ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକବାସୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୮।୧(ବ୍ୟୁରୋ):ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକାଧିକ ଯୋଜନା ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ…

୫-ଟି ଆଧାରରେ ତ୍ୱରାନ୍ବିତ ହେବ ସୂଚନା, ଲୋକସମ୍ପର୍କ ବିଭାଗ କାର୍ଯ୍ୟାବଳୀ: ଡିଜିଟାଇଜ୍‌ ହେବ ଫଟୋ, ଚଳଚ୍ଚିତ୍ର

ଭୁବନେଶ୍ୱର, ୮।୧(ବ୍ୟୁରୋ):ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାବଳୀକୁ ୫-ଟି ଆଧାରରେ ତ୍ୱରାନ୍ବିତ କରାଯିବ। ଏହା ଦ୍ୱାରା ବିଭାଗ ଆଗାମୀ ଦିନରେ ଲୋକପ୍ରିୟତା ହାସଲ କରିବ। ତେଣୁ ପ୍ରତ୍ୟେକ…

ଚିତ୍ରକୋଣ୍ଡାରେ ଧର୍ମଘଟ ଆରମ୍ଭ

ଚିତ୍ରକୋଣ୍ଡା, ୮।୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସହରରେ ଭାରତ ବନ୍ଦ ଡାକରାର ପ୍ରଭାବ ପଡିଛି। ସ୍ଥାନୀୟ ଚିତ୍ରକୋଣ୍ଡା ସ୍ପିଲବାଇ, ଡାଲଖାଇ ଛକ ପାଖରେ ବିଭିନ୍ନ ସଂଗଠନ ପକ୍ଷରୁ…

ଇରାନର ଆକ୍ରମଣ ପରେ ମଧ୍ୟ ବାଗଦାଦ୍‌ ଉପରେ ଉଡ଼ି ବୁଲୁଥିଲା ଯୁଦ୍ଧ ବିମାନ

ତେହେରାନ୍‌,୮।୧: ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ଇରାନ ବୁଧବାର ଆକ୍ରମଣ କରିଛି। ଇରାକ ପକ୍ଷରୁ ୧୨ରୁ ଅଧିକ କ୍ଷେପଣାସ୍ତ୍ର ଇରାକସ୍ଥିତ ଅଲ୍‌ ଅସଦ ଏବଂ ଇରବିଲ୍‌…

ମଝି ଆକାଶରେ ୟୁକ୍ରେନ୍‌ର ବୋଇଙ୍ଗ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୮୦ ଯାତ୍ରୀ କରୁଥିଲେ ଯାତ୍ରା

ତେହେରାନ୍‌,୮।୧: ଆମେରିକା ଇରାନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ତେହେରାନ୍‌ ନିକଟରେ ମଝି ଆକାଶରେ ୭୯୦୦ ଫୁଟ ଉପରେ ୟୁକ୍ରେନ୍‌ର ଏକ ଯାତ୍ରୀବାହୀ ବୋଇଙ୍ଗ୍‌-୭୩୭ ବିମାନ ଦୁର୍ଘଟଣା…

ବାଲେଶ୍ୱରରେ ଭାରତ ବନ୍ଦ ପ୍ରଭାବ: ସରକାରୀ ଅଫିସ ଘେରିଲେ

ବାଲେଶ୍ୱର ଅଫିସ୍‌, ୮।୧୨: କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ୧୨ ଦଫା ନେଇ ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ବାଲେଶ୍ୱରରେ ଏହାର ପ୍ରଭାବ ପଡିଛି।…

୩୪ ବର୍ଷରେ କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା: ରଶ୍‌ ଫିଲ୍ମର କିସିଂ ସିନ୍‌ ଯୋଗୁ ରାତାରାତି ପାଲଟିଥିଲେ ଷ୍ଟାର…

ମୁମ୍ବାଇ,୮।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେ ବୁଧବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୬ ଜାନୁୟାରୀ ୮ରେ…

୭.୫ ଡିଗ୍ରୀରେ ଦାରିଙ୍ଗବାଡ଼ି

ଭୁବନେଶ୍ୱର, ୮।୧(ବ୍ୟୁରୋ): ବର୍ଷା କମିଯିବା ପରେ ଶୀତ ପୁଣି ଫେରିଛି। ମଙ୍ଗଳବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଟିଟିଲାଗଡ଼ରେ ୭.୬, ଅନୁଗୋଳ ୮, ଫୁଲବାଣୀ…

ଭକ୍ତଙ୍କୁ ବଣ୍ଟାଯାଉନି ମାଗଣା ମହାପ୍ରସାଦ

ପୁରୀ ଅଫିସ, ୮।୧: ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ କଣିକାଏ ପାଇଲେ ଜୀବ ମୁକ୍ତିଲାଭ କରେ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଠାକୁରଙ୍କ ନିକଟରେ ମହାପ୍ରସାଦ ଲାଗି ହେବା ପରେ…

ବଦଳିବ ହୀରାକୁଦ ଡ୍ୟାମ୍‌ର ପୁରୁଣା ଯନ୍ତ୍ରାଂଶ

ସମ୍ବଲପୁର,୮।୧(ବ୍ୟୁରୋ):ହୀରକୁଦ ଡ୍ୟାମ୍‌ର ସୁରକ୍ଷାକୁ ନେଇ ଏକ ବିଶେଷଜ୍ଞ ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ସେମାନେ ଅତିରିକ୍ତ ସ୍ପିଲୱେ, ଗେଟ୍‌, ନଦୀବନ୍ଧ ମରାମତି କାମ, ଗେଟ୍‌ ମରାମତି କାମ…