜ୍ଞପ୍ତି ନଂ. ୩୯୮୭୪ ଅନୁଯାୟୀ ୧୫ ଜଣ…

ମାଟିରେ ମିଶିଯିବ ମହତ ଉଦ୍ଦେଶ୍ୟ: ଜରାଜୀର୍ଣ୍ଣ ହେଉଛି ପ୍ରଜାମଣ୍ଡଳ ଭବନ

ତାଳଚେର,୧୪ା୧୨ (ମନୋଜ ନନ୍ଦ) - ପ୍ରଜାମଣ୍ଡଳ ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାତ୍ର ୧୫ ବର୍ଷ ତଳେ ଉଦ୍‌ଘାଟିତ ତାଳଚେର ହାଟତୋଟାସ୍ଥିତ ପ୍ରଜାମଣ୍ଡଳ ଭବନ…

ସଡ଼କ ଦୁର୍ଘଟଣାରେ ୨ମୃତ: ଆହତଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କ ପ୍ରାଣ ଗଲା

ଧର୍ମଶାଳା/ଜେନାପୁର,୧୪ା୧୨(ଡି.ଏନ୍‌.ଏ.): ମୃତ୍ୟୁ ଏମିତି ବି ଆସେ। ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଆଉ ଜଣେ ଯୁବକ…