‘ଅମ୍ଫନ୍‌’ ସମୟରେ କେନ୍ଦ୍ରାପଡ଼ାରେ ୨ ମହିଳାଙ୍କ ମୃତ୍ୟୁ ଘଟଣା: ଜିଲାପାଳ କହିଲେ ‘ବାତ୍ୟାରେ ହୋଇନାହିଁ’

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା(ଡି.ଏନ୍‌.ଏ.),୨୧।୫: ସାମୁଦ୍ରିକ ଝଡ ଅମ୍ଫନ୍‌ ସମୟରେ କେନ୍ଦ୍ରାପଡ଼ା ଜିଲାରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ହେଲେ ମହିଳାଦ୍ୱୟଙ୍କ ମୃତ୍ୟୁ ବାତ୍ୟାରେ ହୋଇ ନ ଥିବା…

ଅମ୍ଫନ୍‌ ବାତ୍ୟା ଯୋଗୁ ଭାରତ-ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ ହେବା ଆଶଙ୍କା: ୟୁନିସେଫ୍‌

ଜେନେଭା,୨୧।୫: ବୁଧବାର ଅମ୍ଫନ୍‌ ବାତ୍ୟା ଭାରତ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟା ଯୋଗୁ ଭାରତ ଏବଂ ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ ହେବାର…

ରାତି ପାହିଲେ ସାବିତ୍ରୀ: ଫଳ ଦୋକାନରେ ଅସମ୍ଭାଳ ଭିଡ଼, ଦର ଆକାଶଛୁଆଁ

ପାଟଣା,୨୧ା୫(ସ୍ବ.ପ୍ର.): ରାତି ପାହିଲେ ସାବିତ୍ରୀ ବ୍ରତ। ଏନେଇ କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ତୁରୁମୁଙ୍ଗା ଓ ସାହାରପଡ଼ା ବଜାରସ୍ଥିତ ଫଳ ଦୋକାନଗୁଡିକରେ ଗୁରୁବାର ନାହିଁ ନ ଥିବା…

ଠାକୁରମୁଣ୍ଡା ବ୍ଲକରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ, ତୀର୍ଥ ଭ୍ରମଣରେ ଯାଇ ଫେରିଥିଲେ ବୃଦ୍ଧ

ଠାକୁରମୁଣ୍ଡା, ୨୧।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକରେ ପ୍ରଥମ କରି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଜିଲାରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…

ପାଟଣା ଥାନାରେ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ଘଟଣା: ତଦନ୍ତ ଦାବିକଲେ ଅଞ୍ଚଳବାସୀ

ପାଟଣା,୨୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ଜଣେ ୨୨ ବର୍ଷୀୟ ମୁଦାଲାଙ୍କୁ ଥାନା ଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋମବାର ଭାଇରାଲ ହେବା…

ଶ୍ରୀଜିଉଙ୍କ ସ୍ନାନଯାତ୍ରା ନେଇ ଆରମ୍ଭ ହେଲା ବୈଠକ: ୧୦ ନିଯୋଗ ସହ ଆଲୋଚନା କରୁଛି ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୧।୫: ଆସନ୍ତା ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁଦିଅଁ। ତେଣୁ ସ୍ନାନଯାତ୍ରାକୁ କିଭଳି ଭାବେ ଶୃଙ୍ଖଳିତ ଭାବେ…

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି ଆସିଥାଏ କରୋନା ପିଜିଟିଭ୍‌

ସିଓଲ,୨୧।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଦକ୍ଷିଣ କୋରିଆର ଗବେଷକ ଦାବି କରିଛନ୍ତି ଯେ, ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨…

ବିବାହର ଦୁଇ ଦିନ ପରେ କନ୍ୟାଙ୍କ କରୋନା ରିପୋର୍ଟ ଆସିଲା ପଜିଟିଭ: ବର ସମେତ ୩୨ ଜଣ କ୍ୱାରାଣ୍ଟାଇନରେ

ଭୋପାଳ,୨୧।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାର ୩୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ସଂକ୍ରମିତଙ୍କ ମଧ୍ୟରେ…

ଓଲଟି ପଡ଼ିଲା ପ୍ରବାସୀ ଶ୍ରମିକଙ୍କ ବସ୍‌: ୪ ଗୁରୁତର

ବାଲେଶ୍ୱର ଅଫିସ,୨୧ା୫: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନସ୍ଥ ୫୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଗେଟ୍‌ ନିକଟରେ କେରଳରୁ ପଶ୍ଚିମବଙ୍ଗକୁ ୫୦ ପ୍ରବାସୀ ଶ୍ରମିକଙ୍କୁ ନେଇ…

ଅମ୍ଫନ ସମୟରେ ଜନ୍ମିତ ଶିଶୁକନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ବାତ୍ୟା ଅମ୍ଫନ୍‌ ସମୟରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଓଡ଼ିଶାର ଅଗ୍ନିଶମ ବାହିନୀର ଉତ୍ସର୍ଗୀକୃତ ତଥା ମାନବୀୟ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା…