୩ ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ପଟ୍ଟାଙ୍ଗି, ୧୧।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥଠାରୁ ସମ୍ବାଇ ପଞ୍ଚାୟତ ଅଭିମୁଖେ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ଉପରୁ ତିନୋଟି…

ବିଭିନ୍ନ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘର ରାସ୍ତାରୋକୋ

ସମ୍ବଲପୁର, ୧୧।୩ (ବ୍ୟୁରୋ): ବିଭିନ୍ନ ଦାବିନେଇ ଓଡିଶା ରାଜ୍ୟ କେନ୍ଦୁପତ୍ର ସଂଘ ଡାକରାରେ ସମ୍ବଲପୁର କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୫ଟି ସ୍ଥାନରେ ବୁଧବାର ରାସ୍ତାରୋକୋ ହୋଇଛି…

ନଜରବନ୍ଦୀରେ ଓମାର ପାଳିରେ ୫୦ତମ ଜନ୍ମ ଦିବସ: ସାକ୍ଷାତ୍‌ ଲାଗି ପିତା ଫାରୁକ୍‌ଙ୍କୁ ବି ମିଳିଲାନି ଅନୁମତି

ଶ୍ରୀନଗର,୧୧।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ୨୦୧୯ ଅଗଷ୍ଟ ୫ଠାରୁ ନଜରବନ୍ଦୀରେ ଅଛନ୍ତି। ନିଜ ଜନ୍ମଦିନକୁ ଓମାର ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି। ତେବେ ଚଳିତ ଥର…

ଆମର ସଂଖ୍ୟା ହେଉନି, ଆମେ ଲଢ଼ିବୁନି: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟ ସଭା ପ୍ରାର୍ଥୀ ନିମନ୍ତେ ବୁଧବାର ନାମାଙ୍କନ ଦାଖଲର ଶେଷ ଦିନ। ବିଜେଡି ପକ୍ଷରୁ ୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଭାଜପା…

ପଦାର୍ପଣ ଫୁଟବଲ ମ୍ୟାଚ୍‌ରେ ଗୋଲ କଲେ ବୟୋଜ୍ୟେଷ୍ଠ ଖେଳାଳି

କାହିରା,୧୧।୩- ଜଣେ ୭୪ ବର୍ଷୀୟ ଖେଳାଳି ଇଜିପ୍ଟର ତୃତୀୟ ଶ୍ରେଣୀ ଲିଗ୍‌ରେ ଗୋଲ ସ୍କୋର କରି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଫୁଟବଲ ଇତିହାସରେ ଯେକୌଣସି ଅଫିସିଆଲ ମ୍ୟାଚ୍‌ରେ…

ସୁପର ଓଭର ଶେଷ ବଲରେ ଛକା ମାରି ଆୟର୍ଲାଣ୍ଡକୁ ଜିତାଇଲେ ଓବ୍ରେନ

ଗ୍ରେଟର ନୋଏଡା,୧୧।୩- ସୁପର ଓଭରର ଅନ୍ତିମ ବଲରେ କେଭିନ ଓବ୍ରେନଙ୍କ ଛକା ଯୋଗୁ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଆୟର୍ଲାଣ୍ଡ ସାନ୍ତ୍ୱନାମୂଳକ ବିଜୟ…

ବିବାହ ଭୋଜିରେ ହୋଇଥିଲା ଜ୍ୟୋତିରାଦିତ୍ୟଙ୍କୁ ଭାଜପାରେ ସାମିଲ କରିବା ଯୋଜନା

ନୂଆଦିଲ୍ଲୀ,୧୧।୩: ମଧ୍ୟପ୍ରଦେଶ ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭାଜପାରେ ସାମିଲ କରିବା ପାଇଁ ଏକ ବିବାହ ଭୋଜିରେ ଯୋଜନା ହୋଇଥିଲା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.…

ଉହାନରେ ପୁଣିଥରେ କାମ ଆରମ୍ଭ କରିବାକୁ ଅନୁମତି ଦେଲେ ସରକାର

ବେଜିଂ,୧୧।୩: କରୋନା ଭାଇରସ ଯୋଗୁ ଚାଇନାର ଉହାନ ସହର ବିଶେଷ ପ୍ରଭାବିତ ହୋଇଥିବା ବେଳେ ଏହାକୁ ଏକ ପ୍ରକାର ବନ୍ଦ କରି ଦିଆଯାଇଥିଲା। ଏବେ କରୋନା ସ୍ଥିତିରେ…

ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ, ଶାଶୁ, ଶ୍ୱଶୁର, ଦିଅର ଫେରାର

ଓଡଗାଁ, ୧୧।୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାଉଁଶଗାଡ଼ିଆ ଲେଙ୍କାସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର…

ଠେଙ୍ଗାରେ ବନ କର୍ମଚାରୀଙ୍କୁ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ଜଣେ ବନ କର୍ମଚାରୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ…