ଭୁବନେଶ୍ୱର, ୪ା୧(ବ୍ୟୁରୋ): କମିଶନରେଟ ପୋଲିସର ୧୨ତମ ପ୍ରତିଷ୍ଠା ଦିବସରେ ଗୁରୁବାର ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୨୪୬ ଜଣ ମହିଳା ଏସ୍ପିଓଙ୍କୁ…
କେନ୍ଦୁଝର, ୪।୧ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଅନ୍ୟତମ ଆକର୍ଷଣ ସାନଘାଗରା ଜଳପ୍ରପାତରେ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ସାନଘାଗରା ଜଳପ୍ରପାତ ବୁଲିବା ସହ ଭୋଜିଭାତ କରିବାକୁ…
ଭୁବନେଶ୍ୱର, ୪ା୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ପୂର୍ବତଟ ରେଳପଥ ସହ ଜଡ଼ିତ ଟ୍ରେନଗୁଡ଼ିକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି।…
ତେଲକୋଇ,୪ା୧(ଡି.ଏନ୍.ଏ.)- ରାସ୍ତା ପ୍ରଶସ୍ତୀକରଣ ପାଇଁ ତେଲକୋଇ ମୁଖ୍ୟାଳୟର ବଜାର ଅଞ୍ଚଳରେ ଥିବା ସରକାରୀ ଜମିକୁ ଶୁକ୍ରବାର ଜବରଦଖଲ ମୁକ୍ତ କରାଯାଇଛି। ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଶ୍ୱିନୀ…
ଭଦ୍ରକ ଅଫିସ, ୪।୧- ଭଦ୍ରକ ଜିଲା ଯୋଜନା କମିଟିର ବାର୍ଷିକ ବଜେଟ ବୈଠକ ଶୁକ୍ରବାର ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ…
ବାରିପଦା ଅଫିସ/ଠାକୁରମୁଣ୍ଡା/ ରାଇରଙ୍ଗପୁର,୪ା୧(ଡ଼ି.ଏନ୍.ଏ.)- ମୟୂରଭଞ୍ଜ ଜିଲାରେ ବନ ବିଭାଗ ପକ୍ଷରୁ ଶୁକ୍ରବାର ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପକ୍ଷୀଙ୍କ ସଂରକ୍ଷଣ, ପ୍ରଜାତି ଚିହ୍ନଟ ଓ ଗତିବିଧି…
ଗୁଣପୁର,୪ା୧(ଡି.ଏନ.ଏ) ଶ୍ରୀଲଙ୍କା ପର୍ଯ୍ୟଟନ ବିଭାଗ ପକ୍ଷରୁ ଦକ୍ଷିଣ ଏସିଆସ୍ତରୀୟ ସୁଶ୍ରୀ ଓ ଶ୍ରୀମତୀ ପ୍ରତିଯୋଗିତାରେ ରାୟଗଡା ଜିଲା ଗୁଣପୁରର ବୋହୂ ଇନ୍ଦ୍ରାଣୀ ସାଇକିଆ ଦ୍ବିତୀୟ ସ୍ଥାନ ଅଧିକାର…
ପାରଳାଖେମୁଣ୍ଡି,୪ା୧(ସ୍ବ.ପ୍ର.) ଗଜପତି ଜିଲା ଗୋଷାଣୀ ବ୍ଲକ୍ ଅଧୀନ ଗାରାବନ୍ଧସ୍ଥିତ ଭେଙ୍କେଟେଶ୍ୱର ହାଇସ୍କୁଲ୍ର ୨ଛାତ୍ର ସର୍ବଭାରତୀୟ କନିଷ୍ଠ ଭଲିବଲ୍ ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି। ଉକ୍ତ ଦୁଇ ଛାତ୍ର…
କପ୍ତିପଦା,୪ା୧(ଡି.ଏନ.ଏ)- କୁକୁଡ଼ା ଲଢେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଏକ ପରମ୍ପରା । ମାତ୍ର ରାଜ୍ୟ ସରକାର ଏହାକୁ ବେଆଇନ ଦର୍ଶାଇ ବନ୍ଦ କରିଥିବା ବେଳେ ଜିଲାର…
ଜୟପୁର,୪।୧(ଡି.ଏନ୍.ଏ.) ଧାର୍ଯ୍ୟ ତାରିଖ ଭିତରେ କୋରାପୁଟ ଜିଲାର ଅଧିକାଂଶ ଚାଷୀ ନାମ ପଞ୍ଜିକରଣ କରିପାରି ନାହାନ୍ତି। ଜିଲାପାଳ, ଯୋଗାଣ ଅଧିକାରୀଙ୍କ ଦୃଷ୍ଟିକୁ ଏହା ଅଣାଯିବା ପରେ ରାଜ୍ୟ…