ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: ଲୋକ ସଭାରେ ଶନିବାର ଉପସ୍ଥାପନ ହୋଇଥିବା ବଜେଟ ଉପରେ ସମସ୍ତଙ୍କ ନଜର। ବିଶେଷ କରି କେଉଁ ଜିନିଷ ଶସ୍ତା ଓ କେଉଁ ଜିନିଷ ମହଙ୍ଗା ହୋଇଛି…

ରାଶିଫଳ: ରବିବାର, ଫେବ୍ରୁଆରି ୨ ତାରିଖ – Daily Horoscope

ମେଷ ରବି ଚତୁର୍ଥାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ପରିବାରର ସମ୍ମତିକ୍ରମେ ନୂତନ କାର୍ଯ୍ୟାରମ୍ଭ ପାଇଁ ସଜବାଜ ହୋଇପାରନ୍ତି। ସରଳ ଭାବରେ ଅନ୍ୟକୁ ବିଶ୍ୱାସ କରି ହଇରାଣ ସହ ବିରକ୍ତିବୋଧ…

ବଜେଟ ଭାଷଣରେ ସର୍ବାଧିକ ଥର ‘ଟ୍ୟାକ୍ସ’ ଶବ୍ଦର ଉଚ୍ଚାରଣ କରିଛନ୍ତି ଅର୍ଥମନ୍ତ୍ରୀ: ‘ରୋଜଗାର’ ଶବ୍ଦ କହିଛନ୍ତି ମାତ୍ର ୭ଥର

ନୂଆଦିଲ୍ଲୀ,୧।୨: ଲମ୍ବା ଅବଧିର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଏଥର ରେକର୍ଡ କରିଛନ୍ତି। ଏଥର ସେ ୨ ଘଣ୍ଟା ୪୧ ମିନିଟର ଭାଷଣ…

ଆଜିଠାରୁ ବଦଳିଲା ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ…

୨୦୨୦ ଫେବୃୟାରୀ ପହିଲାରୁ ବଦଳିଛି ଅନେକ ନିୟମ। ଏଟିଏମ୍‌, ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ଏବଂ ଡାକଘର ସମ୍ପର୍କିତ ଅନେକ ନିୟମ ଶନିବାରଠାରୁ ବଦଳିଛି। ହ୍ବାଟ୍ସଆପ୍‌: ଫେବୃୟାରୀ ୧ରୁ…

ନିର୍ଭୟା ମାମଲା: କୋର୍ଟରେ ଦାଖଲ ହେଲା ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଷ୍ଟାଟସ ରିପୋର୍ଟ ଶନିବାର ଜିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ଦୋଷୀ ବିନୟଙ୍କ କ୍ଷମା ଆବେଦନ…

ସୁପର ଓଭରରେ ଭାରତର ବିରଳ ବିଜୟ: କବିତା ଲେଖି ଦଳକୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ଟିକିଏ ସମୟ ପାଇଲେ ସେ ଖେଳ ଦେଖିବାକୁ ଭଲପାଆନ୍ତି। ସେ ଭାରତୀୟ କ୍ରିକେଟ ଦଳର…

କପିଲଙ୍କ ଶୋ’ରେ ଅନିଲ, କହିଲେ ବିବାହକୁ ନେଇ କିଛି ମଜାଦାର କଥା

ବମ୍ବେ: ଫେବୃୟାରୀ ୭ରେ ରିଲିଜ୍‌ ହେବାକୁ ଯାଉଛି ‘ମଲଙ୍ଗ’। ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ଅଭିନେତାମାନେ ଏବେ ଏହାର ପ୍ରମୋଶନରେ ବ୍ୟସ୍ତ। ଇତ୍ୟବସରରେ କଳାକାରମାନେ…

ଯାତ୍ରା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପୋଲିସକୁ ଦୁର୍ବ୍ୟବହାର

ପଦ୍ମପୁର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର କପିଳମୁନି ପଡ଼ିଆରେ ଶୁକ୍ରବାର ରାତିରେ ଯାତ୍ରା ଚାଲିଥିବା ବେଳେ କିଛି ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଜଣେ…

ଚଳିତ ଦଶନ୍ଧିର ସବୁଠାରୁ ଦେବାଳିଆ ବଜେଟ: ଅଖିଳେଶ

ନୂଆଦିଲ୍ଲୀ,୧।୨: ଦ୍ୱିତୀୟ ଥର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଲୋକ ସଭାରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ଏବେ…

ଚିକେନ୍‌ ପରିବର୍ତ୍ତେ କାଉ ମାଂସରେ ବିରିୟାନି ବିକି ଗିରଫ ହେଲେ ଦୋକାନୀ

ଚେନ୍ନାଇ: ବଲିଉଡ୍‌ ଫିଲ୍ମ ‘ରନ୍‌’ରେ ଶୁଣିଥିବେ କାଉ ମାଂସରେ ବିରିୟାନି ହେବା କଥା। ମାତ୍ର ବାସ୍ତବରେ ଏପରି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ। ରାମେଶ୍ୱରମ୍‌ ରାସ୍ତାପାର୍ଶ୍ୱରେ ଥିବା…